ପଞ୍ଚାୟତ ନିର୍ବାଚନରେ ପ୍ରଥମ ଫଳାଫଳ ବିଜେଡି ସପକ୍ଷରେ | News Room Odisha

ପଞ୍ଚାୟତ ନିର୍ବାଚନରେ ପ୍ରଥମ ଫଳାଫଳ ବିଜେଡି ସପକ୍ଷରେ

ଭୁବନେଶ୍ୱର-ପଞ୍ଚାୟତ ନିର୍ବାଚନର ପ୍ରଥମ ଫଳାଫଳ ଘୋଷଣା କରାଯାଇଛି । ବିଜେଡି ସପକ୍ଷରେ ଯାଇଛି ପ୍ରଥମ ଫଳାଫଳ । ଗଞ୍ଜାମ ଜିଲ୍ଲା ସୋରଡ଼ାର ଜୋନ୍‌ ୬୩ରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୧ ହଜାର ୯୦୮ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ସମରେନ୍ଦ୍ର ସାହୁ ।