ଗୀତା ମହାତ୍ମ୍ୟ: ତତଃ ଶ୍ୱେତୈର୍ହର୍ୟ୍ଯର୍ଯୁକ୍ତେ ମହତି ସ୍ୟନ୍ଦନେ ସ୍ଥିତୌ। ମାଧଵଃ ପାଣ୍ଡବଶ୍ଚୈବ ଦିବ୍ୟଉଶଙ୍ଖଉ ପ୍ରଦଧ ମତୁଃ | News Room Odisha

ଗୀତା ମହାତ୍ମ୍ୟ: ତତଃ ଶ୍ୱେତୈର୍ହର୍ୟ୍ଯର୍ଯୁକ୍ତେ ମହତି ସ୍ୟନ୍ଦନେ ସ୍ଥିତୌ। ମାଧଵଃ ପାଣ୍ଡବଶ୍ଚୈବ ଦିବ୍ୟଉଶଙ୍ଖଉ ପ୍ରଦଧ ମତୁଃ

ତତଃ ଶ୍ୱେତୈର୍ହର୍ୟ୍ଯର୍ଯୁକ୍ତେ ମହତି ସ୍ୟନ୍ଦନେ ସ୍ଥିତୌ। ମାଧଵଃ ପାଣ୍ଡବଶ୍ଚୈବ ଦିବ୍ୟଉଶଙ୍ଖଉ ପ୍ରଦଧ ମତୁଃ

ଅନୁବାଦ : ତାହାପରେ ଶ୍ୱେତଅଶ୍ୱ ଯୋଚିତ ଉତ୍ତମ ରଥରେ ଭଗବାନ ଶ୍ରୀକୃଷ୍ଣ ଓ ଅର୍ଜୁନ ବସି ନିଜ ନିଜର ଶଙ୍ଖ ବାଦନ କଲେ।

( ଗୀତା ୧ମ ଅ। ୧୪ଶ ଶ୍ଳୋକ )