କୋରୋନା ପ୍ରକୋପ : ବିଶ୍ୱରେ ମୃତ୍ୟୁସଂଖ୍ୟା ୮ ଲକ୍ଷ ୬୧ ହଜାର ୨୩୪କୁ ବୃଦ୍ଧି, ଆମେରିକାରେ ମୃତକଙ୍କ ସଂଖ୍ୟା ୨ ଲକ୍ଷର ନିକଟତର | News Room Odisha

କୋରୋନା ପ୍ରକୋପ : ବିଶ୍ୱରେ ମୃତ୍ୟୁସଂଖ୍ୟା ୮ ଲକ୍ଷ ୬୧ ହଜାର ୨୩୪କୁ ବୃଦ୍ଧି, ଆମେରିକାରେ ମୃତକଙ୍କ ସଂଖ୍ୟା ୨ ଲକ୍ଷର ନିକଟତର

ନିଉୟର୍କ : ବିଶ୍ୱରେ କୋରୋନା ମୃତ୍ୟୁସଂଖ୍ୟା ୮ ଲକ୍ଷ ୬୧ ହଜାର ୨୩୪କୁ ବୃଦ୍ଧି ପାଇଛି । ଆମେରିକାରେ ସର୍ବାଧିକ ୧ ଲକ୍ଷ ୮୯ ହଜାର, ବ୍ରାଜିଲରେ ୧ ଲକ୍ଷ ୨୨ ହଜାର ୬୮୧ ଜଣ ପ୍ରାଣ ହରାଇଛନ୍ତି । ଋଷିଆରେ ୧୭ ହଜାର ୨୯୯ ଓ ପେରୁରେ ୨୯ ହଜାର ୬୮ ରୋଗୀ ପ୍ରାଣ ହରାଇଛନ୍ତି । ବିଶ୍ୱରେ ମୋଟ ପଜିଟିଭ ମାମଲା ସଂଖ୍ୟା ୨ କୋଟି ୫୯ ଲକ୍ଷରେ ପହଂଚିଛି ।

ଏଥିମଧ୍ୟରୁ ୧ କୋଟି ୮୧ ଲକ୍ଷ ୯୩ ହଜାର ୫୩୭ ଜଣ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇସାରିଲେଣି । ବିଶ୍ୱ କୋରୋନା ତାଲିକାର ତୃତୀୟ ସ୍ଥାନରେ ରହିଛି ଭାରତ ।

COVID-19