ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର | News Room Odisha

ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ରାଜ୍ୟରେ ସେପଟେମ୍ବର ପାଇଁ ନୂଆ ଗାଇଡଲାଇନ୍ : କଂଟେନମେଂଟ୍ ଜୋନରେ ୩୦ ଯାଏଁ ଲକଡାଉନ୍ , ଜୋନ୍ ବାହାରେ ଉଠିଲା ସପ୍ତାହାନ୍ତ ସଟଡାଉନ୍‌, ରାଜ୍ୟଭିତରେ ଯାତାୟତ କଟକଣା ଉଠିଲା

୨.ଆକାଶମାଗ ର୍ରୁ ବନ୍ୟାଚଂଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

୩.ବନ୍ୟାଚଂଳ ପରିଦର୍ଶନ କଲା ପରେ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ , କ୍ଷତିଗ୍ରସ୍ତ ପରିବାରକୁ ମିଳିବ ୫୦ କେଜି ଚାଉଳ ଓ ୫ ଶହ ଟଙ୍କାର, ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ

୪.ସ୍ୱାୟତ ଶାସନ ଦିବସରେ ନବୀନଙ୍କ ଭେଟି : ୧୦୦ ମାଇକ୍ରୋ କମ୍ପୋଜିଟ୍ ସେଂଟର, ୫୦ଟି ଏମଆରଏଫ ଲୋକାର୍ପିତ, ଆମ ସହର, ସ୍ୱଚ୍ଛ ସହର ଆପ୍ ର ଶୁଭାରମ୍ଭ

୫.ରାଉରକେଲାରେ ସ୍ୱାୟତ ଶାସନ ଦିବସ : କୋରୋନା ଯୋଦ୍ଧା ଓ ସଫେଇ କର୍ମଚାରୀ ସମ୍ମାନିତ, ଏସଏଚଜିଙ୍କୁ ୩୮ଟି ଗୋଷ୍ଠୀ ଶୌଚାଳୟର ପରିଚାଳନା ଦାୟିତ୍ୱ

୬.ସ୍ୱାୟତ ଶାସନ ଦିବସରେ ନବୀନଙ୍କ ଭେଟି : ୧୦୦ ମାଇକ୍ରୋ କମ୍ପୋଜିଟ୍ ସେଂଟର, ୫୦ଟି ଏମଆରଏଫ ଲୋକାର୍ପିତ, ଆମ ସହର, ସ୍ୱଚ୍ଛ ସହର ଆପ୍ ର ଶୁଭାରମ୍ଭ

୭.ସର୍ତମୂଳକ ଦୁର୍ଗାପୂଜା ପାଇଁ କଟକ ବାଲୁବଜାର କମିଟିକୁ ହାଇକୋର୍ଟଙ୍କ ଅନୁମତି

୮.ମଧୁବାବୁ ପେନସନ ଯୋଜନା : ସେପଟେମ୍ବରରେ ଏକକାଳିନ ୪ ମାସର ଭତା ପାଇବେ ହିତାଧିକାରୀ

୯.ରାଉରକେଲାରେ ସେରୋଲଜିକାଲ ସର୍ଭେ ଆରମ୍ଭ