ରାଜ୍ୟରେ ଦିନକରେ ୬୦ ହଜାର ୯୦୯ କୋରୋନା ଟେଷ୍ଟ, ମୟୂରଭଂଜ ଜିଲ୍ଲାରେ ସର୍ବାଧିକ | News Room Odisha

ରାଜ୍ୟରେ ଦିନକରେ ୬୦ ହଜାର ୯୦୯ କୋରୋନା ଟେଷ୍ଟ, ମୟୂରଭଂଜ ଜିଲ୍ଲାରେ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ ଦିନକରେ ୬୦ ହଜାର ୯୦୯ କୋରୋନା ଟେଷ୍ଟ କରାଯାଇଛି । ୫୩ ହଜାର ୨୯୫ ଜଣଙ୍କର ଆଂଟିଜେନ ଟେଷ୍ଟ, ୭ ହଜାର ୪୯୦ ଆରଟିପିସିଆର ଓ ୧୨୪ଟି ଟ୍ରୁନଟ୍ ଟେଷ୍ଟ ହୋଇଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ମୟୂରଭଂଜରେ ସର୍ବାଧିକ ୯ ହଜାର ୨୧୯, କେନ୍ଦ୍ରାପଡାରେ ୮ ହଜାର ୮୬୪ ଓ ଗଂଜାମରେ ୮ ହଜାର ୬୪୪ ଟେଷ୍ଟ କରାଯାଇଛି ।

COVID-19