“ତୋ ବାକ୍ୟ ତୁହି ରକ୍ଷା କର ” : ବିଭିନ୍ନ ପ୍ରସଙ୍ଗରେ ସରକାରକୁ ପ୍ରସନ୍ନଙ୍କ ଶାଣିତ ଆକ୍ରମଣ
ଭୁବନେଶ୍ବର: ବିଭିନ୍ନ ପ୍ରସଙ୍ଗରେ ଆଜି ରାଜ୍ଯ ସରକାରକୁ ଶାଣିତ ଆକ୍ରମଣ କରିଛନ୍ତି ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ଯ। ବାର୍ଦ୍ଧକ୍ଯ ଭତ୍ତା ନେଇ ପ୍ରତାରଣା ସମେତ ଗନ୍ଧମାର୍ଦ୍ଦନ ଆଦି ପ୍ରସଙ୍ଗରେ ସରକାରକୁ କଡା ସମାଲୋଚନା କରିଛନ୍ତି ଶ୍ରୀ ଆଚାର୍ଯ୍ଯ। ସେ କହିଛନ୍ତି ଯେ, ଆଜି ସରକାର ଭତ୍ତା ବାଣ୍ଟୁଛନ୍ତି। ଭଲ କଥା, ହେଲେ ଦୁଃଖ ଏତିକି ଯେ ନିର୍ବାଚନ ପ୍ରତିଶ୍ରୁତି ରଖିଲେ ନାହିଁ। ସମସ୍ତଙ୍କୁ ବର୍ଦ୍ଧିତ ଭତ୍ତା ନେଇ ନିର୍ବାଚନ ପୂର୍ବରୁ କହିଲେ। [...]
ଓଡିଶାରେ ଲାଗୁହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା
ଭୁବନେଶ୍ୱର: ଓଡିଶାରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏଥିପାଇଁ ଆଜି ନୂଆ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ନ୍ୟାସନାଲ୍ ହେଲଥ ଅଥରିଟି ସହିତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହା ଦ୍ୱାରା ବର୍ତ୍ତମାନ ରାଜ୍ୟର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଯୋଡିହେଲା। ରାଜ୍ୟର 1.03 କୋଟି ପରିବାର [...]
Top industry associations slam Zomato, Swiggy over private label food delivery
New Delhi: The Federation of Hotel and Restaurant Associations of India (FHRAI) and the National Restaurant Association of India (NRAI) have reiterated serious concerns over online food aggregators Zomato and Swiggy’s recent move to enter the private label food delivery business. The FHRAI, which is the third largest hospitality association in the world, pointed out [...]
ଦରବୃଦ୍ଧି ନେଇ ଗର୍ଜିଲା ବିଜେଡି: ଓଡିଆଙ୍କ ପ୍ରତିବାଦ ହିଁ ସରକାରର ମୁଖା ଖୋଲିବ: ନବୀନ
ଭୁବନେଶ୍ବର: ମିଛ ପ୍ରତିଶ୍ରୁତି ଦେଇ ବିଜେପି ସରକାରକୁ ଆସିଛି। ସରକାର ଗଠନର ୭ ମାସ ପୂରିନି ଲୋକଙ୍କ ଆଖିରୁ ଲୁହ ଗଡିଲାଣି। ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ଦାମ ବୃଦ୍ଧିରେ ଗରିବ ହନ୍ତସନ୍ତ। ସେପଟେ ଅଦିନିଆ ବର୍ଷାରେ ଫସଲ ନଷ୍ଟ ଯୋଗୁଁ ଚାଷୀ ଆତ୍ମହତ୍ୟାର ରାସ୍ତା ବାଛିବାକୁ ବାଧ୍ଯ ହେଉଛି। ଏଭଳି ସ୍ଥିତିରେ ଏ ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛି। ଏହାର ପ୍ରତିବାଦରେ ସାଢେ ଚାରିକୋଟି ଓଡିଆଙ୍କ ଆନ୍ଦୋଳନ ହିଁ ଏ ସରକାରର ଅସଲ ଚେହେରାକୁ ପଦାରେ [...]
ଜଳଗ୍ରାମ କୁରେସିଉନୀ
ଲେଖକ:- ହୃଦାନନ୍ଦ ମହାପାତ୍ର ଆଜିର ସମାଜରେ ଜଳବାୟୁ ପରିବର୍ତ୍ତନର କୁପରିମାଣରେ ସାରା ବିଶ୍ବ ପ୍ରଭାବିତ ହୋଇଛି। କୃଷି ଓ କୃଷକର ବିକାଶ ପଛରେ ଏହା ଏକ ମୁଖ୍ୟ ପ୍ରତିବନ୍ଧକ ରୁପେ ଉଭା ହୋଇଛି। ଆମ ରାଜ୍ୟରେ ଅଧିକାଂଶ କୃଷକ ଚାଷ ଉପରେ ସେମାନଙ୍କ ମୁଖ୍ୟ ଜିବନ ଜୀବିକା ନିର୍ବାହ କରୁଛନ୍ତି। ଏଥିପାଇଁ ଖରିଫ୍ ୠତୁରେ ସେମାନେ ବର୍ଷାଜଳ ଉପରେ ନିର୍ଭର କରି ଧାନ, ଡାଲି ଜାତୀୟ ଫସଲ ଯଥା କାନ୍ଦୁଲ, ବିରି, ମକା, ପନିପରିବା ଇତ୍ୟାଦି ଚାଷ [...]
ଜାତୀୟ ଖୋ ଖୋ ଟିମ୍ କୁ ରାଜ୍ୟ ସରକାର ୩ ବର୍ଷ ପାଇଁ ସ୍ପନସର୍ କରିବେ
ଭୁବନେଶ୍ୱର: ଦେଶର ‘ଖୋ ଖୋ’ ଖେଳ ପାଇଁ ଆସିଛି ଏକ ସୁବର୍ଣ୍ଣ ସମୟ । ଓଡିଶା ସରକାର ଏହି ଖେଳକୁ ଯୋଗାଇ ଦେବେ ପ୍ରୋତ୍ସାହନ। ପୂର୍ବରୁ ଜାତୀୟ ହକି ଖେଳକୁ ଓଡିଶା ସ୍ପନସର୍ କରିଥିବା ବେଳେ, ଏବେ ଖୋ ଖୋ ଖେଳକୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ‘ଖୋ ଖୋ’ ଖେଳର ଜାତୀୟ ଟିମକୁ ଆଗାମୀ ୩ ବର୍ଷ ପାଇଁ ସ୍ପନସର କରିବେ [...]
ଗଞ୍ଜାମ ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ନବୀନ ପଟ୍ଟନାୟକ : ଭାବବିହ୍ବଳ ହେଲେ ଜନତା
ବ୍ରହ୍ମପୁର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ତାଙ୍କ ନିଜ ଅଞ୍ଚଳ ଗଞ୍ଜାମ ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି l ପ୍ରତିକୂଳ ପାଗ ପାଇଁ ହୋଇଥିବା ଫସଲ ନଷ୍ଟ ସଂକ୍ରାନ୍ତରେ ସ୍ଥିତି ଅନୁଧ୍ୟାନ ପାଇଁ ଯାଇଥିବା ନବୀନଙ୍କୁ ହଜାର ହଜାର ଚାଷୀ ତଥା ସାଧାରଣ ଜନତା ଭାବବିହ୍ବଳ ହୋଇ ସେମାନଙ୍କ ଦୁଃଖ ଜଣାଇଛନ୍ତି। ତାଙ୍କର ଏହି ଗସ୍ତରେ କୌଣସି ସାଧାରଣ ସଭା ନଥିଲେ ବି ଜନସମୁଦ୍ର ଭଳି ସମଗ୍ର ଅଞ୍ଚଳ ଲୋକାରଣ୍ୟ ହୋଇଯାଇଥିଲା। [...]
India’s economy, banks in robust health: RBI
Mumbai: The Indian economy and the domestic financial system are underpinned by strong macroeconomic fundamentals, healthy balance sheets of banks and non-banks with returns on assets at decadal highs, according to the RBI financial stability report released on Monday. “The Indian economy is exhibiting steady growth, underpinned by solid macroeconomic fundamentals and strong domestic [...]
Odiaଡକ୍ଟର ହରିବାବୁ କମ୍ଭମପତି ହେଲେ ଓଡିଶାର ନୂତନ ରାଜ୍ୟପାଳ
ଭୁବନେଶ୍ୱର : ଓଡିଶାର ନୂତନ ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି ମିଳିଛି l ରଘୁବର ଦାସଙ୍କ ଇସ୍ତଫା ପରେ ତାଙ୍କ ସ୍ଥାନରେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ଓଡିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି । ମିଜୋରାମର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିଲେ ହରିବାବୁ
Odiaକେଉଁ ଅଦୃଶ୍ୟ ଚାପରେ ଚେପା ହୋଇଛି ନିର୍ବାଚନ କମିଶନ : ଅରୁଣ
ଭୁବନେଶ୍ୱର: ଗତ ସାଧାରଣ ନିର୍ବାଚନରେ ହୋଇଥିବା ଇଭିଏମ୍ ଜାଲିଆତିକୁ ନେଇ ସାରା ଓଡ଼ିଶାରେ ସନ୍ଦେହ ସୃଷ୍ଟି ହୋଇଛି। ତଥାପି ବାରମ୍ବାର ଅନୁରୋଧ ସତ୍ତ୍ବେ ଭାରତୀୟ ନିର୍ବାଚନ କମିଶନ ଏନେଇ ସନ୍ଦେହ ଦୂର କାହିଁକି କରୁନାହାନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରଶ୍ନ କରୁଛି। ଭୋଟ ଫଳାଫଳ ତଥା ମତଦାନ ହାରରେ ଥିବା ଅସଙ୍ଗତି ପ୍ରସଙ୍ଗରେ ଆଜି ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଭାରତୀୟ ନିର୍ବାଚନ କମିସନଙ୍କ ଉପରେ ବର୍ଷିଛି। ବିଧାୟିକ ଅରୁଣ ସାହୁ କହିଛନ୍ତି [...]
