ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ

॥ ଅଯୋଧ୍ୟା କାଣ୍ଡ ॥

ବଡଭାଗୀ ବନୁ ଅବଧ ଅଭାଗୀ । ଜୋ ରଘୁବଂସ ତିଳକ ତୁହ୍ମ ତ୍ୟାଗୀ ॥ ଜୌଂ ସୁତ କହୌଂ ସଂଗ ମୋହି ଲେହୁ । ତୁହ୍ମରେ ହୃଦୟଁ ସଂଦେହୁ ॥

ଭାବାର୍ଥ :- ମାତା କୌଶଲ୍ୟା କହିଲେ, ହେ ରଘୁବଂଶ ର ତିଳକ ! ବନ ପ୍ରଦେଶ ବହୁତ ଭାଗ୍ୟବାନ ଆଉ ଏହି ଅବଧପୁରୀ ବହୁତ ଅଣାଗଲା, ଯାହାକୁ ତୁମେ ତ୍ୟାଗ କରିଦେଲ । ହେ ମୋର ଧନ ! ଯଦି ମୁଁ କୁହେ କି ମୋତେ ମଧ୍ୟ ସାଙ୍ଗରେ ନେଇଚାଲ, ତେବେ ତୁମ ମନରେ ସଂନ୍ଦେହ ସୃଷ୍ଟି ହୋଇପାରେ କି ଏଇ ବାହାନା ରେ ମୋ ମାଁ ମୋତେ ଅଟକାଇବାକୁ ଚାହୁଁଥିଲେ।