କୋଭିଡ ମୁକାବିଲା : ରାଜଧାନୀରେ ଆଜିଠୁ ଦ୍ୱିତୀୟ ଓ ରାଉରକେଲାରେ ପ୍ରଥମ ପର୍ଯ୍ୟାୟ ସେରୋ ସଭେ ର୍ , ଆସନ୍ତା ୩୦ରୁ ୭ ଦିନ ପାଇଁ ଝାରସୁଗୁଡା ସଟଡାଉନ୍ | News Room Odisha

କୋଭିଡ ମୁକାବିଲା : ରାଜଧାନୀରେ ଆଜିଠୁ ଦ୍ୱିତୀୟ ଓ ରାଉରକେଲାରେ ପ୍ରଥମ ପର୍ଯ୍ୟାୟ ସେରୋ ସଭେ ର୍ , ଆସନ୍ତା ୩୦ରୁ ୭ ଦିନ ପାଇଁ ଝାରସୁଗୁଡା ସଟଡାଉନ୍

ଭୁବନେଶ୍ୱର : ରାଜଧାନୀରେ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସଭେ ର୍ ଆରମ୍ଭ ହୋଇଛି । ୨୫ଟି ୱାର୍ଡରେ କରାଯିବ ସଭେ ର୍ । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ୧ ହଜାର ୫ ଶହ ନମୁନା ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ୱରରେ ଜୁଲାଇରେ ହୋଇଥିଲା ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ । ରାଉରକେଲାରେ ଆଜି ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହୋଇଛି ।

କୋଭିଡ ସଂକ୍ରମଣ ବଢୁଥିବାରୁ ଝାରସୁଗୁଡାରେ ଆସନ୍ତା ୩୦ ତାରିଖରୁ ୭ ଦିନ ଯାଏଁ ସଟଡାଉନ ଘୋଷଣା କରାଯାଇଛି । ସକାଳ ୬ଟାରୁ ଦିନ ୧୧ଟା ମଧ୍ୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ମିଳିପାରିବ ।