ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ପଦ ପାଇଁ ବିଜେଡ଼ି ଇ. ବିବେକ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି । ବିବେକ ରେଡ୍ଡୀ ହେଉଛନ୍ତି ୪୨ ନମ୍ବର ଓ୍ବାର୍ଡର କର୍ପୋରେଟର ।