ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ

॥ ଅଯୋଧ୍ୟା କାଣ୍ଡ ॥

ରାଖିଅ ଅବଧ ଜୋ ଅବଧି ଲଗି ରହତ ନ ଜାନିଅହିଂ ପ୍ରାନ । ଦୀନବଂଧୁ ସୁଂଦର ସୁଖଦ ସୀଲ ସନେହ ନିଧାନ॥

ଭାବାର୍ଥ :- ମାତା ସୀତା ଶ୍ରୀରାମଙ୍କୁ କହିଲେ, ହେ ଦୀନବନ୍ଧୁ ! ହେ ସୌନ୍ଦର୍ଯ୍ୟ ର ଭଣ୍ଡାର !! ହେ ସମସ୍ତ ସୁଖର ଧାମ !! ହେ ଶ୍ରେଷ୍ଠ ଚରିତ୍ର ଆଉ ପ୍ରେମ ଓ ସ୍ନେହର ଭଣ୍ଡାର !! ଯଦି ତୁମେ ୧୪ବର୍ଷ ବନବାସର ପୁରା ସମୟ ମୋତେ ଏଠାରେ, ଏହି ଅଜୋଧ୍ୟାରେ ରଖୁଛନ୍ତି, ତେବେ ମୁଁ ରାଣ ପକାଇ କହୁଛି ମୋର ଏ ପ୍ରାଣ ରହିବ ନାହିଁ ।