ଆସନ୍ତା ୧୯ରେ ବିଜେଡି ବିଧାୟକ ଦଳ ବୈଠକ | News Room Odisha

ଆସନ୍ତା ୧୯ରେ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର – ଆସନ୍ତା ୧୯ ତାରିଖରେ ବସିବ ନବନିର୍ବାଚିତ ବିଜେଡି ବିଧାୟକ ଦଳ ବୈଠକ । ବିଜେଡି ସଭାପତି ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିବେ । ଏହି ବୈଠକରେ ବିଧାୟକ ଦଳର ନେତା ଚୟନ କରାଯିବ ବୋଲି ସୂଚନା ମିଳିଛି। ୧୯ ତାରିଖ ଅପରାହ୍ନ ୪ଟା ୩୦ ମିନିଟରେ ବୈଠକ ବସିବ। ବିଧାନସଭାରେ କିଏ ହେବ ବିରୋଧୀ ଦଳର ନେତା ତାହା ଚୟନ କରାଯିବ।