ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ ୩ ହଜାର ୩୦୩ ରୋଗୀ, କଟକ ଜିଲ୍ଲାରୁ ସର୍ବାଧିକ ୬୫୦ ସୁସ୍ଥ | News Room Odisha

ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ ୩ ହଜାର ୩୦୩ ରୋଗୀ, କଟକ ଜିଲ୍ଲାରୁ ସର୍ବାଧିକ ୬୫୦ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ବୁଧବାର ସୁସ୍ଥ ହୋଇଛନ୍ତି ଆଉ ୩ ହଜାର ୩୦୩ କୋରୋନା ରୋଗୀ । କଟକ ଜିଲ୍ଲାରୁ ସର୍ବାଧିକ ୬୫୦ ସୁସ୍ଥ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ୪୯୩ , ଯାଜପୁରରୁ ୨୧୩, ଗଂଜାମ ଜିଲ୍ଲାରୁ ୨୦୯ ସୁସ୍ଥ ହୋଇଛନ୍ତି । ରାୟଗଡା ଜିଲ୍ଲାରୁ ୧୮୫, ସମ୍ବଲପୁରରୁ ୧୭୨ ଓ କୋରାପୁଟରୁ ସୁସ୍ଥ ହୋଇଛନ୍ତି ୧୪୯ ଜଣ ଆକ୍ରାନ୍ତ । ରାଜ୍ୟରେ ଏଯାବତ ମୋଟ ୮୪ ହଜାର ୭୩ ଜଣ ସୁସ୍ଥ ହୋଇସାରିଲେଣି ।

COVID-19