ଗୀତା ମହାତ୍ମ୍ୟ: ଭୀଷ୍ମଦ୍ରୋଣପ୍ରମୁଖତଃ ସର୍ବେଶାଂ ଚ ମହିକ୍ଷିତାଂ। ଉବାଚ ପାର୍ଥ ପଶୈୟତାନ ସମବେତାନ କୁରୁନିତି।। | News Room Odisha

ଗୀତା ମହାତ୍ମ୍ୟ: ଭୀଷ୍ମଦ୍ରୋଣପ୍ରମୁଖତଃ ସର୍ବେଶାଂ ଚ ମହିକ୍ଷିତାଂ। ଉବାଚ ପାର୍ଥ ପଶୈୟତାନ ସମବେତାନ କୁରୁନିତି।।

ଗୀତା ମହାତ୍ମ୍ୟ: ଭୀଷ୍ମଦ୍ରୋଣପ୍ରମୁଖତଃ ସର୍ବେଶାଂ ଚ ମହିକ୍ଷିତାଂ। ଉବାଚ ପାର୍ଥ ପଶୈୟତାନ ସମବେତାନ କୁରୁନିତି।।

ସଞ୍ଜୟ କହିଲେ : ହେ ଧୃତରାଷ୍ଟ୍ର ! ଅର୍ଜୁନ ଏପରି କହିବାରୁ, ଭଗବାନ ଶ୍ରୀକୃଷ୍ଣ ଦୁଇସେନାଙ୍କ ମଧ୍ୟରେ ଭୀଷ୍ମ ଓ ଦ୍ରୋଣଚର୍ଯ୍ୟଙ୍କ ସମ୍ମୁଖରେ ଉତ୍ତମ ରଥ ଟିକୁ ଛିଡା କରାଇଦେଇ କହିଲେ– ‘ ହେ ପାର୍ଥ, ଯୁଦ୍ଧ ପାଇଁ ଏକତ୍ରିତ ହୋଇଥିବା ଏହି କୌରବ ମାନଙ୍କୁ ଦେଖ ।।

( ଗୀତା ୧ମ ଅ। ୨୫ଶ ଶ୍ଳୋକ )