ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେଲା ସ୍ମାର୍ଟ କ୍ଲାସରୁମ | News Room Odisha

ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେଲା ସ୍ମାର୍ଟ କ୍ଲାସରୁମ

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ସ୍ମାର୍ଟ କ୍ଲାସ ରୁମ୍ । ଇଣ୍ଡୋ-ଆମେରିକାନ ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ପ୍ରୟାସରେ ଆରମ୍ଭ କରାଯାଇଛି ସ୍ମାର୍ଟ କ୍ଲାସ । ସ୍ମାର୍ଟ କ୍ଲାସର ଶୁଭାରମ୍ଭ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ଛତ୍ରପୁର ବ୍ଲକର ୧୮ଟି ବିଦ୍ୟାଳୟରେ ଏକକାଳୀନ ଆରମ୍ଭ ହୋଇଛି ସ୍ମାର୍ଟ କ୍ଲାସ ।

GanjamSmart Classroom