ओडिया समाचारକେଜ୍ରିୱାଲଙ୍କ ବାସଭବନର ସ୍ବାତି ମାଲିୱାଲଙ୍କ ସହ କ’ଣ ହୋଇଥିଲା? ସାମ୍ନାକୁ ଆସିଲା ଭିଡ଼ିଓ
ନୂଆଦିଲ୍ଲୀ: ଆପ୍ ରାଜ୍ୟସଭା ସାଂସଦ ସ୍ବାତି ମାଲିୱାଲଙ୍କୁ ମାରପିଟ୍ ମାମଲାରେ ନୂଆ ମୋଡ଼। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନର ମେ ୧୩ ତାରିଖ ଦିନ ଘଟିଥିବା ଘଟଣାର ଭିଡିଓ ବୋଲି ଦାବି ହେଉଥିବା ଫୁଟେଜ୍ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ୍ ଭିଡିଓରେ ମାଲିୱାଲ୍ କେଜ୍ରିୱାଲଙ୍କ ବାସଭବନରେ ମୁତୟନ ସୁରକ୍ଷାକର୍ମୀଙ୍କୁ ଧମକ ଓ ଗାଳି ଦେଉଥିବା ଦେଖିବାକୁ ମିଳୁଛି। ଏହି ଭିଡ଼ିଓରେ ମାଲିଓ୍ବାଲ ଜଣେ ସୁରକ୍ଷାକର୍ମୀଙ୍କୁ କହୁଛନ୍ତି, ‘ମୋତେ ହାତ ଦେଇ ଦେଖ, ମୁଁ [...]
ओडिया समाचारସମ୍ବଲପୁରରେ ନବୀନଙ୍କ ନିର୍ବାଚନ ପ୍ରଚାର, ଅଇଁଠାପାଲି ସଭାରେ ବିରୋଧୀଙ୍କୁ ଶାଣିତ ଆକ୍ରମଣ
ସମ୍ବଲପୁର – ପଶ୍ଚିମ ଓଡ଼ିଶା ଗସ୍ତରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ଆଜି ଜୋରଦାର ନିର୍ବାଚନ ପ୍ରଚାର କରି ବିଜେଡିକୁ ଆଶୀର୍ବାଦ କରିବା ପାଇଁ ଭୋଟରଙ୍କୁ ଅପିଲ କରିଛନ୍ତି। ସ୍ଥାନୀୟ ଅଇଁଠାପାଲିରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ସାମଗ୍ରିକ ବିକାଶ ପାଇଁ ବିଜେଡିକୁ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି ନବୀନ। ଏହି ଅବସରରେ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ମନେ ପକାଇ [...]
ओडिया समाचारକନ୍ଧମାଳ ଜିଲ୍ଲାର ସବୁ ପୋଲିଂ ବୁଥର ୨୦୦ ମିଟର ପରିଧି ଭିତରେ ୧୪୪ ଧାରା
ଫୁଲବାଣୀ – ଆସନ୍ତା ୨୦ ତାରିଖରେ କନ୍ଧମାଳ ଜିଲ୍ଲା ସଂସଦୀୟ କ୍ଷେତ୍ରରେ ନିର୍ବାଚନ। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ସମସ୍ତ ବୁଥର ୨୦୦ ମିଟର ପରିଧି ମଧ୍ୟରେ ୧୪୪ ଧାରା ଜାରି କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଶିଷ ଈଶ୍ୱର ପାଟିଲ ଏ ନେଇ ନିର୍ଦ୍ଦେଶନାମା ଜାରି କରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାର ମୋଟ ୬୬୦ ବୁଥ ପାଇଁ ଏହି ନିର୍ଦ୍ଦେଶ ଲାଗୁ ହୋଇଛି ବୋଲି ଡିଆଇପିଆରଓ [...]
ओडिया समाचारମିଶନ ଶକ୍ତି ମହିଳାଙ୍କୁ ଧମକାଉଛନ୍ତି ବିଜେପି ନେତା, ଗୋବିନ୍ଦପୁର ଥାନାରେ ମାମଲା
ସମ୍ୱଲପୁର ; ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ହାରିବା ଭୟରେ ଅତି ନୀଚ ରୁ ନୀଚ ସ୍ତରକୁ ଚାଲିଗଲାଣି । ବିଜେପି ନେତାମାନଙ୍କ ଦ୍ଵାରା ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ ହେଲା ପରେବି ସେମାନେ ଇନ୍ଦ୍ର ଚନ୍ଦ୍ର ମାନିବାକୁ ନାହାନ୍ତି । ନୀତି ନିୟମ କୁ ଜଳାଞ୍ଜଳି ଦେଇ ମନମୁଖୀ କାର୍ଯ୍ୟ କରୁଥିବା ବେଳେ ନିରୀହ ମହିଳା ମାନଙ୍କୁ ଟାର୍ଗେଟ କରୁଛନ୍ତି । ମିଶନ ଶକ୍ତିରେ କାମ କରୁଥିବା ମହିଳାମାନଙ୍କ ବ୍ୟକ୍ତିଗତ ଜୀବନରେ [...]
ସମ୍ବଲପୁରରେ ନବୀନଙ୍କ ପ୍ରଚାର: କେନ୍ଦ୍ରକୁ କଡା ସମାଲୋଚନା, ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନ୍ଙ୍କ ପ୍ରଶ୍ନବାଣ

ओडिया समाचारସମ୍ବଲପୁରରେ ନବୀନଙ୍କ ପ୍ରଚାର: କେନ୍ଦ୍ରକୁ କଡା ସମାଲୋଚନା, ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନ୍ଙ୍କ ପ୍ରଶ୍ନବାଣ
ସମ୍ୱଲପୁର ; ସମୃଦ୍ଧ ସମ୍ବଲପୁର ଗଠନ ପାଇଁ ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶୃତିବଦ୍ଧ । ସମ୍ବଲପୁରର ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେଉଥିବାବେଳେ ତୃଣମୂଳସ୍ତରରେ ମଧ୍ୟ ଏହା ପ୍ରତିଫଳିତ ହେଉଛି । ୫ଟି ଉପକ୍ରମରେ ଅଭୁତପୂର୍ବ ଋପାନ୍ତରଣ ଘଟି ଆଗାମୀ ଦିନରେ ସମ୍ବଲପୁର ବିକାଶର ଶ୍ରେଷ୍ଠ ସୋପାନକୁ ଛୁଇଁବ । ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ କରିବା ହେଉକି ଐତିହ, ପର୍ଯ୍ୟଟନରେ ଋପାନ୍ତରଣର ସ୍ପର୍ଶ । ସମସ୍ତ କ୍ଷେତ୍ରରେ ପ୍ରଗତି ପଥେ ଆଗକୁ [...]
ओडिया समाचारଖଲ୍ଲିକୋଟ ହିଂସାକାଣ୍ଡର ତଦନ୍ତ କରିବ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ
ଭୁବନେଶ୍ୱର – ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନୀ ହିଂସାରେ ଜଣଙ୍କୁ ହତ୍ୟା ଘଟଣାର ତଦନ୍ତ କରିବ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ – ଏସଆଇଟି। ଏସଆଇଟି ହତ୍ୟା ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଫରେନସିକ୍ ପ୍ରମାଣ ସଂଗ୍ରହ କରିବ । ଏସଆଇଟି ୩୦ ଦିନ ମଧ୍ୟରେ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିବା ସମ୍ଭାବନା ରହିଛି। ଏଣେ ଆଇନ ଶୃଙ୍ଖଳା ପରିସ୍ଥିତିର ତଦାରଖ ପାଇଁ ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଏଡିଜିପି ( [...]
ओडिया समाचारମୁମ୍ବାଇ ହୋର୍ଡିଂ ଅଘଟଣ: ମାଲିକ ଭବେଶ ଭିଣ୍ଡେ ରାଜସ୍ଥାନରୁ ଗିରଫ
ମୁମ୍ବାଇ: ଘାଟକୋପର ହୋର୍ଡିଂ ଅଘଟଣ ମାମଲାର ମୁଖ୍ୟ ଅଭିଯୁକ୍ତ ଭବେଶ ଭିଣ୍ଡେଙ୍କୁ ଉଦୟପୁରରୁ ଗିରଫ କରାଯାଇଛି। ମୁମ୍ବାଇ ପୋଲିସ ରାଜସ୍ଥାନର ଉଦୟପୁରରୁ ଭବେଶ ଭିଣ୍ଡେଙ୍କୁ ଗିରଫ କରିଛି। ଘାଟକୋପରରେ ହୋର୍ଡିଂ ଭୁଶୁଡ଼ିବା ଘଟଣା ପରେ ସେ ଫେରାର ହୋଯାଇଥିଲେ। ମୁମ୍ବାଇ ପୋଲିସର ୯ଟି ଟିମ୍ ଭିଣ୍ଡେଙ୍କୁ ଧରିବା ଲାଗି ୭ଟି ରାଜ୍ୟରେ ଚଢ଼ାଉ କରିଥିଲା। ଆଜି ସକାଳେ ତାଙ୍କୁ ମୁମ୍ବାଇ ଅଣାଯାଇଛି । ଆଉ କିଛି ସମୟ ପରେ ତାଙ୍କୁ କୋର୍ଟରେ ହାଜର କରାଯିବ। ଇଷ୍ଟ ଏକ୍ସପ୍ରେସୱେରେ [...]
ओडिया समाचारସିଙ୍ଗାପୁର ଓ ହଂକଂ ପରେ ନେପାଳରେ ବ୍ୟାନ୍ ହେଲା ‘ଏମଡିଏଚ୍’ ଏବଂ ‘ଏଭରେଷ୍ଟ’ ମସଲା
ନୂଆଦିଲ୍ଲୀ: ଭାରତୀୟ ମସଲାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ସିଙ୍ଗାପୁର ଏବଂ ହଂକଂ ପରେ ଏବେ ନେପାଳ ମଧ୍ୟ ଭାରତୀୟ ବ୍ରାଣ୍ଡ୍ ‘ଏମଡିଏଚ୍’ ଏବଂ ‘ଏଭରେଷ୍ଟ’ ମସଲା ଉପରେ ବ୍ୟାନ୍ ଲଗାଇଛି | ଏମଡିଏଚ୍ ଏବଂ ଏଭରେଷ୍ଟର ମସଲାରେ କ୍ଷତିକାରକ କୀଟନାଶକ ମିଳିବା ଅଭିଯୋଗ ପରେ ନେପାଳ ଏହି ପଦକ୍ଷେପ ନେଇଛି। ଏହାର ବ୍ୟବହାର, ବିକ୍ରୟ ଏବଂ ଆମଦାନୀ ଉପରେ କଟକଣା ଲଗାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନେପାଳର ଖାଦ୍ୟ ଏବଂ ଗୁଣବତ୍ତା ନିୟନ୍ତ୍ରଣ [...]
ओडिया समाचारକୋଭାକ୍ସିନ୍ ଟିକା ନେଇଥିବା ୩୦ ପ୍ରତିଶତ ଲୋକଙ୍କ ଠାରେ ଦେଖାଦେଇଥିଲା ନାନା ସ୍ୱାସ୍ଥ୍ୟଗତ ସମସ୍ୟା
ନୂଆଦିଲ୍ଲୀ: କୋଭିସିଲ୍ଡକୁ ନେଇ ବିବାଦ ଥମିନଥିବା ବେଳେ ଦେଶୀ କରୋନା ଟିକା ‘କୋଭାକ୍ସିନ’ ନେଇଥିବା ଲୋକ ମଧ୍ୟ ପାର୍ଶ୍ଵ ପ୍ରତିକ୍ରିୟାର ସାମ୍ନା କରିଥିଲେ ବୋଲି ଏକ ଅଧ୍ୟୟନରେ ଦାବି କରାଯାଇଛି । ଭାରତ ବାୟୋଟେକର କୋଭିଡ୍ ଟିକା ‘କୋଭାକ୍ସିନ’ ଲଗାଇଥିବା ପ୍ରାୟ ଏକ ତୃତୀୟାଂଶ ଲୋକ ନାନା ସ୍ବାସ୍ଥ୍ୟ ସମସ୍ୟାର ଶିକାର ହୋଇଥିଲେ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ର ଏକ ଗବେଷକ ଟିମ୍ ଦ୍ୱାରା ଏକ ବର୍ଷ ଧରି କରାଯାଇଥିବା ଅଧ୍ୟୟନରେ ଏଭଳି ଦାବି କରାଯାଇଛି । [...]
ओडिया समाचारରୋଡ୍ ଶୋ’ ବେଳେ ଆସିଗଲା ଆମ୍ବୁଲାନ୍ସ, ଭାଷଣ ବନ୍ଦ କରି ସୁରକ୍ଷିତ ଯିବାକୁ ଦେଲେ ନବୀନ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦାରତା । ଯେ କୌଣସି ସ୍ଥିତିରେ ବି ଜନସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ପଡିବ । ଜନତାଙ୍କ ସ୍ୱାର୍ଥ ହିଁ ପ୍ରାଥମିକତା । ବହୁବାର ଏହା ପ୍ରମାଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ଭୁବନେଶ୍ୱର ଗତକାଲି ରୋଡ୍ ସୋ ବେଳେ ନବୀନ ପଟ୍ଟନାୟକ ପୁଣି ଥରେ ନିଜ ମହନୀୟ ଉଦାରତାର ପରିଚୟ ଦେଇଛନ୍ତି, ଯାହା କି ନେତାଙ୍କ ମଧ୍ୟରେ ଆଜିକାଲି କ୍ଵଚିତ ଦେଖାଯାଏ। ଭୁବନେଶ୍ୱର ଗଙ୍ଗନଗର ଛକରେ ନବୀନଙ୍କ ରୋଡ୍ ଶୋ’ ଚାଲିଥିଲା [...]
