ବାଲ କାଣ୍ଡ
ଫିରିହି ଦସା ବିଧି ବହୁରି କି ମୋରୀ । ଦେଖିହଉଁ ନୟନ ମନୋହର ଜେରୀ ।ସୁଦିନ ସୁଧରୀ ତାତ କବ ହୋଇହି । ଜନନୀ ଜିଅତ ବଦନ ବିଧୁ ଜୋଇହି ॥
ଭାବାର୍ଥ :- ମାତା କୌଶଲ୍ୟା କହିଲେ, ହେ ବିଧାତା ! ମୋର ଏହି ଦଶା କ’ଣ ବଦଳିବ ? ସତରେ କ’ଣ ମୋର ଆଖିରେ ଆଉ ଥରେ ମୋ ପୁଅ ବୋହୁଙ୍କ ଏହି ମନୋହର ଯୋଡି କୁ ଦେଖିପାରିବି ? ହେ ମୋର ପୁତ୍ର ! ଆଉ ଥରେ ପୁଣି ସେହି ସୁନ୍ଦର ଦିନ ଆଉ ଶୁଭ ମୂହୁର୍ତ୍ତ କେବେ ଫେରିବ ଯେ ତୁମ ମା ଜୀବିତ ଅବସ୍ଥାରେ ତୁମ ଚନ୍ଦ୍ରମୁଖ କୁ ଆଉଥରେ ଦେଖିପାରିବି ॥