ହୀରାକୁଦର ୪ ଗେଟ ବନ୍ଦ, ୮ ଗେଟ ଦେଇ ଜଳ ନିଷ୍କାସନ ଜାରି | News Room Odisha

ହୀରାକୁଦର ୪ ଗେଟ ବନ୍ଦ, ୮ ଗେଟ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ଥମିବା ସହ ଇନଫ୍ଲୋ କମିବାରୁ ହୀରାକୁଦର ୪ ଟି ଗେଟକୁ ବନ୍ଦ କରାଯାଇଛି। ଫଳରେ ବର୍ତ୍ତମାନ ୮ ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ଜଳସ୍ତର ୬୦୯.୬୯ ଫୁଟକୁ ଖସିଥିବା ବେଳେ ଉପରମୁଣ୍ଡରୁ ୮୯୬୨୯ କ୍ୟୁସେକ ଜଳ ପ୍ରବେଶ କରୁଛି।