ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ଉର ଧରି ରାମହି ସୀୟ ସମେତା। ହରଷିତ କୀହ୍ନ ଗୁର ଗବନୁ ନିକେତନ ॥ ବିପ୍ରବଧୁ ସବ ଭୂପ ବୋଲାଈ । ଚୈଲ ଚାରୁ ଭୂଷନ ପହିରାଈ ॥

ଭାବାର୍ଥ :- ବଡ଼ ବୋହୁ ସୀତାଙ୍କୁ ଏବଂ ଶ୍ରୀରାମଙ୍କୁ ହୃଦୟରେ ଲଗାଇ ମହର୍ଷି ବଶିଷ୍ଠ ସହର୍ଷ ଆଶିର୍ବାଦ ଦେଇ ନିଜ ହୃଦୟରେ ଧାରଣ କରି ନିଜ ସ୍ଥାନକୁ ଗଲେ । ସମସ୍ତ ବ୍ରାହ୍ମଣ ମାନଙ୍କ ସ୍ତ୍ରୀ ମାନଙ୍କୁ ରାଜା ଦଶରଥ ଡକାଇଲେ ଆଉ ସମସ୍ତଙ୍କୁ ନୂତନ ବସ୍ତ୍ର ସହିତ ଆଭୁଷଣ ପିନ୍ଧାଇଲେ ।