ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ

ଅଯୋଧ୍ୟା କାଣ୍ଡ
ଦୋହା :- ପରେଉ ରାଉ କହି କୋଟି ବିଧି କାହେ କରି ନିଦାନୁ ।
କପଟ ସୟାନି ନ କହତି କଛୁ ଜଗତି ମନହୁଁ ମସାନୁ ॥

ଭାବାର୍ଥ :- ରାଜା ଦଶରଥ ରାଣୀ କୈକେୟୀଙ୍କୁ ବହୁତ ପ୍ରକାର ବୁଝାଇ ସୁଝାଇ କହିଲେ କି ତୁ କାହିଁକି ସର୍ବନାଶ କରୁଛୁ ? ଏତିକି କହି ତଳେ ପଡ଼ିଗଲେ । ପରନ୍ତୁ କପଟ ଆଚରଣ କରିବାରେ ଚତୁର ରାଣୀ କୈକେୟୀ ନିରବରେ ଯେପରି ସ୍ମଶାନରେ ରହି ପ୍ରେତ ମନ୍ତ୍ର ସିଦ୍ଧି କରୁଥାଏ ।