ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ସାସୁ ସସୁର ଗୁର ସେବା କରେହୁ ।
ପତି ରୁଖ ଲାଖି ଆୟସୁ ଅନୁସରେହୁ ॥
ଅତି ସନେହ ବସ ସଖୀଂ ସୟାନୀ ।
ନାରି ଧରମ ସିଖବହିଂ ମୃଦୁ ବାନୀ ॥

ଭାବାର୍ଥ :- ଶାଶୁ, ଶସୁର ଆଉ ଗୁରୁଦେବଙ୍କ ସେବା କରିବ । ସ୍ବାମୀଙ୍କ ଆଡକୁ ଚାହିଁ ତାଙ୍କ କହିବା କଥାକୁ ଅନୁପାଳନ କରିବ । ପ୍ରିୟ ଚତୁରୀ ସଖୀମାନେ ମଧ୍ୟ କୋମଳ ଶବ୍ଦରେ ସ୍ତ୍ରୀ – ଧର୍ମ ଶିଖାଉ ଥାଆନ୍ତି ।