ମହିଳା ସହକର୍ମୀଙ୍କ ଅସଦାଚରଣ ଅଭିଯୋଗ ପରେ ବଲାଙ୍ଗୀର ଉପଜିଲ୍ଲାପାଳ ସଂଜୟ ମିଶ୍ରଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର Read more
ବିହାର ବିଧାନସଭା ସହ ୬୪ ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ନିଷ୍ପତି , ଖୁବ୍ ଶୀଘ୍ର ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ Read more
ଚୀନ ସହ ସୀମା ବିବାଦ ମଧ୍ୟରେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ନରଭାନେଙ୍କ ମନ୍ତବ୍ୟ : ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଭାରତୀୟ ସେନା, ଯବାନଙ୍କ ମନୋବଳ ଦୃଢ Read more
ରାଜ୍ୟରେ ଦିନିକିଆ କୋରୋନା ସଂକ୍ରମଣ ତାଲିକାରେ ୩ ହଜାର ୨୬୭ ନୂଆ ରୋଗୀ, ରେକର୍ଡ ଭାଙ୍ଗୁଛି ଖୋର୍ଧା ଜିଲ୍ଲା, ଦିନକରେ ରେକର୍ଡ ୮୫୯ ପଜିଟିଭ, ଗଂଜାମରେ ୧୦୦ରୁ କମ୍ ଚିହ୍ନଟ Read more
ଭାରତରେ କୋରୋନା ପଜିଟିଭଙ୍କ ସଂଖ୍ୟା ୩୯ ଲକ୍ଷ ଟପିଲା, ୨୪ ଘଂଟାରେ ୮୩ ହଜାର ୩୪୧ ନୂଆ ରୋଗୀ, ୧୦୯୬ ଜଣଙ୍କ ମୃତ୍ୟୁ Read more
ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟରେ ନଦୀ କ୍ରୁଜ୍ ଆରମ୍ଭ ପାଇଁ ନିଷ୍ପତି, ପିପିପି ମୋଡ୍ରେ କାର୍ଯ୍ୟକାରୀ ହେବ ଯୋଜନା Read more