ଓଡିଆ ଆଇଏଫଏସ ଅଫିସର ତାଞ୍ଜାନିଆରେ ଭାରତର ହାଇକମିଶନର ନିଯୁକ୍ତ | News Room Odisha

ଓଡିଆ ଆଇଏଫଏସ ଅଫିସର ତାଞ୍ଜାନିଆରେ ଭାରତର ହାଇକମିଶନର ନିଯୁକ୍ତ

ନୂଆଦିଲ୍ଲୀ- ଓଡିଆ ଆଇଏଫଏସ ଅଫିସର ବିନୟ ଶ୍ରୀକାନ୍ତ ପ୍ରଧାନ ଆଫ୍ରିକୀୟ ଦେଶ ତାଞ୍ଜାନିଆରେ ଭାରତର ହାଇକମିଶନର ଭାବେ ନିଯୁକ୍ତ ହୋଇଛନ୍ତି । ବର୍ତ୍ତମାନ ଶ୍ରୀକାନ୍ତ ଋଷିଆରେ ଭାରତୀୟ ଦୂତାବାସର ଉପମୁଖ୍ୟ ଅଛନ୍ତି । ୨୦୦୨ ବ୍ୟାଚ୍ ଆଇଏଫଏସ ଅଫିସର ଶ୍ରୀକାନ୍ତ ଦେବଗଡରେ ପାଠ ପଢୁଥିଲେ ।