ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ଜବ ସିୟ କାନନ ଦେଖି ଡେରାଈ । କହେହୁ ମୋରିଇ ସିଖ ଅବସରୁ ପାଈ ॥

ସାସୁଇ ସସୁର ଅସ କହେଉ ସଁଦେସୂ । ପୁତ୍ରି ଫିରିଅ ବନ ବହୁତ କଲେସୂ ॥

ଭାବାର୍ଥ :- ଯେତେବେଳେ ସୀତା ବଣର ଭୟଙ୍କର ସ୍ଥିତି ଦେଖି ଡରିଯିବେ, ଠିକ୍ ସେହି ସମୟର ସୁଯୋଗ ଦେଖି ମୁଁ କହିବା ପ୍ରକାରେ ତାଙ୍କୁ ବତେଇବ କି ତୁମର ଶାଶୁ ଶ୍ବଶୁର ଦୁହେଁ ଏହି ସଂଦେଶ ଦେଇ କହିଛନ୍ତି କି ହେ ବୋହୁ ମା ! ତୁମେ ଫେରିଆସ । ବନବାସରେ ବହୁତ ପ୍ରକାରର କଷ୍ଟକର ପରିସ୍ଥିତି ଅଛି ।