କାଲିଠାରୁ ବର୍ଷା ପରିମାଣ ବଢିବା ସମ୍ଭାବନା

ओडिया समाचारକାଲିଠାରୁ ବର୍ଷା ପରିମାଣ ବଢିବା ସମ୍ଭାବନା
ଭୁବନେଶ୍ୱର – ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବା ନେଇ ପୂର୍ବାନୁମାନ କରାଯାଇଛି। ଆସନ୍ତା ତିନିଦିନ ଧରି ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ପ୍ରଭାବରେ ବର୍ଷା ପରିମାଣ ବଢିବ । ଉତ୍ତର ପଶ୍ଚିମ ଓ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ [...]
ओडिया समाचारଶ୍ରୀମହାପ୍ରଭୁଙ୍କ ହେରାପଞ୍ଚମୀ ନୀତିରେ ଲକ୍ଷ୍ମୀ ଭାଙ୍ଗିଲେ ନନ୍ଦିଘୋଷ
ଶ୍ରୀମହାପ୍ରଭୁଙ୍କୁ ମୋହନ ବିଦ୍ଯାରେ ବାନ୍ଧିଲେ ପାଟ୍ଟମାହାଦେଈ । ମହାପ୍ରଭୁ ଙ୍କ ବିରହ ରେ ଅସ୍ଥିର ହେଲାଣି ମା ସାଆନ୍ତାଣୀଙ୍କ ଚିତ୍ତ। ଧର୍ୟ୍ଯର ବି ସୀମା ଟପିଲା ଶେଷରେ ବଡ଼ବାଡ଼ ସାଆନ୍ତାଣୀ ମା ବିମଳା ଙ୍କୁ ନିଜର ମନର ଦୁଃଖ ପ୍ରକାଶ କରନ୍ତି ମା ମହାଲକ୍ଷ୍ମୀ, ପଦ୍ମାଳୟା ଙ୍କ ଦୁଃଖ ଦେଖି ନପାରି ଲକ୍ଷ୍ମୀଦୂତି ଭାବେ ଗୁଣ୍ଡିଚା ଗମନ କରନ୍ତି ମା ବିମଳା, ସେଠାରେ ମହାପ୍ରଭୁ ଭେଟି ମା ଲକ୍ଷ୍ମୀ ଙ୍କ ବାର୍ତ୍ତା ପ୍ରଦାନ କରନ୍ତି ଯେ ନବବଧୂ [...]
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ହରି ଗୁନ ନାମ ଉପାର କଥା ରୁପ ଅଗନିତ ଅମିତ। ମୈ ନିଜମତି ଅନୁସାର କହଉଁ ଉମା ସାଦର ସୁନହୁ॥ ଭାବାର୍ଥ :- ଶ୍ରୀଶିବ କହିଲେ, ଶ୍ରୀହରିଙ୍କ ସମସ୍ତ ଗୁଣ, ମାନ ଯଶ ଓ ରୁପର କଥା ଅସୀମ ଅପାର ଆଉ ଅଗଣିତ। ତଥାପି ହେ ପାର୍ବତୀ ! ମୁଁ ନିଜ ବୁଦ୍ଧି ଅନୁସାରେ କହୁଛି, ତାହା ତୁମେ ଆଦର ପୁର୍ବକ ଶୁଣ।
ओडिया समाचारଗୀତା ଉପଦେଶ: ସମଦର୍ଶିତାରେ ସ୍ଥିତ, ସେମାନେ ଜନ୍ମ ମୃତ୍ୟୁର ଚକ୍ରକୁ ଏହି ଜନ୍ମରେ ହିଁ ଜୟ କରିଥାନ୍ତି
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଇହୈବ ତୈର୍ଜିତଃ ସର୍ଗୋ ଯେଷାଂ ସାମ୍ୟେ ସ୍ଥିତଂ ମନଃ। ନିର୍ଦୋଷଂ ହି ସମଂ ବ୍ରହ୍ମ ତସ୍ମାଦ୍ ବ୍ରହ୍ମଣି ତେ ସ୍ଥିତାଃ।* ଅର୍ଥାତ:- ଯେଉଁମାନଙ୍କର ମନ ସମଦର୍ଶିତାରେ ସ୍ଥିତ,ସେମାନେ ଜନ୍ମ ମୃତ୍ୟୁର ଚକ୍ରକୁ ଏହି ଜନ୍ମରେ ହିଁ ଜୟ କରିଥାନ୍ତି। ସେମାନେ ଭଗବାନମାନଙ୍କର ବିଶୁଦ୍ଧ ଗୁଣ ଯୁକ୍ତ ହୋଇ ପରମ ସତ୍ୟରେ ସ୍ଥିତ ରହନ୍ତି। (ଗୀତା୫/୧୯)
ଅରବିନ୍ଦ ପାଢୀ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ओडिया समाचारଅରବିନ୍ଦ ପାଢୀ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଭୁବନେଶ୍ୱର – ଆଇଏଏସ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି । ବିକ୍ରମ ଯାଦବଙ୍କୁ ଏହି ପଦରୁ ହଟାଇ ୧୯୯୬ ବ୍ୟାଚର ଆଇଏଏସ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ନିକଟରେ ବିକ୍ରମ ଯାଦବ ଛୁଟିରେ ଥିବା ବେଳେ ଅରବିନ୍ଦ ପାଢୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ।
ओडिया समाचारଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ନେଲେ ଉଷା
ଭୁବନେଶ୍ଵର : ଉଷା ପାଢ଼ୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ (ଏଚ୍ ଆଣ୍ଡୟୁଡି) ବିଭାଗର ପ୍ରମୁଖ ସଚିବ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଏହାର ଭବିଷ୍ୟତ ପାଇଁ ନିଜର ଦୃଷ୍ଟିକୋଣ ନେଇ ଆଲୋଚନା କରିଥିଲେ। ଆଲୋଚନା ବେଳେ ପାଢ଼ୀ ଦେଶବ୍ୟାପୀ ବିଭାଗର ସମ୍ମାନଜନକ ପ୍ରତିଷ୍ଠା ଉପରେ ଆଲୋକପାତ କରିବା ସହ ଆଗକୁ ଯିବାର ଏକ ସ୍ପଷ୍ଟ ମାର୍ଗ ଦର୍ଶାଇଥିଲେ। ଦଳଗତ [...]
ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ ନେଇ ନବୀନଙ୍କ ଉଦବେଗ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି
ଭୁବନେଶ୍ୱର – ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଆଡ଼ପ ମଣ୍ଡପକୁ ପହଣ୍ଡି ବେଳେ ଘଟିଥିବା ଅଘଟଣ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ନିଜର ଉଦବେଗ ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏଭଳି ଘଟଣାର ପୁନରାବୃତ୍ତି ଯେଭଳି ନହେବ, ମୁଖ୍ୟମନ୍ତ୍ରୀ ତାହା ସୁନିଶ୍ଚିତ କରନ୍ତୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି। ଏ ଘଟଣାରେ ରାଜ୍ୟ ମନ୍ତ୍ରିମଣ୍ଡଳର କିଛି ସଦସ୍ୟଙ୍କ ହାଲୁକା ମନ୍ତବ୍ୟ ଜଗନ୍ନାଥ ପ୍ରେମୀଙ୍କ ଦୁଃଖକୁ ଦ୍ଵିଗୁଣିତ କରିଛି ବୋଲି ନବୀନ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା [...]
ओडिया समाचारଭଜନ ଗାଉ ଗାଉ ହୃଦଘାତରେ ଟଳି ପଡିଲେ ଗଜପତି ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀଙ୍କ ଶୋକ ବ୍ୟକ୍ତ
ପାରଳାଖେମୁଣ୍ଡି: ମୃତ୍ୟୁ ଏମିତି ବି ଆସେ। କଳ୍ପନାର ବାହାରେ, ଅଚାନକ, ବିନା କୌଣସି ପୂର୍ବାଭାସରେ। ରଥଯାତ୍ରା ଉପଲକ୍ଷେ ଆୟୋଜିତ ନୈଶ ଭୋଜି ସଭାରେ ଶ୍ରୀଜଗନ୍ନାଥଙ୍କ ଭଜନ ‘ଭକତ ବିଦୁର ଶାଗ ଭଜା ନେଇ…’ ଗାଉଥିଲେ ଗଜପତି ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ। ସମସ୍ତେ ତାଙ୍କ ଭଜନର ଆଉ କିଛି ବୋଲ (ଶବ୍ଦ/ସ୍ବର) ଶୁଣିବାକୁ ଚାହିଁ ରହିଥିଲେ। ହେଲେ ସଭା ମଞ୍ଚରେ ଅଚାନକ ଅସ୍ଥିର ହୋଇ ପଡ଼ିଗଲେ ସେ। ଆଉ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ [...]
ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେ

ओडिया समाचारଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେ
ଶ୍ରୀନୀଳାଚଳ କ୍ଷେତ୍ରର ଅନ୍ୟତମ ପୁଣ୍ୟ ଅଧିଷ୍ଠାନ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର। ବିଭିନ୍ନ ପ୍ରାଚୀନ ଶାସ୍ତ୍ର ଗ୍ରନ୍ଥ ଓ ଲୋକ ସାହିତ୍ୟରେ ଗୁଣ୍ଡିଚା ମନ୍ଦିରକୁ ମହାବେଦୀ, ଯଜ୍ଞବେଦୀ, ଗୁଣ୍ଡିଚାମଣ୍ଡପ, ଆଡ଼ପ ମଣ୍ଡପ, ଗୁଣ୍ଡିଚା ଘର, ଆଟୋପ ମଣ୍ଡପ, ରାସ ମଣ୍ଡପ, ଆଡ଼ମ୍ବର ମଣ୍ଡପ ଆଦି ଭାବରେ ବର୍ଣ୍ଣନା କରାଯାଇଛି। ‘ସ୍କନ୍ଦ ପୁରାଣ’ର ଉଲ୍ଲେଖ ପ୍ରକାରେ, ଯଜ୍ଞବେଦୀ ଓ ତା’ର ସନ୍ନିକଟ ସ୍ଥାନ ନୃସିଂହ କ୍ଷେତ୍ର ରୂପେ ବିଦିତ। ଆଡ଼ପ ମଣ୍ଡପ ନୃସିଂହ କ୍ଷେତ୍ରର ପରିସରଭୁକ୍ତ। ଆଡ଼ପ ମଣ୍ଡପ ବା [...]
ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
ଅଯୋଧ୍ୟା କାଣ୍ଡ ଦୋହା :- ପରେଉ ରାଉ କହି କୋଟି ବିଧି କାହେ କରି ନିଦାନୁ । କପଟ ସୟାନି ନ କହତି କଛୁ ଜଗତି ମନହୁଁ ମସାନୁ ॥ ଭାବାର୍ଥ :- ରାଜା ଦଶରଥ ରାଣୀ କୈକେୟୀଙ୍କୁ ବହୁତ ପ୍ରକାର ବୁଝାଇ ସୁଝାଇ କହିଲେ କି ତୁ କାହିଁକି ସର୍ବନାଶ କରୁଛୁ ? ଏତିକି କହି ତଳେ ପଡ଼ିଗଲେ । ପରନ୍ତୁ କପଟ ଆଚରଣ କରିବାରେ ଚତୁର ରାଣୀ କୈକେୟୀ ନିରବରେ ଯେପରି ସ୍ମଶାନରେ ରହି [...]
