ଓଡ଼ିଆଆଜି ଇନ୍ଦିରା ଏକାଦଶୀ, ଏହି ବ୍ରତ ରଖିଲେ ପିତୃ ପୁରୁଷ ବୈକୁଣ୍ଠ ଗମନ କରିଥାନ୍ତି
ଆଶ୍ୱିନ କୃଷ୍ଣପକ୍ଷ ଏକାଦଶୀ ତିଥିର ନାମ ‘ଇନ୍ଦିରା ଏକାଦଶୀ’। ଏହି ଏକାଦଶୀ ପିତୃପକ୍ଷରେ ପଡ଼ୁଥିବାରୁ ଏହାର ମହତ୍ତ୍ୱ ସର୍ବାଧିକ। ଏ ସଂପର୍କରେ ପୁରାଣରେ ଏକ ସୁନ୍ଦର କାହାଣୀ ଅଛି। ପ୍ରାଚୀନ କାଳରେ ମାହିଷ୍ମତୀ ପୁରରେ ଇନ୍ଦ୍ରସେନ ନାମରେ ଜଣେ ପ୍ରସିଦ୍ଧ ରାଜା ଥିଲେ। ସେ ଅତ୍ୟନ୍ତ ଧର୍ମଜ୍ଞ ଓ ନ୍ୟାୟବନ୍ତ। ତେଣୁ ତାଙ୍କ ରାଜ୍ୟରେ ପ୍ରଜାମାନେ ସୁଖରେ ବସବାସ କରୁଥିଲେ। ଥରେ ନାରଦ ଆସି ତାଙ୍କୁ ସୂଚନା ଦେଲେ ଯେ ପୁଣ୍ୟ ଶେଷ ହୋଇଯିବା କାରଣରୁ ତାଙ୍କର [...]
ଓଡ଼ିଆଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସୁନୁ ଗିରିଜା ହରିଚରିତ ସୁହାଏ । ବିପୁଲ ବିସଦ ନିଗମାଗମ ଗାଏ ॥ ହରି ଅବତାର ହେତୁ ଜେହି ହୋଈ । ଇଦମିତ୍ଥଂ କହି ଜାଇ ନ ସୋଈ ॥ ଭାବାର୍ଥ :- ଶ୍ରୀଶିବ କହିଲେ, ହେ ପାର୍ବତୀ ! ଶୁଣ, ସମସ୍ତ ବେଦ ଶାସ୍ତ୍ରାଦିରେ ଶ୍ରୀହରିଙ୍କର ସୁନ୍ଦର ରୂପେ ବିସ୍ତ୍ରୁତ ନିର୍ମଳ ଚରିତ୍ରର ଗାନ କରାଯାଇଛି । ଶ୍ରୀହରି ଙ୍କର ଅବତାର ଯେଉଁ କାରଣରୁ ହୋଇଥାଉ ନା କାହିଁକି, ତାହାକୁ [...]
ଓଡ଼ିଆଗୀତା ଉପଦେଶ: ସମସ୍ତ କର୍ମର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଆନନ୍ଦର ଅନ୍ୱେଷଣ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ମର ଉପାଦାନ ସବୁ ବୁଝାଇବାକୁ ଯାଇ କହୁଛନ୍ତି – ସୁଖଂ ତ୍ୱିଦାନୀଂ ତ୍ରିବିଧଂ ଶୃଣୁ ମେ ଭରତର୍ଷଭ। ଅଭ୍ୟାସାଦ୍ରମତେ ଯତ୍ର ଦୁଃଖାନ୍ତଂ ଚ ନିଗଚ୍ଛତି। ଅର୍ଥାତ ଶ୍ରୀକୃଷ୍ଣ କର୍ମକୁ ପ୍ରେରିତ ଏବଂ ନିୟନ୍ତ୍ରିତ କରୁଥିବା କାରକମାନଙ୍କର ବର୍ଣ୍ଣନା କଲେ । ବର୍ତ୍ତମାନ ସେ କର୍ମର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛନ୍ତି । ସମସ୍ତ କର୍ମର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଆନନ୍ଦର ଅନ୍ୱେଷଣ । ସମସ୍ତେ ଆନନ୍ଦ କାମନା କରୁଛନ୍ତି, ତାଙ୍କର [...]
ଓଡ଼ିଆଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଦୁର୍ଗା ମାଧବ ଉପାସନା ଆରମ୍ଭ
ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଦୁର୍ଗା ମାଧବ ଉପାସନା ଆରମ୍ଭ ହୋଇଛି।ପୀଠଦେବୀ ବିମଳା ଙ୍କ ମନ୍ଦିରରେ ଭଦ୍ରାସନରେ ।ଦୁର୍ଗା ଏବଂ ମାଧବ ଏକତ୍ର ରୁନ୍ଧା ହୋଇ ବିରାଜମାନ କରିଛନ୍ତି। ପୁରୀ ରେ ଦୁର୍ଗା ମାଧବ ଉପାସନା ର ଏକ ସ୍ଵତନ୍ତ୍ରତା ରହିଛି। ଜଗନ୍ନାଥ ଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ର ରେ ଲୋକମାନେ ଘରେ ଘରେ ଦୁର୍ଗା ମାଧବ ଙ୍କୁ ପୂଜା କରନ୍ତି। ଏଥିପାଇଁ ପୁରାତନ ଘରର ପ୍ରବେଶ ସ୍ଥାନ ରେ ଦୁର୍ଗା ମାଧବ ଙ୍କ ର ଚିତ୍ର [...]
ଓଡ଼ିଆଶ୍ରୀ ମନ୍ଦିରରେ ଷୋଡ଼ଶ ଦିବସବ୍ୟାପୀ ଶାରଦୀୟ ପୂଜା ଆରମ୍ବ ସହିତ ମୂଳାଷ୍ଟମୀ ନୀତି ସମ୍ପର୍ଣ୍ଣ
ଶ୍ରୀ ମନ୍ଦିରରେ ପାରମ୍ପରିକ ରୀତିରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା ଉତ୍ସବ। କୃଷ୍ଣ ଅଷ୍ଟମୀ ତିଥିର ଅନ୍ୟନାମ ‘ମୂଳାଷ୍ଟମୀ’। ଏହିଦିନ, ଭାଦ୍ରବ ଶୁକ୍ଳ ଅଷ୍ଟମୀଠାରୁ ଶୟନ କରିଥିବା ଦେବୀ ଦୁର୍ଗାଙ୍କର ଶରତ୍କାଳୀନ ଷୋଡ଼ଶ ଦିବସବ୍ୟାପୀ ପୂଜା ଆରମ୍ଭ ହୁଏ। ଏହି ଦୁର୍ଗା ବା ଦେବୀ ଶୟନ ନୀତି ଦେବଶୟନ ନୀତି ପରି ଦୀର୍ଘ ଚାରିମାସ ନୁହେ; କିନ୍ତୁ ଏଥିରେ ମଧ୍ୟ ପାଶ୍ୱର୍ପରିବର୍ତ୍ତନ ନୀତି ଅଛି। ପନ୍ଦର ଦିନର ଏହି ଶୟନ ନୀତିରେ, ଭାଦ୍ରବ ଶୁକ୍ଳ ଅଷ୍ଟମୀଠାରୁ ପୂର୍ଣ୍ଣମୀ [...]
ଓଡ଼ିଆଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ପିତହି ବୁଝାଇ କହହୁ ବଲି ସୋଈ । ଚୌଥେଂପନ ଜେହିଂ ଅଜସୁ ନ ହୋଈ ॥ ତୁହ୍ମ ସମ ସୁଅନ ସୁକୃତ ଜେହିଂ ଦୀହ୍ନେ । ଉଚିତ ନ ତାସୁ ନିରାଦରୁଇ କୀହ୍ନେ ॥ ଭାବାର୍ଥ :- ମାତା କୈକେୟୀ ଶ୍ରୀରାମଙ୍କୁ କହିଲେ, ମୁଁ ତୁମ ପାଇଁ ରାଣ ପକାଇ ସମର୍ପଣ ଭାବ ସହିତ ସତ୍ୟ କରି କହୁଛି, ତୁମେ ପିତାଙ୍କୁ ବୁଝାଇ ସେହି କଥା କୁହ, ଯେପରି ତାଙ୍କର ଜୀବନର [...]
ଓଡ଼ିଆଗୀତା ଉପଦେଶ: ଜୀବନରେ ଦ୍ଵନ୍ଦ କେବେହେଲେ ଯଶସ୍ବୀ ପୁରୁଷଙ୍କୁ ଶୋଭା ପାଏନାହିଁ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସାଙ୍ଖ୍ଯ ଯୋଗ ରେ କହୁଛନ୍ତି- କୁତସ୍ତ୍ୱା କଶ୍ମଳମିଦଂ ବିଷମେ ସମୁପସ୍ଥିତମ୍।ଅନାର୍ଯ୍ୟଜୁଷ୍ଟମସ୍ୱର୍ଗ୍ୟମକୀର୍ତିକରମର୍ଜୁନ।। ଅର୍ଥାତ୍ ଭଗବାନ କହିଲେ ଯେ ହେ ପ୍ରିୟ ଅର୍ଜୁନ ଏହି ପରି ବିପଦପୂର୍ଣ୍ଣ ସମୟରେ ତୁମ ଠାରେ ଏହି ଦ୍ବନ୍ଦ୍ବ କିପରି ଉତ୍ପନ୍ନ ହେଲା। ଏହା ଏକ ଯଶସ୍ବୀ ପୁରୁଷ ଙ୍କୁ ଶୋଭା ପାଏ ନାହିଁ। ଏହା ଉଚ୍ଚତର ଲୋକ ମାନଙ୍କୁ ଅପଯଶ ପ୍ରଦାନ କରିଥାଏ।
ଓଡ଼ିଆବରିଷ୍ଠ ସାମ୍ବାଦିକ ରବି ରଥଙ୍କୁ ଉଦୟନାଥ ଷଡ଼ଙ୍ଗୀ ସାମ୍ୱାଦିକତା ସମ୍ମାନ
ଭୁବନେଶ୍ବର: ଉତ୍କଳ ସାହିତ୍ୟ ସମାଜର ୧୨୨ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଓ ସାରସ୍ବତ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ‘ନବୀନ’ର ସମ୍ପାଦକ ରବି ରଥଙ୍କୁ ଉଦୟନାଥ ଷଡ଼ଙ୍ଗୀ ସାମ୍ୱାଦିକତା ସମ୍ମାନରେ ସମ୍ମାନିତ କରାଯାଇଛି । ୧୯୮୨ ମସିହାରେ ନିଜ ସାମ୍ବାଦିକତା ଜୀବନ ଆରମ୍ଭ କରି ରବି ରଥ ରାଜ୍ୟ ଓ ଜାତୀୟ ସ୍ତରରେ ସାମ୍ବାଦିକତାରେ ରାଜ୍ୟ ପାଇଁ ସୂନାମ ଅର୍ଜନ କରିପାରିଛନ୍ତି [...]
ଓଡ଼ିଆକରାପଲ୍ଲୀରେ ଜିଲ୍ଲା ସ୍ତରୀୟ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୧୦ତମ ପ୍ରତିଷ୍ଠା ଦିବସ; ସ୍ପାର୍କ ୨୦୨୪ ପାଳିତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କରାପଲ୍ଲୀ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଓଏଭିଏସର ୧୦ ତମ ପ୍ରତିଷ୍ଠା ଦିବସ ସ୍ପାର୍କ ୨୦୨୪/୨୫ ବିଦ୍ୟାଳୟ ପରିସର ମଧ୍ୟରେ ଶୁକ୍ରବାର ମହା ଆଡମ୍ବରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧକ୍ଷ ବିଭୁତି ଭୂଷଣ ଶତପଥୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଆୟୋଜିତ କାର୍ଯ୍ୟକ୍ରମର ପୂର୍ବାହ୍ନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ, ଉପ ସଭାପତି ସୁଶ୍ରୀ ରାଜେଶ୍ୱରୀ [...]
ଓଡ଼ିଆଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
ଭରତ ସରିସ ପ୍ରିୟ କୌ ଜଗ ମାହୀଂ । ହିଁ ସଗୁନ ଫଲୁ ଦୂସର ନାହୀଂ ॥ ରାମହି ବଂଧୁ ସୋଚ ଦିନ ରାତୀ । ଅଂଡହ୍ନି କମଠ ହୃଦୟ ଜେହିଂ ଭାଁତୀ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମ ମାତା ସୀତାଙ୍କୁ କହିଲେ, ଭାଇ ଭରତଙ୍କ ପରି ଆମକୁ ଆଉ କେହି ଏ ସାରା ଦୁନିଆରେ ପ୍ରିୟ ନୁହନ୍ତି ! ଶ୍ରୀରାମଚନ୍ଦ୍ରଙ୍କର ମନରେ ଭାଇ ଭରତଙ୍କୁ ମନେ ପକାଇ ଦିନରାତି ଏପରି ଭାବୁଥିଲେ ଯେପରି ମାଁ [...]
