ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ସୁନୁ ଗିରିଜା ହରିଚରିତ ସୁହାଏ ।

ବିପୁଲ ବିସଦ ନିଗମାଗମ ଗାଏ ॥

ହରି ଅବତାର ହେତୁ ଜେହି ହୋଈ ।

ଇଦମିତ୍ଥଂ କହି ଜାଇ ନ ସୋଈ ॥

ଭାବାର୍ଥ :- ଶ୍ରୀଶିବ କହିଲେ, ହେ ପାର୍ବତୀ ! ଶୁଣ, ସମସ୍ତ ବେଦ ଶାସ୍ତ୍ରାଦିରେ ଶ୍ରୀହରିଙ୍କର ସୁନ୍ଦର ରୂପେ ବିସ୍ତ୍ରୁତ ନିର୍ମଳ ଚରିତ୍ରର ଗାନ କରାଯାଇଛି । ଶ୍ରୀହରି ଙ୍କର ଅବତାର ଯେଉଁ କାରଣରୁ ହୋଇଥାଉ ନା କାହିଁକି, ତାହାକୁ ସଠିକ୍ ରୂପେ କୁହାଯାଇ ପରିବ ନାହିଁ, ଆଉ ଯାହାର ଅନେକାନେକ କାରଣ ହୋଇପାରେ, ଏପରି କାରଣ ମଧ୍ୟ ଥାଇପାରେ ଯାହାକୁ କେହି ମଧ୍ୟ ଜାଣିନଥିବେ ।