ଗୀତା ମହାତ୍ମ୍ୟ: ପାଞ୍ଚଜନ୍ୟମ ହୃଷିକେଶ ଦେବଦତ୍ତ ଧନଞ୍ଜୟ। ପୌଣ୍ଡମ ଦଧନୌ ମହାଶଙ୍ଖମ ଭୀମକର୍ମା ବୃକଦରଃ।। | News Room Odisha

ଗୀତା ମହାତ୍ମ୍ୟ: ପାଞ୍ଚଜନ୍ୟମ ହୃଷିକେଶ ଦେବଦତ୍ତ ଧନଞ୍ଜୟ। ପୌଣ୍ଡମ ଦଧନୌ ମହାଶଙ୍ଖମ ଭୀମକର୍ମା ବୃକଦରଃ।।

ପାଞ୍ଚଜନ୍ୟମ ହୃଷିକେଶ ଦେବଦତ୍ତ ଧନଞ୍ଜୟ।
ପୌଣ୍ଡମ ଦଧନୌ ମହାଶଙ୍ଖମ ଭୀମକର୍ମା ବୃକଦରଃ।।

ଭଗବାନ ଶ୍ରୀକୃଷ୍ଣ ପାଞ୍ଚଜନ୍ୟ ନାମକ ଶଙ୍ଖ, ଅର୍ଜୁନ ଦେବଦତ୍ତ ନାମକ ଶଙ୍ଖ ଏବଂ ଭୟାନକ କର୍ମ ସାଧନକାରୀ ଭୀମସେନ ପୌଣ୍ଡର ନାମକ ଶଙ୍ଖ ବାଦନ କଲେ।
( ଗୀତା ୧ମ ଅ। ୧୫ଶ ଶ୍ଳୋକ )