ଭିଜିଲାନ୍ସ ଜାଲରେ ଗଜପତି ଜିଲ୍ଲାର ଶିକ୍ଷକ | News Room Odisha

ଭିଜିଲାନ୍ସ ଜାଲରେ ଗଜପତି ଜିଲ୍ଲାର ଶିକ୍ଷକ

ଭୁବନେଶ୍ୱର- ଆୟବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲାର ଶିକ୍ଷକ ଦୁଷ୍ମନ୍ତ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ସୂଚନା ଅନୁସାରେ ଆଜି ସକାଳେ ଭିଜିଲାନ୍ସ ଟିମ୍ ଦୁଷ୍ମନ୍ତ ନାୟକଙ୍କ ପୈତୃକ ଗାଁ ଜଙ୍ଗଲପାଡୁ ସମେତ ପାରଳାଖେମୁଣ୍ଡି ସହରର ୮ଟି ସ୍ଥାନରେ ଚଢାଉ ଆରମ୍ଭ ହୋଇଛି । ଚଢାଉ ଜାରି ରହିଛି । ଏ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Vigilance Raids