ओडिया समाचारରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ରାଜ୍ୟରେ ସହରାଞ୍ଚଳ ଯାତ୍ରୀ ପରିବହନ କ୍ଷେତ୍ରରେ ଏକ ନୂଆ ଯୁଗର ଶୁଭାରମ୍ଭ ହେବାକୁ ଯାଉଛି। ଆଜି ରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ ପାଇଁ ଆଜି ରତାଗଡ ଲେଙ୍କା ସାହିରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ୫-ଟି ଉପକ୍ରମରେ ପ୍ରକଳ୍ପ କାର୍ଯ୍ୟ ହେବ । ଏଥିପାଇଁ ୫୯୨୯ .୩୮ କୋଟି ଟଙ୍କା [...]
ନୂତନ ବର୍ଷ ଏକ ଅନୁଚିନ୍ତା

ओडिया समाचारନୂତନ ବର୍ଷ ଏକ ଅନୁଚିନ୍ତା
ଆଜି ବିଶ୍ଵବ୍ୟାପୀ ନୂତନ କ୍ୟାଲେଣ୍ଡର ଅନୁସାରେ ୨୦୨୪ ମସିହା ଆରମ୍ଭ ହୋଇଛି। କିନ୍ତୁ ନୂତନ ବର୍ଷ ଏକ ଉତ୍ସବ ରୂପେ ସମସ୍ତ ବିଶ୍ୱରେ ଅଲଗା ଅଲଗା ସ୍ଥାନରେ ଅଲଗା ଅଲଗା ତିଥି ତଥା ବିଧିରେ ପାଳନ କରାଯାଏ ।ବିଭିନ୍ନ ସମ୍ପ୍ରଦାୟର ନବବର୍ଷ ସମାରୋହ ଭିନ୍ନଭିନ୍ନ ହୋଇଥାଏ ଏବଂ ଏହାର ମହତ୍ୱର ମଧ୍ୟ ବିଭିନ୍ନ ସଂସ୍କୃତିରେ ପରସ୍ପର ଭିନ୍ନତା ହୋଇଥାଏ । ହିବୃ ନବବର୍ଷ ହିବୃ ମାନ୍ୟତା ଅନୁସାରେ ଭଗବାନଦ୍ୱାରା ବିଶ୍ୱକୁ ତିଆରି କରିବାରେ ସାତଦିନ ଲାଗିଥିଲା । [...]
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସରଦ ବିମଲ ବିଧୁ ବଦନୁ ସୁହାବନ । ନୟନ ନବଲ ରାଜୀବ ଲଜାବନ ॥ ସକଲ ଅଲୌକିକ ସୁଂଦରତାଈ । କହି ନ ଜାଈ ମନହୀଂ ମନ ଭାଈ ॥ ଭାବାର୍ଥ :- ଶ୍ରୀରାମଙ୍କ ସୁନ୍ଦର ଶ୍ରୀମୁଖ ଶରଦ ପୂର୍ଣ୍ଣିମାର ନିର୍ମଳ ଚନ୍ଦ୍ରମା ସମାନ ଦିଶୁଥାଏ, ଆଉ ତାଙ୍କ ମନୋରମ ସୁନ୍ଦର ଆଖିକୁ ଦେଖି ସଜ ପଦ୍ମଫୁଲ ଟି ମଧ୍ୟ ଲାଜେଇଯିବ । ଶ୍ରୀରାମଙ୍କ ଶରୀରର ସମସ୍ତ ସୌଷ୍ଠବର ସୌନ୍ଦର୍ଯ୍ୟ ଅଲୌକିକ [...]
ओडिया समाचारଗୀତା ଉପଦେଶ- ଭଗବାନଙ୍କ ଅନୁକମ୍ପା ଦୁଇ ପ୍ରକାରର ପ୍ରଥମଟି ଦିବ୍ୟ ଅନୁକମ୍ପା ଅନ୍ୟଟି ଭୌତିକ ଅନୁକମ୍ପା
ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ଅର୍ଜୁନଙ୍କ ବିଷାଦଗସ୍ତ ମନକୁ ବୁଝାଇବାକୁ ଯାଇ କୃପା ବା ଅନୁକମ୍ପା ବିଷୟରେ କହୁଛନ୍ତି ;- ତଂ ତଥା କୃପୟାବିଷ୍ଟମଶ୍ରୁପୂର୍ଣ୍ଣାକୁଳେକ୍ଷଣମ୍। ବିଷୀଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନଃ। ଅର୍ଥ ସଞ୍ଜୟ କହିଲେ, ଅର୍ଜୁନଙ୍କ ମନୋଭାବକୁ ବର୍ଣ୍ଣନା କରିବାକୁ ଯାଇ, ସଞ୍ଜୟ କୃପା ଅର୍ଥାତ୍ କରୁଣା ବା ଅନୁକମ୍ପା ଶବ୍ଦ ପ୍ରୟୋଗ କରିଛନ୍ତି । ଏହି ଅନୁକମ୍ପା ଦୁଇ ପ୍ରକାର ଅଟେ । ପ୍ରଥମଟି ଦିବ୍ୟ ଅନୁକମ୍ପା, ଯାହା ଈଶ୍ୱର ଏବଂ ସନ୍ଥମାନେ ଭଗବାନଙ୍କ ଠାରୁ ବିମୁଖ ହୋଇ କଷ୍ଟ [...]
