ଓଡ଼ିଆଗୀତା ଉପଦେଶ: ପରମେଶ୍ୱରଙ୍କର ଉପାସନାରେ ବିଶ୍ୱାସ ସର୍ବାଧିକ ଲାଭଦାୟକ ବିଶ୍ୱାସ ଅଟେ
ଭଗବାନ ଶ୍ରୀକୃଷ୍ଣ ଗୀତା ରେ ଅର୍ଜୁନ ଙ୍କୁ ନିଜର ଶ୍ରଦ୍ଧା ସମ୍ବନ୍ଧରେ କହିଛନ୍ତି- ଯୋ ଯୋ ଯାଂ ଯାଂ ତନୁଂ ଭକ୍ତଃ ଶ୍ରଦ୍ଧୟାର୍ଚିତୁମିଚ୍ଛତି ପରମେଶ୍ୱରଙ୍କର ଉପାସନାରେ ବିଶ୍ୱାସ ସର୍ବାଧିକ ଲାଭଦାୟକ ବିଶ୍ୱାସ ଅଟେ, ଯାହା ବାସ୍ତବ ଜ୍ଞାନ ଦ୍ୱାରା ଜାତ ହୋଇଥାଏ । କିନ୍ତୁ ସଂସାରରେ ସର୍ବତ୍ର ଆମେ ସ୍ୱର୍ଗର ଦେବତା ମାନଙ୍କର ଅସଂଖ୍ୟ ଭକ୍ତ ଦେଖିବାକୁ ପାଇବା, ଯେଉଁମାନେ ଅବିଚଳ ଶ୍ରଦ୍ଧାର ସହିତ ସେମାନଙ୍କର ଭକ୍ତି କରନ୍ତି । ଆମେ ଆଶ୍ଚର୍ଯ୍ୟ ହୋଇପାରେ ଯେ ଏପରି [...]
ଓଡ଼ିଆଓଏସ୍ଏସସି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ: ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳ
ବାଲେଶ୍ବର: ଆରଆଇ ଅମିନ ନିଯୁକ୍ତିରେ ଜାଲିଆତି ପରେ ଓଏସ୍ଏସସି ଦ୍ବାରା ପରିଚାଳିତ ପରିସଂଖ୍ୟାନ ସହାୟକ ପରୀକ୍ଷାରେ ବି ଜାଲିଆତି। ଆଜି ଏହାର ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ ହୋଇଛି। ହେଲେ କର୍ତ୍ତୃପକ୍ଷ ବିନା ତଦନ୍ତରେ ଏହି ଅଭିଯୋଗକୁ ବାଏଁ ବାଏଁ ଉଡାଇ ଦେଇଛନ୍ତି। ଆଜି ଓଏସ୍ଏସସି ଦ୍ବାରା ପରିଚାଳିତ ପରିସଂଖ୍ୟାନ ସହାୟକ ପଦବୀ ପାଇଁ ପରୀକ୍ଷା ଥିଲା। ସକାଳ ସାଢେ ୧୦ଟାରୁ ସାଢେ ୧୨ଟା ଯାଏ ପରୀକ୍ଷା ହେବାର ଥିଲା। ହେଲେ ନିର୍ଦ୍ଧାରିତ ସମୟର [...]
ଓଡ଼ିଆବିଜେଡିର ଉପଦେଷ୍ଟା କମିଟି ବୈଠକ: ଏ ସରକାରର ବିଫଳତା ଲୋକଙ୍କୁ ଜଣାଇବୁ
ଭୁବନେଶ୍ବର : ଗତ ନିର୍ବାଚନରେ ବିଜେଡି କ୍ଷମତାଚୁୟତ ହୋଇଛି ସତ, ହେଲେ ସଂଖ୍ୟା ହିସାବରେ ଏବେ ବି ଦଳ ଏକ ନମ୍ବର ସ୍ଥାନ ରଖିଛି। ସେହିପରି ନବୀନ ବାବୁଙ୍କ ଲୋକପ୍ରିୟତା ଏବେ ବି ଅତୁଟ ରହିଛି। ସେପଟେ, ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପିର ବିଫଳତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବୁ। ଆଜି ବିଜେଡିର ଉପଦେଷ୍ଟା କମିଟି ବୈଠକରେ ଆଜି ଏଭଳି ବାର୍ତ୍ତ। ଦିଆଯାଇଛି। ଦଳର ବରିଷ୍ଠ ନେତା ତଥା ରେଢାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ [...]
ଓଡ଼ିଆନବରାତ୍ରିର ଆଜି ଚତୁର୍ଥ ଦିବସ, ଦେବୀ ଆଜି କୁଷ୍ମାଣ୍ଡା ରୂପରେ ଆରାଧିତ
ଶାରଦୀୟ ନବରାତ୍ରର ଆଜି ଚତୁର୍ଥ ଦିନ। ଏହି ଦିନ ମା’ ଶ୍ରୀଦୁର୍ଗାଙ୍କ ଚତୁର୍ଥ ସ୍ଵରୂପ ଦେବି କୁଷ୍ମାଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଉଦରରୁ ଏହି ବ୍ରହ୍ମାଣ୍ଡ କୁ ସୃଷ୍ଟି କରିଥିବା କାରଣରୁ ଦେବିଙ୍କ ନାମ କୁଷ୍ମାଣ୍ଡା । ମା’କୁଷ୍ମାଣ୍ଡା ହେଉଛନ୍ତି ତେଜ ଏବଂ ପ୍ରତାପର ସ୍ଵରୂପ। ତାଙ୍କର ତେଜ ଓ ପ୍ରତାପରୁ ପୃଥିବୀର ଦଶ ଦିଗକୁ ପ୍ରକାଶ ମିଳୁଛି। କୁହାଯାଏ ସାରା ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀଙ୍କ ଠାରୁ ଯେଉଁ ତେଜ ନିର୍ଗତ ହେଉଛି ତାହାର ସୃଷ୍ଟି [...]
ଓଡ଼ିଆପିଏମ କିଷାନ ସମ୍ମାନନିଧି ଯୋଜନାର ୧୮ତମ କିସ୍ତି ପ୍ରଦାନ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ୱାସିମଠାରେ ପିଏମ କିଷାନ ସମ୍ମାନନିଧିର ୧୮ତମ କିସ୍ତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ୯କୋଟି ୪୦ ଲକ୍ଷ କୃଷକଙ୍କୁ ୨୦ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ହସ୍ତାନ୍ତର କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମ ସରକାରରେ ସବୁ ନିର୍ଣ୍ଣୟ ଓ ନୀତି ବିକଶିତ ଭାରତ ଗଠନକୁ ଆଖି ଆଗରେ ରଖି ଗ୍ରହଣ କରାଯାଉଛି। ଆମର ଏହି ନୀତି ଓ ନିର୍ଣ୍ଣୟ ସମାଜର [...]
ଓଡ଼ିଆନବରାତ୍ରି ଦ୍ୱିତୀୟ ଦିନ ଦେବୀ ବ୍ରହ୍ମଚାରିଣୀ ଭାବରେ ଆରାଧିତ ହୁଅନ୍ତି
ମାତା ବ୍ରହ୍ମଚାରିଣୀ ହେଉଛନ୍ତି ପର୍ବତରାଜ ହିମାଳୟ ଏବଂ ମୈନାବତୀଙ୍କ କନ୍ୟା । ମହାଦେବଙ୍କୁ ବର ସ୍ୱରୂପ ପ୍ରାପ୍ତ କରିବା ପାଇଁ ମା’ ବ୍ରହ୍ମଚାରିଣୀ ଘୋର ତପସ୍ୟା କରିଥିଲେ । କଠିନ ତପସ୍ୟା କାରଣରୁ ମା’ଙ୍କ ନାଁ ତପସ୍ୱୀରିଣୀ ଅର୍ଥାତ୍ ବ୍ରହ୍ମଚାରିଣୀ ରୁପେ ଖ୍ୟାତ ହେଲା । ଏଠାରେ ବ୍ରହ୍ମାର ଅର୍ଥ ହେଉଛି ତପସ୍ୟା । ବ୍ରହ୍ମଚାରିଣୀର ଅର୍ଥ ତପର ଚାରିଣୀ (ଯେ ତପର ଆଚରଣ କରେ) । ଦେବୀଙ୍କ ଏହି ଜ୍ୟୋର୍ତିମୟ ଏବଂ ଅତ୍ୟନ୍ତ ଭବ୍ୟ ରୂପ [...]
ଓଡ଼ିଆଉଦ୍ଯାପନ ହେଲା ବି.ଏମ୍.ସିର ସ୍ଵଚ୍ଛତା ପକ୍ଷ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଆଜି ସଂଧ୍ୟାରେ ଉଦ୍ଯାପିତ ହୋଇଯାଇଛି, ଗତ ୧୫ ଦିନ ଧରି ଚାଲିଥିବା ସଚ୍ଛତା ପକ୍ଷ କାର୍ଯ୍ୟକ୍ରମ । ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଭୁବନେଶ୍ବର ମହାନଗର ନିଗମ (ବି.ଏମ୍.ସି)ର ବିଭିନ୍ନ ୱାର୍ଡ, ଜୋନ୍ ଏବଂ ମୁଖ୍ୟ କାର୍ଯ୍ୟାଳୟ ସ୍ତରୀୟ ବିଭିନ୍ନ ପଦକ୍ଷେପରେ ଏହି ପକ୍ଷର କାର୍ଯ୍ୟକ୍ରମ କରାଯାଇଛି । ତେବେ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଆୟୋଜିତ ଭକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଂଜୁଲତା କହଁର, [...]
ଓଡ଼ିଆତିନିମାସରେ ଚାରି ଥର ସାମ୍ପ୍ରଦାୟିକ ଅଶାନ୍ତି ଓଡିଶାର ଛବି କୁ ମଳିନ କରୁଛି: ନବୀନ
ଭୁବନେଶ୍ୱର: ଆଜି ଶଙ୍ଖ ଭବନ ଠାରେ ଭଦ୍ରକ ଓ ସୋନପୁର ଜିଲ୍ଲାର ସାଂଗଠନିକ ପଦାଧିକାରୀ ଓ ନେତୃ ବୃନ୍ଦ ଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନ କୁ ମଜବୂତ କରିବା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା | ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାରର ୨୪ବର୍ଷ ଶାସନରେ ରାଜ୍ୟ ର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦିଆଯାଇଥିଲା | ବିଜେପି ସରକାର ଆସିବାର [...]
ଓଡ଼ିଆଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
ବାଲ କାଣ୍ଡ ହୋଇ ବିବେକୁ ମୋହ ଭ୍ରମ ଭାଗା । ତବ ରଘୁନାଥ ଚରନ ଅନୁରାଗା ॥ ସଖା ପରମ ପରମାରଥୁ ଏହୁ । ମନ କ୍ରମ ବଚନ ରାମ ପଦ ନେହୂ ॥ ଭାବାର୍ଥ :- ଅନୁଭବରୁ ଯେତେବେଳେ ବିବେକ ଜାଗରଣ ହୁଏ ମୋହ ରୂପୀ ଭ୍ରମ ନଷ୍ଟ ହୋଇଯାଏ, ତେବେ ଅଜ୍ଞାନ ନଷ୍ଟ ହୁଏ ଆଉ ପ୍ରଭୁ ଶ୍ରୀ ରଘୁନାଥଙ୍କ ଶ୍ରୀଚରଣ ରେ ଭକ୍ତିର ପ୍ରେମ ହୁଏ । ହେ ସଖା ! ମନ [...]
ଓଡ଼ିଆଗୀତା ଉପଦେଶ: ମୁଦ୍ରାର ଯେପରି ଦୁଇଟି ପାର୍ଶ୍ଵ ଥାଏ, ସେହିପରି ଭଗବାନ ସଂସାରକୁ ଦ୍ୱିବିଧତାରେ ପୂର୍ଣ୍ଣ କରି ରଚନା କରିଛନ୍ତି
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ,- ଯଦୃଚ୍ଛାଲାଭସନ୍ତୁଷ୍ଟୋ ଦ୍ୱନ୍ଦ୍ୱାତୀତୋ ବିମତ୍ସରଃ । ସମଃ ସିଦ୍ଧାବସିଦ୍ଧୌ ଚ କୃତ୍ୱାପି ନ ନିବଧ୍ୟତେ। ଅର୍ଥାତ ସ୍ୱତଃ ମିଳୁଥିବା ଲାଭରେ ସନ୍ତୁଷ୍ଟ ଏବଂ ଈର୍ଷାଶୂନ୍ୟ ହୋଇଥିବା ବ୍ୟକ୍ତିମାନେ ଜୀବନର ଦ୍ୱନ୍ଦ୍ୱରୁ ଊର୍ଦ୍ଧ୍ୱରେ ରହନ୍ତି । ସଫଳତା ଓ ଅସଫଳତାରେ ସମଭାବାପନ୍ନ ରହୁଥିବାରୁ ସେମାନେ ସମସ୍ତ ପ୍ରକାରର କାର୍ଯ୍ୟ କରୁଥିଲେ ମଧ୍ୟ କର୍ମ ବନ୍ଧନରେ ଆବଦ୍ଧ ହୁଅନ୍ତି ନାହିଁ।*
