ବିଶ୍ୱ ମ୍ୟାଲେରିଆ ରିପୋର୍ଟ ୨୦୨୦ : ରୋଗ ମୁକାବିଲାରେ ଓଡିଶାକୁ ସଫଳତା, କମିଛନ୍ତି ଆକ୍ରାନ୍ତ | News Room Odisha

ବିଶ୍ୱ ମ୍ୟାଲେରିଆ ରିପୋର୍ଟ ୨୦୨୦ : ରୋଗ ମୁକାବିଲାରେ ଓଡିଶାକୁ ସଫଳତା, କମିଛନ୍ତି ଆକ୍ରାନ୍ତ

ନୂଆଦିଲ୍ଲୀ – ବିଶ୍ୱ ମ୍ୟାଲେରିଆ ରିପୋର୍ଟ ୨୦୨୦ ପ୍ରକାଶ ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁସାରେ ମ୍ୟାଲେରିଆ ମୁକାବିଲାରେ ଓଡିଶାକୁ ସଫଳତା ମିଳିଛି । ଓଡିଶାରେ ୪୦ ଦଶମିକ ୩୯ ପ୍ରତିଶତ କମିଛି ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୦୧୮ ତୁଳନାରେ ୨୦୧୯ରେ ୪୦ ଦଶମିକ ୩୯ ପ୍ରତିଶତ ହ୍ରାସ ପାଇଛି ଆକ୍ରାନ୍ତଙ୍କ ସଂଖ୍ୟା । ସାରା ଭାରତରେ ୧୮ ଦଶମିକ ୪ ପ୍ରତିଶତ ହ୍ରାସ ପାଇଛି ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୦୧୮ ତୁଳନାରେ ୨୦୧୯ରେ ୧୮ ଦଶମିକ ୪ ପ୍ରତିଶତ ହ୍ରାସ ପାଇଛି ମ୍ୟାଲେରିଆ ଆକ୍ରାନ୍ତ ସଂଖ୍ୟା ।

World Malaria Report 2020