ବୌଦ୍ଧରେ ଅଭୟ ପାଠକଙ୍କ ବିରୋଧରେ ପିଟିସନ ନେଇ ଭିଜିଲାନ୍ସର ଖୋଳତାଡ ଆରମ୍ଭ | News Room Odisha

ବୌଦ୍ଧରେ ଅଭୟ ପାଠକଙ୍କ ବିରୋଧରେ ପିଟିସନ ନେଇ ଭିଜିଲାନ୍ସର ଖୋଳତାଡ ଆରମ୍ଭ

ଭୁବନେଶ୍ୱର- ନିଲମ୍ବିତ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ବିରୋଧରେ ବୌଦ୍ଧରେ ଦାଖଲ ହୋଇଥିବା ୭ରୁ ଅଧିକ ପିଟିସନକୁ ନେଇ ଭିଜିଲାନ୍ସ ବିଭାଗ ଖୋଳତାଡ ଆରମ୍ଭ କରିଛି । ପାଠକ ବୌଦ୍ଧରେ ଚାକିରୀ କରୁଥିବା ବେଳେ ତାଙ୍କ ବିରୋଧରେ ୭ରୁ ଅଧିକ ପିଟିସନ ପଡିଥିଲା । ବେଆଇନ ଭାବେ ପଦେନ୍ନତି ନେଇ ବୌଦ୍ଧ ଫରେଷ୍ଟର ପିଟିସନ ପକାଇଥିଲେ । ଅରଣ୍ୟ ଭବନରେ ଚଢାଉ ବେଳେ ଏହା ଜଣାପଡିଥିଲା ।