ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର | News Room Odisha

ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ଆଙ୍କୁଲି-ଇଂଜିନିୟରିଂ ଛକ ଆରଓବିକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଦିଗପହଣ୍ଡିରେ ସ୍ପିନିଂ ମିଲର ଭିତି ପ୍ରସ୍ଥର ସ୍ଥାପନ

୨.ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଏ. ଚେଲ୍ଲାକୁମାରଙ୍କ ପାଇଁ ରହିଛି ଅନେକ ଜଟିଳ ଆହ୍ୱାନ

୩.ଜେଇଇ ମେନ୍ ରେଜଲ୍ଟ : ସୌରଭ ସୌମ୍ୟକାନ୍ତ ଦାସ ଓଡିଶାର ଟପ୍ପର,ରାଜ୍ୟର ୨୭ ହଜାର ଛାତ୍ରଛାତ୍ରୀଙ୍କ ର‌୍ୟାଙ୍କ୍ ହାସଲ

୪.ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି , ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ଦୁଇତିନି ଦିନ ବର୍ଷା ସମ୍ଭାବନା

୫.ସର୍ବସାଧାରଣଙ୍କ ପାଇଁ ବଜାରରେ ମିଳିବ କୋରୋନା ଔଷଧ ଫେଭିପିରାଭିର ଓ ରେମଡିସିଭିର ଇଂଜେକସନ

୬.୫୦ ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ପରଖିବେ ଯୋଗୀ ସରକାର, ପ୍ରଦର୍ଶନ ଆଶାନୁରୂପକ ନ ଥିଲେ ବାଧ୍ୟତାମୂଳକ ଅବସର, ପୋଲିସ ବିଭାଗରୁ ଆରମ୍ଭ

୭.ଜୀବଜନ୍ତୁଙ୍କ ଦେହରେ ପରୀକ୍ଷଣ କରାଯାଇଥିବା କୋଭାକ୍ସିନ ସଫଳ ହୋଇଥିବା ଦାବି

୮.ଅରୁଣାଚଳ ପ୍ରଦେଶର ୫ ଯୁବକଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କଲା ଚୀନ୍ ସେନା