ଗୀତା ମହାତ୍ମ୍ୟ: ସ ଘୋଷ ଧାର୍ତ୍ତରାଷ୍ଟ୍ରଣାମ ହୃଦୟାନି ବ୍ୟଦରାୟତ। ନଭଶ୍ଚ ପୃଥୀବିମ ଚୈବ ତୁମୁଳ ବ୍ୟନୁନାଦୟତ।। | News Room Odisha

ଗୀତା ମହାତ୍ମ୍ୟ: ସ ଘୋଷ ଧାର୍ତ୍ତରାଷ୍ଟ୍ରଣାମ ହୃଦୟାନି ବ୍ୟଦରାୟତ। ନଭଶ୍ଚ ପୃଥୀବିମ ଚୈବ ତୁମୁଳ ବ୍ୟନୁନାଦୟତ।।

ଗୀତା ମହାତ୍ମ୍ୟ: ସ ଘୋଷ ଧାର୍ତ୍ତରାଷ୍ଟ୍ରଣାମ ହୃଦୟାନି ବ୍ୟଦରାୟତ। ନଭଶ୍ଚ ପୃଥୀବିମ ଚୈବ ତୁମୁଳ ବ୍ୟନୁନାଦୟତ।।

ଅନୁବାଦ : ସେହି ଭୟଙ୍କର ଶବ୍ଦ ଆକାଶ ଓ ପୃଥିବୀକୁ ପ୍ରତିଧ୍ବନିତ କରି ଦୁର୍ଯ୍ୟୋଧନ ଆଦି କୌରବ ମାନଙ୍କର ହୃଦୟ କୁ ବିଦୀର୍ଣ୍ଣ କରିଦେଲା।

( ଗୀତା ୧ମ ଅ। ୧୯ଶ ଶ୍ଳୋକ )