ରାଜଧାନୀରେ ଜିରୋ ନାଇଟ ସେଲିବ୍ରେସନ ମନା, ନଜର ରଖିବେ ୧୨ଟି ସ୍ପେଶାଲ ଟିମ୍ | News Room Odisha

ରାଜଧାନୀରେ ଜିରୋ ନାଇଟ ସେଲିବ୍ରେସନ ମନା, ନଜର ରଖିବେ ୧୨ଟି ସ୍ପେଶାଲ ଟିମ୍

ଭୁବନେଶ୍ୱର- ରାଜଧାନୀରେ ଜିରୋ ନାଇଟ ସେଲିବ୍ରେସନ ମନା ହୋଇଛି । ଏଥିପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯିବ । ରାଜଧାନୀରେ ୧୨ଟି ସ୍ପେଶାଲ ଟିମ୍ ନିୟୋଜିତ ହେବେ । ହୋଟେଲ କିମ୍ବା ପବ୍‌ରେ ଭିଡ ଜମାଇଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ହେବ । ବ୍ଲକିଂ ଓ ଚେକିଂକୁ ମଧ୍ୟ କଡାକଡି କରାଯିବ । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିରୋ ନାଇଟ ସେଲିବ୍ରେସନକୁ ଅନୁମତି ଦେଇନାହାନ୍ତି ରାଜ୍ୟ ସରକାର । ଏଣେ ବ୍ରିଟେନ ଫେରନ୍ତାଙ୍କଠାରୁ ସଂକ୍ରମଣ ଆଶଙ୍କା ମଧ୍ୟ ଚିନ୍ତା ବଢାଇଛି ।

BhubaneswarZero Night Celebration