ओडिया समाचारଶ୍ରୀକ୍ଷେତ୍ର ପୁରୀର ଶ୍ରୀ ଜୀୟରସ୍ବାମୀ ମଠରେ ଶାଳଗ୍ରାମ ଭଗବାନଙ୍କ ଝୁଲଣ ଉତ୍ସବ
ଶ୍ରୀ ବୈଷ୍ଣବ ସମ୍ପ୍ରଦାୟ ଅନ୍ତର୍ଗତ ବାଲିସାହି ସ୍ଥିତ ଶ୍ରୀ ଜୀୟରସ୍ବାମୀ ମଠ। ଏହି ମଠରେ ଝୁଲଣ ଉତ୍ସବ ପାରମ୍ପରିକ ରୀତିରେ ପାଳିତ ହେଉଛି। ଏଥିପାଇଁ ମଠକୁ ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ କରାଯାଇ ଆକର୍ଷଣୀୟ କରାଯାଇଛି। ବାସ୍ତବରେ ଏହି ମଠରେ ପାଳନ ହେଉଥିବା ଝୁଲଣ ଉତ୍ସବ ପୁରୀରେ ଏକ ନିଆରା ପରିଚୟ ପ୍ରଦାନ କରିଥାଏ। ଜୀୟରସ୍ବାମୀ ମଠର ମୁଖ୍ୟ ଉପାସ୍ୟ ହେଉଛନ୍ତି ଶ୍ରୀ ବେଣୁଗୋପାଳ ତଥା ଲକ୍ଷ୍ମୀ ନାରାୟଣ ଓ ଶ୍ରୀରଘୁନାଥ ଜୀଉ। ମଠ ପରିସର ରେ [...]
ଅମିତ୍ ରୋହିଦାସ୍ଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ओडिया समाचारଅମିତ୍ ରୋହିଦାସ୍ଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପ୍ୟାରିସ୍ ଅଲମ୍ପିକ୍ସରେ ପଦକ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳର ଏକମାତ୍ର ଓଡିଆ ଖେଳାଳୀ ଅମିତ୍ ରୋହିଦାସ୍ ଆଜି ଓଡିଶାରେ ପହଞ୍ଚିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଅମିତ୍ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅମିତ୍ଙ୍କର ଭୂୟସୀ ପ୍ରଶଂସା କରି ତାଙ୍କୁ ଓଡିଶାର ଗର୍ବ ଓ ଗୌରବ ବୋଲି ଅଭିହିତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅମିତ୍ ହେଉଛନ୍ତି ଓଡିଆ ଅସ୍ମିତାର ପ୍ରକୃତ ପରିଚୟ। [...]
ओडिया समाचार୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ‘କାନ୍ତାରା’ ପାଇଁ ରିଷଭ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା
ନୂଆଦିଲ୍ଲୀ: ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର (୨୦୨୨ ବର୍ଷ ପାଇଁ) ଶୁକ୍ରବାର ଘୋଷଣା ହୋଇଛି। ସୁପରହିଟ୍ କନ୍ନଡ଼ ଫିଲ୍ମ “କାନ୍ତାରା” ପାଇଁ ରିଷଭ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛନ୍ତି | ଏହି ଫିଲ୍ମ ମଧ୍ୟ ଶ୍ରେଷ୍ଠ ଲୋକପ୍ରିୟ ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ର ବିବେଚିତ ହୋଇଛି । ମାଲାୟାଲାମ ଚଳଚ୍ଚିତ୍ର “ଆଟ୍ଟାମ୍’ ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ହାସଲ କରିଛି । “ତିରୁଚିତ୍ରାମ୍ବଲମ୍” ଚଳଚ୍ଚିତ୍ର ପାଇଁ ନିତ୍ୟା ମେନେନ୍ ଓ “କୁଚ୍ ଏକ୍ସପ୍ରେସ” ପାଇଁ ମାନସୀ ପାରେଖ [...]
ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଝୁଲଣ ଯାତ୍ରା

ओडिया समाचारଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଝୁଲଣ ଯାତ୍ରା
ଶ୍ରାବଣ ଶୁକ୍ଳ ଦଶମୀ ତିଥି ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଝୁଲଣ ଯାତ୍ରା। ୭ ଦିନ ବ୍ୟାପୀ ଏହି ଝୁଲଣ ଯାତ୍ରା ଚାଲିବ। ଏଥିସହ ଶ୍ରୀକ୍ଷେତ୍ରର ଅନ୍ୟାନ୍ୟ ମଠ, ମନ୍ଦିରରେ ମଧ୍ୟ ଝୁଲଣ ଯାତ୍ରାର ଶୁଭାରମ୍ଭ ହୋଇଛି । ଶରତ ରାସର ପୂର୍ବାଭାସ ଏହି ଝୁଲଣ ଯାତ୍ରା ହେଉଛି ଗୋପୀମାନଙ୍କ ଗହଣରେ ରାଧାକୃଷ୍ଣଙ୍କ ବିଳାସମୟ ଦୋଳିଖେଳ । ଭଜନ, କୀର୍ତ୍ତନରେ ଗୁଞ୍ଜରିତ ହୋଇ ଉଠିଛି ମଠ, ମନ୍ଦିର। ତେବେ ମଠ, ମନ୍ଦିର ସଂସ୍କୃତିକୁ ନେଇ ସମୃଦ୍ଧ ଶ୍ରୀକ୍ଷେତ୍ର [...]
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ କାମ କଲା କଛୁ ମୁନିହି ନ ବ୍ୟାପୀ । ନିଜ ଭୟଁ ଡରେଉ ମନୋଭବ ପାପୀ ॥ ସୀମ କି ଚାଁପି ସକଇ କୋଉ ତାସୁ । ବଡ ରଖବାର ରମାପତି ଜାସୁ ॥ ଭାବାର୍ଥ :- କିନ୍ତୁ, କାମଦେବଙ୍କର କୌଣସି କଳା କୌଶଳ ନାରଦ ମୁନିଙ୍କ ଉପରେ ପ୍ରଭାବ ପକାଇ ପରିଲା ନାହିଁ । ତେବେ ପାପୀ କାମଦେବ ନିଜର କ୍ଷତିହେବା ଭୟରେ ଡରିଗଲେ । ଲକ୍ଷ୍ମୀପତି ଭଗବାନ ବିଷ୍ଣୁ [...]
ओडिया समाचारଗୀତା ଉପଦେଶ: ଭଗବାନଙ୍କର ବିଶ୍ୱରୂପ ତାଙ୍କ ଐଶ୍ୱର୍ଯ୍ୟର ପରିପ୍ରକାଶରେ ପରିପୂର୍ଣ୍ଣ
ସଞ୍ଜୟ ଧୃତରାଷ୍ଟ୍ର ଙ୍କୁ କହୁଛନ୍ତି : – ଏବମୁକ୍ତ୍ୱା ତତୋ ରାଜନ୍ମହାଯୋଗେଶ୍ୱରୋ ହରିଃ । ଦର୍ଶୟାମାସ ପାର୍ଥାୟ ପରମଂ ରୂପମୈଶ୍ୱରମ୍ ।।୯।। ଅର୍ଥାତ :- ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ‘ଯୋଗେଶ୍ୱର’ ଭାବରେ ସମ୍ବୋଧନ କରିଛନ୍ତି । ବର୍ତ୍ତମାନ ସଞ୍ଜୟ, ତା’ ସହିତ ଶ୍ରେଷ୍ଠତାସୂଚକ ‘ମହାନ’ ଶବ୍ଦ ଯୋଗ କରି, ତାଙ୍କୁ “ମହାଯୋଗୀଶ୍ୱର” ଭାବରେ ସମ୍ବୋଧନ କରୁଛନ୍ତି । ବେଦବ୍ୟାସ ସଞ୍ଜୟଙ୍କୁ ଦୂରଦୃଷ୍ଟିର ବରଦାନ ଦେଇଥିଲେ । ତେଣୁ ସେ ମଧ୍ୟ, ଅର୍ଜୁନଙ୍କ ପରି, ଭଗବାନଙ୍କ ବିଶ୍ୱରୂପର ଦର୍ଶନ କରିଥିଲେ [...]
ଶ୍ରୀମନ୍ଦିରରେ ବାଡ଼ି ନୃସିଂହ ବିଜେ ନୀତି ସମ୍ପନ୍ନ

ओडिया समाचारଶ୍ରୀମନ୍ଦିରରେ ବାଡ଼ି ନୃସିଂହ ବିଜେ ନୀତି ସମ୍ପନ୍ନ
15/08/24 ଶ୍ରୀମନ୍ଦିରରେ ବାଡ଼ି ନୃସିଂହ ବିଜେ ନୀତି ସମ୍ପନ୍ନ ଶ୍ରୀମନ୍ଦିର ରେ ବାଡ଼ି ନୃସିଂହ ବିଜେ ନୀତି ସମ୍ପନ୍ନ ହୋଇଛି। ପ୍ରତିବର୍ଷ ଶ୍ରାବଣ ଶୁକ୍ଳ ନବମୀ ତିଥିରେ ଶ୍ରୀମନ୍ଦିରରୁ ବାଡ଼ି ନୃସିଂହ ନଗର ଚାରି ଆଶ୍ରମ କୁ ବିଜେ କରିଥାନ୍ତି। ପବିତ୍ର ଶ୍ରାବଣ ଶୁକ୍ଳ ନବମୀ ତିଥି ରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ଦକ୍ଷିଣି ଘରୁ ନୃସିଂହ ବିଜେ କରି ଆଜ୍ଞାମାଳ ପ୍ରାପ୍ତ ହୋଇ ଝୁଲଣ ମଣ୍ଡପ(ମୁକ୍ତି ମଣ୍ଡପ) ତଳେ ଥିବା ବିମାନରେ ଅଧିଷ୍ଠିତ [...]
ओडिया समाचारଭିନେଶ ନିରାଶ, ପ୍ୟାରିସ୍ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା ବିରୋଧରେ ଆବେଦନ ‘କାସ୍’ରେ ଖାରଜ
ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା ୫୦ କିଲୋଗ୍ରାମ କୁସ୍ତି ଇଭେଣ୍ଟର ସ୍ବର୍ଣ୍ଣ ପଦକ ମ୍ୟାଚ୍ ପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ ଭାରତୀୟ ମହିଳା ରେସଲର ଭିନେଶ ଫୋଗେଟଙ୍କ ଆବେଦନକୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ୍ (କାସ୍) ବୁଧବାର ଖାରଜ କରିଦେଇଛନ୍ତି | ଫଳରେ ଭିନେଶଙ୍କୁ ନିରାଶ ହେବାକୁ ପଡ଼ିଛି। ଅଧିକ ଓଜନ କାରଣରୁ ଫାଇନାଲ ପୂର୍ବରୁ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହାକୁ ସେ ସ୍ଵିଜରଲାଣ୍ଡ ସ୍ଥିତ ‘କାସ୍’ ରେ [...]
ओडिया समाचारଓଡିଆ ଅସ୍ମିତାକୁ ନେଇ ବିଜେପି ଉପରେ ବର୍ଷିଲେ ବିଜେଡି ନେତ୍ରୀ ଲେଖାଶ୍ରୀ
ଭୁବନେଶ୍ବର: ଓଡ଼ିଆ ଅସ୍ମିତାକୁ ନେଇ ବିଜେପି ଉପରେ ସାଂଘାତିକ ବର୍ଷିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ବିଜେପିର ମନ୍ତ୍ରୀ ଭାରତକୁ ଡାରତ ଲେଖି ପରୋକ୍ଷରେ ଓଡ଼ିଆ ଅସ୍ମିତାର ଧଜ୍ଜା ଉଡାଉଛନ୍ତି। ଓଡ଼ିଆ ଅସ୍ମିତା ନାଁରେ କ୍ଷମତାକୁ ଆସିଥିବା ବିଜେପିର ନେତା ମନ୍ତ୍ରୀ ଓଡ଼ିଆର ନିଲାମ କରିବାକୁ ବସିଲେଣି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ଯେଉଁପରି ଭାବେ ଓଡ଼ିଆ ଅସ୍ମିତା କଥା ନିର୍ବାଚନ ପୂର୍ବରୁ [...]
ओडिया समाचारମୋର୍ନେ ମୋର୍କେଲ ହେଲେ ଭାରତୀୟ କ୍ରିକେଟ୍ ଦଳର ବୋଲିଂ କୋଚ୍
ନୂଆଦିଲ୍ଲୀ: ଗୌତମ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ଦାୟିତ୍ ଗ୍ରହଣ କରିବା ପରଠାରୁ ଦଳ ପାଇଁ ଜଣେ ବୋଲିଂ କୋଚ୍ ଖୋଜା ଚାଲିଥିଲା । ବୋଲିଂ କୋଚ୍ ସନ୍ଧାନରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆଫ୍ରିକାର ପୂର୍ବତନ ଫାଷ୍ଟ ବୋଲର ମୋର୍ନେ ମୋର୍କେଲଙ୍କୁ ଭାରତୀୟ ଦଳର ମୁଖ୍ୟ ବୋଲିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି । ଭାରତୀୟ ଦଳ ସହ ମୋର୍କେଲଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୨ ତାରିଖରୁ ଆରମ୍ଭ ହେବ।
