Odiaବାତ୍ୟାକୁ ଦୃଷ୍ଟିରେ ରଖି ହାଇ ଆଲର୍ଟରେ ପୌର ସଂସ୍ଥା ପ୍ରସ୍ତୁତିର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ ଉଷା ପାଢୀ
ଭୁବନେଶ୍ଵର: ସାମୁଦ୍ରିକ ଝଡ଼ ‘ଦାନା’କୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ପୌରସଂସ୍ଥାର ପ୍ରସ୍ତୁତି ସମୀକ୍ଷା କରିଥିଲେ। ବୈଠକରେ ପୌର ପ୍ରଶାସନ ନିର୍ଦ୍ଦେଶକ, ସ୍ବତନ୍ତ୍ର ସଚିବ, ଅତିରିକ୍ତ ସଚିବ, ୫ଟି ମହାନଗର ନିଗମର କମିଶନର, ସମସ୍ତ ପୌରପାଳିକା ଓ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସମୀକ୍ଷା ସମୟରେ ପାଢ଼ୀ ଜିଲ୍ଲା ପ୍ରଶାସନ ସହ ନିରନ୍ତର [...]
Odiaଶ୍ରୀକ୍ଷେତ୍ରରେ ମହା କାର୍ତ୍ତିକ ବ୍ରତ ଆରମ୍ଭ
ଆମ ଶାସ୍ତ୍ରରେ କାର୍ତ୍ତିକ ମାସକୁ ଧର୍ମ ଓ ପୁଣ୍ୟ ମାସ ବୋଲି ବିବେଚନା କରାଯାଏ । ବାର ମାସ ଭିତରେ ଧର୍ମ ର ମାସ ବା ଶ୍ରେଷ୍ଠ ମାସ ହେଉଛି କାର୍ତ୍ତିକ ମାସ । ଏହି ମାସରେ ରଖାଯାଏ କାର୍ତ୍ତିକ ବ୍ରତ ବା ରାଧା ଦାମୋଦର ପୂଜା। ସମଗ୍ର ଭାରତରେ ଏହାକୁ ଏକମାସ ବ୍ୟାପି ପାଳନ କରିଥାନ୍ତି ବ୍ରତଧାରୀ ମାନେ। ବିଶେଷ କରି ଶ୍ରୀକ୍ଷେତ୍ରରେ ଏକମାସ ଧରି ପାଳନ କରାଯାଏ ମହା କାର୍ତ୍ତିକ ବ୍ରତ । କୁମାର [...]
Odiaଆଜି ଗଜଳକ୍ଷ୍ମୀ ପୂଜା ସହ କୁମାର ପୂର୍ଣ୍ଣିମା, କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିଥାନ୍ତି
ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନଙ୍କର ପର୍ବ ରୂପେ ବିବେଚନା କରାଯାଏ । ଏହି ଦିନ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି । ଏହା ସହ ସେମାନେ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି । ପୁରାଣରେ କଥିତ ଅଛି ଯେ ତୁଳସୀ ଦେବୀ ଜଣେ ପରମ ପତିବ୍ରତା ନାରୀ ଥିଲେ । ତାଙ୍କର ପତିବ୍ରତା ଗୁଣ ଯୋଗୁଁ [...]
Odiaଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା: ତଦନ୍ତର ଅଗ୍ରଗତି ନିମନ୍ତେ ଦିଲ୍ଲୀ ଗସ୍ତ କରିବେ ଆଇଜି
କଟକ: ରାଜଧାନୀ ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାକୁ ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ ଗମ୍ଭୀରତାର ସହ ନେଇଛନ୍ତି। ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏସ. ସାଇନି ଏହି ଘଟଣାର ତଦନ୍ତର ଅଗ୍ରଗତି ନିମନ୍ତେ ଦିଲ୍ଲୀ ଗସ୍ତ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସେ ସେଠାରେ ପୀଡିତାଙ୍କୁ ସାକ୍ଷାତ କରିଵା ସହ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିବେ। ଏହା ବ୍ୟତୀତ ଦିଲ୍ଲୀ ପୋଲିସ ସହ ଉପଯୁକ୍ତ ସମନ୍ୱୟ [...]
Odiaଆଜି ଆଶ୍ଵିନ ଶୁକ୍ଳଦଶମୀ, ପବିତ୍ର ବିଜୟା ଦଶମୀ ବା ଦଶହରା, ଶ୍ରୀଜୀଉଙ୍କ ସୁନାବେଶ
ଆଜି ଆଶ୍ଵିନ ଶୁକ୍ଳଦଶମୀ I ପବିତ୍ର ବିଜୟା ଦଶମୀ ବା ଦଶହରା I ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ଏ ଅବସରରେ ଆଜି ଶ୍ରୀମନ୍ଦିର ରେ ପ୍ରାତଃ ଅବକାଶ ବଢିବା ପରେ ସର୍ବାଙ୍ଗ ଚନ୍ଦନ ଓ ନୂଆ ଲୁଗା ଲାଗି ହୋଇଥାଏ I ଏହା ପରେ ମହାପ୍ରଭୁଙ୍କ ସୁନା ବେଶ ଅନୁଷ୍ଠିତ ହୁଏ I ଆୟୁଧ ପୂଜା : ସକାଳଧୂପ ବଢିବା ପରେ ଭଣ୍ଡାର ଦୁଆର ଠାରେ ପୂଜା ରେ ବସିଥିବା ଆୟୁଧ ମାନଙ୍କୁ ମହାସ୍ନାନ କରାଯାଏ [...]
ଆଜି ମହା ନବମୀ ପୂଜା, ସର୍ବତ୍ର ଦେବୀ ପୀଠ ମାନଙ୍କରେ ଅନୁଷ୍ଠିତ ହେବ କୁମାରୀ ପୂଜା, ଆସନ୍ତୁ ଜାଣିବା ଏହାର ମହତ୍ତ୍ୱ

Odiaଆଜି ମହା ନବମୀ ପୂଜା, ସର୍ବତ୍ର ଦେବୀ ପୀଠ ମାନଙ୍କରେ ଅନୁଷ୍ଠିତ ହେବ କୁମାରୀ ପୂଜା, ଆସନ୍ତୁ ଜାଣିବା ଏହାର ମହତ୍ତ୍ୱ
ଦୂର୍ଗାପୂଜାର ଅନ୍ୟତମ ବୈଶିଷ୍ଟ୍ୟ ହେଲା, କୁମାରୀ ପୂଜା । ଦୂର୍ଗାପୂଜାର ନବମୀ ତିଥିରେ ଏହି କୁମାରୀ ପୂଜା କରାଯାଇଥାଏ । ଏହି ଅବସରରେ ଏକ ବର୍ଷ ଠାରୁ ଆରମ୍ଭ କରି ଷୋହଳ ବର୍ଷର (ଋତୁମତୀ ହୋଇ ନ ଥିବା) ବାଳିକାଙ୍କୁ କୁମାରୀ ରୂପରେ ପୂଜା କରାଯାଇଥାଏ । ବୟସର ତାରତମ୍ୟ ଅନୁସାରେ କୁମାରୀ କନ୍ୟାର ନାମ ମଧ୍ଯ ଭିନ୍ନ ଭିନ୍ନ ହୋଇଥାଏ । ଏକ ବର୍ଷଠୁ ଷୋଳ ବର୍ଷ କ୍ରମରେ ଯଥାକ୍ରମେ ଏମାନେ ସନ୍ଧ୍ୟା, ସରସ୍ଵତୀ, ତ୍ରିଧା, [...]
Odiaଶିଳ୍ପ ରତ୍ନ ରତନ ଟାଟାଙ୍କ ବିୟୋଗରେ ନବୀନଙ୍କ ଶୋକ: ଦେଶ ଜଣେ ଉତ୍ସର୍ଗୀକୃତ ବ୍ୟକ୍ତିଙ୍କୁ ହରାଇଲା
ଭୁବନେଶ୍ବର: ବିଶିଷ୍ଟ ଶିଳ୍ପପତି ତଥା ଜାତୀୟତାବାଦର ଅନ୍ୟତମ ବ୍ୟକ୍ତିତ୍ବ ରତନ ଟାଟାଙ୍କ ବିୟୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ରତନଙ୍କ ଦେହାନ୍ତ ଦେଶର ଉଦ୍ୟୋଗୀ ମାନସିକତାକୁ ଶକ୍ତ ଧକ୍କା ଦେଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସମଗ୍ର ବିଶ୍ବରେ ତାଙ୍କ ନେତୃତ୍ୱରେ ଟାଟା ଗ୍ରୁପ ଏକ ସକାରାତ୍ମକ ବ୍ୟବସାୟର ଛାପ ଛାଡିଯାଇଛି ବୋଲି ସେ କହିଛନ୍ତି। ଏହା ଭବିଷ୍ୟତ ପିଢିକୁ ପ୍ରୋତ୍ସାହିତ କରିବ। ତାଙ୍କ ଦେହାନ୍ତରେ [...]
ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ: ବିଜେଡି ଅମଳରେ ଆରମ୍ଭ ହୋଇଥିବା ବିକାଶ ଧାରା କେହି ବନ୍ଦ କରି ପାରିବେନି: ନବୀନ

Odiaସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ: ବିଜେଡି ଅମଳରେ ଆରମ୍ଭ ହୋଇଥିବା ବିକାଶ ଧାରା କେହି ବନ୍ଦ କରି ପାରିବେନି: ନବୀନ
ଭୁବନେଶ୍ୱର: ବିଜେଡି ସରକାର ଅମଳରେ ଓଡିଶା ବିକାଶର ଶିଖର ଛୁଇଁଛି। ଦଳ ବର୍ତ୍ତମାନ କ୍ଷମତାରୁ ଦୂରରେ ଥିଲେ ବି ଭୋଟ ହାରରେ ସର୍ବାଗ୍ରେ ରହିଛି। ଆଉ ଏହାହିଁ ବିଜେଡି ପ୍ରତି ଲୋକଙ୍କ ଭଲ ପାଇବାର ପ୍ରମାଣ। ତେବେ ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା ବିକାଶ ଓ କଲ୍ୟାଣ ଯୋଜନାରୁ କେହି ଲୋକଙ୍କୁ ବଞ୍ଚିତ କରି ପାରିବେନି ବୋଲି ଆଜି ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଦଳ ପକ୍ଷରୁ ଶଂଖ ଭବନରେ [...]
Odiaଓଡ଼ିଶା: ତିନୋଟି ବିଭାଗରେ ୨୮୨ ଜଣ ଅଧିକାରୀ ଓ କର୍ମଚାରୀ ନିଯୁକ୍ତ
ଭୁବନେଶ୍ୱର: ଆମ ସରକାର ଲୋକଙ୍କ କଲ୍ୟାଣ ଏବଂ ବିକଶିତ ଓଡ଼ିଶା ଗଠନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ। ପ୍ରଣୟନ କରାଯାଇଥିବା ସରକାରଙ୍କ ପ୍ରତିଟି ପଦକ୍ଷେପ ଓ ଯୋଜନାଗୁଡିକ କିପରି ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚିବ ଓ ଏହାର ସଫଳ ରୂପାୟନ ହୋଇପାରିବ ସେଥିରେ ଆପଣମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟର ଠାରେ ଆୟୋଜିତ ନିଯୁକ୍ତି ସମାରୋହ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଭିନ୍ନ ବିଭାଗରେ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
ଭରତ ସରିସ ପ୍ରିୟ କୌ ଜଗ ମାହୀଂ । ହିଁ ସଗୁନ ଫଲୁ ଦୂସର ନାହୀଂ ॥ ରାମହି ବଂଧୁ ସୋଚ ଦିନ ରାତୀ । ଅଂଡହ୍ନି କମଠ ହୃଦୟ ଜେହିଂ ଭାଁତୀ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମ ମାତା ସୀତାଙ୍କୁ କହିଲେ, ଭାଇ ଭରତଙ୍କ ପରି ଆମକୁ ଆଉ କେହି ଏ ସାରା ଦୁନିଆରେ ପ୍ରିୟ ନୁହନ୍ତି ! ଶ୍ରୀରାମଚନ୍ଦ୍ରଙ୍କର ମନରେ ଭାଇ ଭରତଙ୍କୁ ମନେ ପକାଇ ଦିନରାତି ଏପରି ଭାବୁଥିଲେ ଯେପରି ମାଁ [...]
