ଓଡ଼ିଆଟି-୨୦ ବିଶ୍ୱକପ: ସୁପର-୮ରେ ଆଫଗାନିସ୍ତାନ
ତୌରୁବା: ଆଫଗାନିସ୍ତାନ ଟି-୨୦ ବିଶ୍ୱକପର ସୁପର-୮ରେ ସ୍ଥାନ ପାଇଛି। ଦଳ ଶୁକ୍ରବାର ଅନୁଷ୍ଠିତ ଗ୍ରୁପ୍ ସି’ ମ୍ୟାଚରେ ପପୁଆ ନ୍ୟୁ ଗିନିକୁ ୭ ୱିକେଟରେ ପରାସ୍ତ କରିଛି। ଟସ୍ ଜିତିବା ପରେ ଆଫଗାନିସ୍ତାନ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପପୁଆ ନ୍ୟୁ ଗିନି ୧୯.୫ ଓଭରରେ ୯୫ ରନରେ ଅଲ୍ଆଉଟ୍ ହୋଇଥିଲେ। ଫଜଲହକ୍ ଫାରୁକି ୪ ଓଭରରେ ୧୬ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ଏହାର ଜବାବରେ ଆଫଗାନିସ୍ତାନ ୧୫.୧ ଓଭରରେ [...]
ଓଡ଼ିଆଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଭରତ ସରିସ ପ୍ରିୟ କୌ ଜଗ ମାହୀଂ । ହିଁ ସଗୁନ ଫଲୁ ଦୂସର ନାହୀଂ ॥ ରାମହି ବଂଧୁ ସୋଚ ଦିନ ରାତୀ । ଅଂଡହ୍ନି କମଠ ହୃଦୟ ଜେହିଂ ଭାଁତୀ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମ ମାତା ସୀତାଙ୍କୁ କହିଲେ, ଭାଇ ଭରତଙ୍କ ପରି ଆମକୁ ଆଉ କେହି ଏ ସାରା ଦୁନିଆରେ ପ୍ରିୟ ନୁହନ୍ତି ! ଶ୍ରୀରାମଚନ୍ଦ୍ରଙ୍କର ମନରେ ଭାଇ ଭରତଙ୍କୁ ମନେ ପକାଇ ଦିନରାତି [...]
ଓଡ଼ିଆଗୀତା ଉପଦେଶ: ତ୍ୟାଗ ହିଁ ପୁରୁଷ ବ୍ୟାଘ୍ର
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଧ୍ଯାନଯୋଗ ସମ୍ବନ୍ଧରେ କହୁଛନ୍ତି : – ଯଂ ସଂନ୍ୟାସମିତି ପ୍ରାହୁର୍ଯୋଗଂ ତଂ ବିଦ୍ଧି ପାଣ୍ଡବ।ନ ହ୍ୟସଂନ୍ୟସ୍ତସଂକଳ୍ପୋ ଯୋଗୀ ଭବତି କଶ୍ଚନ। ଅର୍ଥାତ :-ଯାହାକୁ ସନ୍ୟାସ କୁହାଯାଏ,ତାହା ଯୋଗଠାରୁ ଭିନ୍ନ ନୁହେଁ,କାରଣ କେହି ମଧ୍ୟ ସାଂସାରିକ କାମନା ତ୍ୟାଗ ନ କରି ଯୋଗୀ ହୋଇପାରିବେ ନାହିଁ। ( ଗୀତା ଧ୍ଯାନ ଯୋଗ )
ଓଡ଼ିଆଆସନ୍ତା ୧୮ ଓ ୧୯ ତାରିଖରେ ନୂଆ ବିଧାୟକମାନଙ୍କ ଶପଥ, ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପ୍ରୋଟେମ ସ୍ପିକର ନିଯୁକ୍ତ
ଭୁବନେଶ୍ୱର – ବିଜେପିର ନୂଆ ମନ୍ତ୍ରୀ ମଣ୍ଡଳ ଗଠନ ହେଲା ପରେ ଏବେ ନବଗଠିତ ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକମାନେ ଶପଥ ନେବେ । ଚଳିତମାସ ୧୮ ଓ ୧୯ ତାରିଖରେ ନୂଆ ବିଧାନସଭାର ବିଧାୟକମାନେ ଶପଥ ଗ୍ରହଣ କରିବେ । ବିଧାୟକଙ୍କୁ ଶପଥ ପାଠ କରାଇବା ପାଇଁ ରାଜ୍ୟପାଳ ରଘୁବର ଦାସ ୮ ଥରର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ ପ୍ରୋଟେମ ସ୍ପିକର ବା ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତ କରିଛନ୍ତି। ଆସନ୍ତାକାଲି ରଣେନ୍ଦ୍ର [...]
ଓଡ଼ିଆ‘ହମାରେ ବାରା’ର ରିଲିଜ୍ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଅନ୍ନୁ କପୁରଙ୍କ ଫିଲ୍ମ ‘ହାମାରେ ବାରା’ର ରିଲିଜ୍ ଉପରେ ରୋକ୍ ଲଗାଇଛନ୍ତି। ଏହି ଫିଲ୍ମ ଜୁନ୍ ୧୪ରେ ମୁକ୍ତିଲାଭ ହେବାର ଥିଲା । ଏହି ଫିଲ୍ମରେ ଇସଲାମ ଧର୍ମ ଏବଂ ବିବାହିତ ମୁସଲିମ ମହିଳାଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗର ସଜ୍ଞାନ ନେଇ ସୁପ୍ରିମକୋର୍ଟ ଏହାର ରିଲିଜ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଜଷ୍ଟିସ ବିକ୍ରମ ନାଥଙ୍କ ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ଅବକାଶ କାଳୀନ ଖଣ୍ଡପୀଠ ଆବେଦନକାରୀ ଅଜହର ବାଶା ତାମ୍ବୋଲିଙ୍କ ପକ୍ଷରୁ [...]
ଓଡ଼ିଆଏଥର ରଜରେ ପ୍ରବଳ ଗୁଳୁଗୁଳି , ଆଗାମୀ ୪୮ ଘଣ୍ଟା ହିଟୱେଭ୍
ଭୁବନେଶ୍ୱର – ଏଥର ଶୁଖିଲା ରଜ ପାଳନ କରିବେ ରାଜ୍ୟବାସୀ। କାହିଁକି ନା ରାଜ୍ୟରେ ମୋୖସୁମୀ ବାୟୁ ଏବେ କେବଳ ମାଲକାନଗିରି ଓ କୋରାପୁଟରେ ହିଁ ସକ୍ରିୟ ରହିଛି। ଏହା ଅଗ୍ରସର ହୋଇପାରୁନାହିଁ। ରଜରେ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ଆଗାମୀ ୪୮ ଘଣ୍ଟା ଯାଏ ହିଟ୍ ୱେଭ ଲାଗି ରହିବ ଓ ଆଗାମୀ ୫ ଦିନ ଯାଏଁ ଉପକୂଳରେ ପ୍ରବଳ ଗୁଳୁଗୁଳି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର [...]
ଓଡ଼ିଆନ୍ୟୁଜିଲ୍ୟାଣ୍ଡକୁ ହରାଇ ସୁପର ୮ରେ ୱେଷ୍ଟଇଣ୍ଡିଜ୍
ତୋରୁବା (ତ୍ରିନିଦାଦ ଏଣ୍ଡ୍ ଟବାଗୋ): ସେରଫେନ୍ ରଦରଫୋର୍ଡଙ୍କ କ୍ୟାରିୟରର ଶ୍ରେଷ୍ଠ ଇନିଂସ ଏବଂ ଅଲଜାରୀ ଜୋସେଫ ଓ ଗୁଦାକେଶ ମୋତିଙ୍କ ଚମତ୍କାର ବୋଲିଂ ବଳରେ ୱେଷ୍ଟଇଣ୍ଡିଜ୍ ଗୁରୁବାର ଟି-୨୦ ବିଶ୍ୱକପ୍ ଗ୍ରୁପ୍ ସି ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡକୁ ୧୩ ରନରେ ହରାଇ ସୁପର ୮ରେ ପ୍ରବେଶ କରିଛି। ଏହି ପରାଜୟ ପରେ ନ୍ୟୁଜିଲ୍ୟାଣ୍ଡ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିବା ଆଶା ମଉଳି ଯାଇଛି । ୱେଷ୍ଟଇଣ୍ଡିଜର ଏହା କ୍ରମାଗତ ତୃତୀୟ ବିଜୟ । ଏଥିସହ ଦଳ ୬ ପଏଣ୍ଟ [...]
ଓଡ଼ିଆସୁଆଣ୍ଡୋରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ଵର – ଆଜି ସକାଳେ ଶ୍ରୀମନ୍ଦିରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନ୍ତ୍ରୀ ମଣ୍ଡଳ ସଦସ୍ୟମାନଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଶ୍ରୀମନ୍ଦିରର ଚାରି ଦ୍ୱାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବା ପରେ ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋକୁ ଆସିଥିଲେ। ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ସାଂସଦ ଓ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ। ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କୁ ଶ୍ରଦ୍ଧାସୁମନ [...]
ଓଡ଼ିଆଟି-୨୦ ବିଶ୍ୱକପ : ତୃତୀୟ ବିଜୟ ସହ ସୁପର-୮ରେ ଭାରତ
ନ୍ୟୁୟର୍କ: ଭାରତ କ୍ରମାଗତ ତୃତୀୟ ବିଜୟ ସହ ଚଳିତ ଟି-୨୦ ବିଶ୍ୱକପର ସୁପର-୮ରେ ପ୍ରବେଶ କରିଛି। ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ପରେ ସୂର୍ଯ୍ୟକୁମାର ଯାଦବ ଓ ଶିବମ ଦୁବେଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ସହାୟତାରେ ଭାରତ ବୁଧବାର ଅନୁଷ୍ଠିତ ମ୍ୟାଚରେ ଆମେରିକାକୁ ୭ ଓ୍ବିକେଟରେ ପରାସ୍ତ କରିଛି। ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମର ବୋଲର ଫ୍ରେଣ୍ଡଲି ପିଟ୍ରେ ଆମେରିକା ୨୦ ଓଭରରେ ୮ ଓ୍ବିକେଟ୍ ହରାଇ ୧୧୦ ରନ କରିଥିଲା। ଏହାର ଜବାବରେ ଭାରତ ୩୯ ରନରେ [...]
ଓଡ଼ିଆ୩-୪ ଦିନ ମଧ୍ୟରେ ସମଗ୍ର ରାଜ୍ୟରେ ସକ୍ରିୟ ହୋଇପାରେ ମୋୖସୁମୀ
ଭୁବନେଶ୍ୱର – ରାଜ୍ୟରେ ଆସନ୍ତା ତ ୪ ଦିନ ଯାଏଁ ତାତି ଓ ଗୁଳୁଗୁଳିରୁ ନିସ୍ତାର ମିଳିବ ନାହିଁ। ପାଗରେ କୌଣସି ପରିବର୍ତ୍ତନ ହେବନାହିଁ। ତାପମାତ୍ରା ୨ -୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବୁଧବାର ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରହିଥିଲା। ନୂଆପଡ଼ାରେ ସର୍ବାଧିକ ୪୨.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା। ଏଣେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୩-୪ ଦିନ ମଧ୍ୟରେ ସକ୍ରିୟ ହେବ ବୋଲି [...]
