Odiaଜମ୍ମୁ କାଶ୍ମୀରର ରାଜୌରୀରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନ ସହିଦ୍, ଦୁଇ ଆହତ
ଶ୍ରୀନଗର: ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାର ନୌଶେରା ଅଞ୍ଚଳରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଯୋଗୁଁ ଜଣେ ସୈନିକ ସହିଦ୍ ହୋଇଛନ୍ତି । ଏହି ଘଟଣାରେ ଦୁଇ ସୈନିକ ଆହତ ହୋଇଛନ୍ତି । ଜଣେ ସୈନିକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଛି। ଫରୱାର୍ଡ ଡିଫେନ୍ସ ଲାଇନ (ଏଫଡିଏଲ୍) ଠାରୁ ପ୍ରାୟ ୩୦୦ ମିଟର ଦୂରରେ ଥିବା ୮୦ତମ ଇନଫାଣ୍ଟ୍ରି ବ୍ରିଗେଡ୍ ଅଧୀନରେ ଥିବା ୧୭ ତମ ଶିଖ୍ ଲାଇଟ୍ ବାଟାଲିୟନ ଅଞ୍ଚଳରେ ଏହି ଘଟଣା ଘଟିଛି। ତିନିଜଣ ଯବାନ ନିୟମିତ [...]
Odiaଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ ମେସିନ ଗାଡ଼ି, ୪ ମୃତ, ଜଣେ ଗୁରୁତର
ବରଗଡ଼ – ବରଗଡ଼ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାରିଜଣ ଶ୍ରମିକଙ୍କ ପ୍ରାଣ ଯାଇଛି । ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ମୃତାହତ ମଧ୍ୟପ୍ରଦେଶର ହୋଇଥିବା ଜଣାଯାଇଛି। ଗତକାଲି ରାତିରେ ବିର୍ଜାମ ଗାଁରେ ବୋରୱେଲ୍ ଖୋଳାଯାଉଥିଲା ବେଳେ ତେଲ ସରିଯିବାରୁ କିଛି ଶ୍ରମିକ ତେଲ ପାଇଁ ନିକଟସ୍ଥ ବଜାରକୁ ଯାଇଥିଲେ। ଅନ୍ୟ ୫ ଶ୍ରମିକ ଗାଡ଼ିପାଖରେ ଶୋଇଥିବା ବେଳେ ଡ୍ରାଇଭର ଗାଡ଼ି ଭିତରେ ଶୋଇଥିଲେ। ତେଲ ନେଇ ଅନ୍ୟ [...]
Odiaଧୋନିଙ୍କ ରେକର୍ଡ ଭାଙ୍ଗିଲେ ରୋହିତ
ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ସୁପର ଓଭର ବିଜୟ ସହ ଭାରତୀୟ ଅଧିନାୟକ ରୋହିତ ଶର୍ମା ପୂର୍ବତନ କ୍ୟାପଟେନ୍ ଏମଏସ ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି । ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ବିଜୟ ସହ ରୋହିତ ଏହି ଫର୍ମାଟରେ ଭାରତର ସବୁଠୁ ସଫଳ ଅଧିନାୟକ ହୋଇଛନ୍ତି। ଆଫଗାନିସ୍ତାନ ବିପକ୍ଷ ସିରିଜ ସହ ୧୪ ମାସ ପରେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟକୁ ଫେରିଥିବା ରୋହିତ ଏପର୍ଯ୍ୟନ୍ତ ମୋଟ ୫୪ ଟି-୨୦ ମ୍ୟାଚରେ ଭାରତର ନେତୃତ୍ଵ ନେଇଛନ୍ତି। ଏଥିମଧ୍ୟରୁ [...]
Odiaବୌଦ୍ଧ ଜଙ୍ଗଲରେ ନକ୍ସଲ ଶିବିର ଧ୍ୱସ୍ତ କଲେ ସୁରକ୍ଷାକର୍ମୀ, ବିପୁଳ ବିସ୍ଫୋରକ ଜବତ
ବୌଦ୍ଧ- ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। କମ୍ବିଂ ଅପରେସନ ବେଳେ ବୌଦ୍ଧ ବୁଢ଼ାଖୋଲ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଠାବ କରି ଧ୍ୱଂସ କରିଛନ୍ତି ଏସଓଜି ଯବାନ। ନକ୍ସଲ କ୍ୟାମ୍ପରୁ ଆଇଡି, ଲ୍ୟାଣ୍ଡମାଇନ, ବିଦ୍ୟୁତ୍ ତାର ସହିତ ବହୁ ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷାକର୍ମୀ । ବୁଢ଼ାଖୋଲ ଓ ମାତାକୁପା ଜଙ୍ଗଲରେ ନକ୍ସଲମାନଙ୍କ କ୍ୟାମ୍ପ ଥିବା ସୂଚନା ମିଳିବା ପରେ ଏସଓଜି ଯବାନମାନେ ଯବାନମାନେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି [...]
Odiaରନୱେରେ ବସି ଯାତ୍ରୀ ଖାଇବା ଘଟଣା, ଇଣ୍ଡିଗୋ ଉପରେ ୧.୨୦ କୋଟି ଜୋରିମାନା
ନୂଆଦିଲ୍ଲୀ: ମୁମ୍ବାଇ ବିମାନ ବନ୍ଦରର ରନୱେରେ ବସି ଯାତ୍ରୀମାନେ ଖାଉଥିବା ଭିଡିଓ ଭାଇରାଲ ହେବା ପରେ ବିମାନସେବା କମ୍ପାନୀ ଇଣ୍ଡିଗୋ ଏବଂ ମୁମ୍ବାଇ ବିମାନବନ୍ଦର ଉପରେ ଜୋରିମାନା ଲାଗିଛି । ବିମାନ ଚଳାଚଳ ନିୟାମକ ‘ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି’ (ବିସିଏସ୍) ଇଣ୍ଡିଗୋ ଉପରେ ୧.୨୦ କୋଟି ଟଙ୍କା ଜରିମାନା ଲଗାଇଛି। ମୁମ୍ବାଇ ବିମାନ ବନ୍ଦରକୁ ପରିଚାଳନା କରୁଥିବା ଏମ୍ଆଇଏଲ୍ ଉପରେ ୯୦ ଲକ୍ଷ ଟଙ୍କା ଜରିମାନା ହୋଇଛି। ସେଥିମଧ୍ୟରୁ ବିସିଏସ୍ ୬୦ ଲକ୍ଷ ଏବଂ [...]
Odiaରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯିବେନି ଲାଲୁ
ପାଟନା: ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବେ ନାହିଁ ବୋଲି କହିଛନ୍ତି । ପୂର୍ବରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଶରଦ ପାୱାର, ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ, କଂଗ୍ରେସର ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶିବସେନାର ଉଦ୍ଧବ ଠାକରେଙ୍କ ଭଳି ‘ଇଣ୍ଡିଆ’ ମେଣ୍ଟର ବହୁ ନେତା ରାମ ମନ୍ଦିର ପ୍ରତିଷ୍ଠା ସମାରୋହରୁ ଦୂରେଇ [...]
Odiaଇରାନ ଉପରେ ପାକିସ୍ତାନର ପାଲଟା ଆକ୍ରମଣ
ଇସଲାମାବାଦ: ତିକ୍ତ ହେବାରେ ଲାଗିଛି ପାକିସ୍ତାନ-ଇରାନ ସମ୍ପର୍କ । ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ଇରାନ୍ ମିସାଇଲ୍ ମାଡ଼ କରିବା ପରେ ପାକିସ୍ତାନ ଏହାର ଜବାବ ଦେଇଛି । ଇରାନ ଉପରେ ପାଲଟା ଆକ୍ରମଣ କରିଛି ପାକିସ୍ତାନ । ସିସ୍ତାନ ଓ ବାଲୁଚିସ୍ତାନ ପ୍ରଦେଶରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ପୂର୍ବ ଇରାନର ସରୱାନ ସହର ନିକଟରେ ପାକିସ୍ତାନୀ ବାୟୁସେନା ବାଲୁଚ୍ ଆତଙ୍କବାଦୀ ଗୋଷ୍ଠୀର ଆଡ୍ଡା ଉପରେ ଆକ୍ରମଣ କରିଥିବା ଜଣାଯାଇଛି। ପାକିସ୍ତାନୀ ଗଣମାଧ୍ୟମ [...]
ସହଜ ହେବ ଶ୍ରୀକ୍ଷେତ୍ର ଯାତ୍ରା, ଆଜିଠୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଆଜିଠୁ ଶ୍ରୀକ୍ଷେତ୍ରକୁ ଗଡିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ । ସବୁ ଜିଲ୍ଲାରୁ ପୁରୀକୁ ଗଡିବ ଶୀତତାପ ନିୟନ୍ତ୍ରିତ ‘ଶ୍ରୀଜଗନ୍ନାଥ ଏକ୍ସପ୍ରେସ’ ବସ୍ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବସ୍ ସେବାର ଶୁଭାରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲା ମୁଖ୍ୟାଳୟରୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଗଡିବ ବୋଲି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ୧୫ଟି ଭଲ୍ଭୋ ବସ ପ୍ରସ୍ତୁତ ହୋଇ ରହିଛି । ସୁବିଧାଜନକ ଯାତ୍ରୀ [...]
ଡବଲ ଟାଇ ପରେ ଦ୍ୱିତୀୟ ସୁପର ଓଭରରେ ଜିତିଲା ଭାରତ, ୩-୦ରେ ସିରିଜ୍ ପୋଛିଲା
ବେଙ୍ଗାଲୁରୁ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ରୋମାଞ୍ଚକ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚର ଫଳାଫଳ ଦୁଇଟି ସୁପର ଓଭର ପରେ ନିର୍ଣ୍ଣୟ ହୋଇଛି । ମ୍ୟାଚ୍ ପ୍ରଥମେ ଟାଇ ହୋଇଯାଇଥିଲା । ଏହା ପରେ ସୁପର ଓଭର ମଧ୍ୟ ଟାଇ ହୋଇଥିଲା । ଫଳରେ ଦ୍ବିତୀୟ ସୁପର ଓଭର ଖେଳାଯାଇଥିଲା। ଦ୍ବିତୀୟ ସୁପର ଓଭରରେ ଜିତି ଭାରତ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିଛି। ପ୍ରଥମ ଦୁଇଟି ମ୍ୟାଚରେ ଖାତା ଖୋଲି ପାରିନଥିବା କ୍ୟାପଟେନ୍ ରୋହିତ [...]
୩୦ ହଜାର ଦୀପ ଜାଳି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଳିଲେ ଭୁବନେଶ୍ବର ବିକାଶ ସ୍କୁଲ ଛାତ୍ରଛାତ୍ରୀ
ଭୁବନେଶ୍ବର – ଆଜି ଡେରାସ ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ପରିସରରେ ମହାସମାରୋହ ପୂର୍ବକ ଭାବ, ଭକ୍ତି ଓ ଶୃଙ୍ଖଳାର ସହ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନୀ ଉତ୍ସବକୁ ପାଳନ କରିବା ନିମନ୍ତେ ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ , ଶିକ୍ଷକ ମଣ୍ଡଳୀ ତଥା ସାଧୁ ଓ ସଜ୍ଜନ ମଣ୍ଡଳୀ ଏକତ୍ରିତ ହୋଇ ପ୍ରାୟ ୩୦,୦୦୦ ଦୀପ ପ୍ରଜ୍ଵଳିତ କରି ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ପବିତ୍ର ନୀଳଚକ୍ରଙ୍କର ଚିତ୍ର ଚିତ୍ରଣ କରି [...]
