ଭାରତୀୟ ନୌସେନା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତା | News Room Odisha

ଭାରତୀୟ ନୌସେନା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତା

ଭୁବନେଶ୍ୱର- ଆଜି ଭାରତୀୟ ନୌସେନାର ଦିବସ । ନୌସେନା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୌସେନା ଯବାନ ଓ ସେମାନଙ୍କର ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶର ଜଳସୀମାର ସୁରକ୍ଷାରେ ନିୟୋଜିତ ନୌସେନା ଯବାନମାନଙ୍କ ସାହସ ଓ ନିଷ୍ଠା ଯୋଗୁଁ ଆମେ ସମସ୍ତେ ଗର୍ବିତ ବୋଲି ନବୀନ କହିଛନ୍ତି ।