ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି : ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ପାଇଁ ସଙ୍କେତ ଜାରି | News Room Odisha

ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି : ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ପାଇଁ ସଙ୍କେତ ଜାରି

ଭୁବନେଶ୍ୱର- ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ସ୍ୱରୂପ ଚିହ୍ନ ବା ସଙ୍କେତ ଜାରି ହୋଇଛି । ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତିସଭ୍ୟଙ୍କ ପାଇଁ ଚିହ୍ନ ଜାରି ହୋଇଛି । ୱାର୍ଡମେମ୍ବରଙ୍କ ପାଇଁ ୧୫ଟି, ସରପଞ୍ଚଙ୍କ ପାଇଁ ୩୨ଟି ଓ ସମିିତି ସଭ୍ୟଙ୍କ ପାଇଁ ୧୯ଟି ଚିହ୍ନ ରହିଛି । ସ୍ୱାଧୀନ ଜିଲ୍ଲା ପରିଷଦ ପାଇଁ ୧୯ଟି ସଙ୍କେତ ଜାରି ହୋଇଛି । ସ୍ୱୀକୃତିପ୍ରାପ୍ତ ଦଳଗୁଡିକ ଦଳୀୟ ଚିହ୍ନରେ ଜିଲ୍ଲା ପରିଷଦ ଆସନରେ ଲଢିପାରିବେ । ଏ ନେଇ ସବୁ ଜିଲ୍ଲାକ ଜିଲ୍ଲାପାଳଙ୍କୁ ଚଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

Odisha Panchayat ElectionsPanchayat Elections