ଟୋକିଓ ଅଲିମ୍ପିକ୍ସରେ ଭାଗ ନେଉଥିବା ଭାରତୀୟ କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ | News Room Odisha

ଟୋକିଓ ଅଲିମ୍ପିକ୍ସରେ ଭାଗ ନେଉଥିବା ଭାରତୀୟ କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଟୋକିଓ ଅଲିମ୍ପିକ୍ସରେ ଭାଗ ନେଉଥିବା ଭାରତୀୟ କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଲିମ୍ପିକ୍ସରେ ଖେଳୁଥିବା ଭାରତୀୟ ଖେଳାଳି ଦେଶ ପାଇଁ ଗର୍ବ, ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଯୋଡିହେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥର ଅଲିମ୍ପିକ୍ସରେ ଓଡିଶାର ୪ ଜଣ ଖେଳୁଛନ୍ତି । ସ୍ପ୍ରିଂଟର ଦୂତିଚାନ୍ଦଙ୍କ ସହ ହକିରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଅଛନ୍ତି । ମହିଳା ହକିରେ ଦୀପଗ୍ରେସ ଏକ୍କା ଭାଗ ନେଉଛନ୍ତି ।

Chief Minister Naveen PatnaikTokyo Olympics