ओडिया समाचारବର୍ଷର ଶ୍ରେଷ୍ଠ ଆଇସିସି ଦିନିକିଆ ଦଳର ଅଧିନାୟକ ହେଲେ ରୋହିତ, ଭାରତୀୟ ଖେଳାଳିଙ୍କ ଦବଦବା
ଦୁବାଇ: ଆଇସିସି ମଙ୍ଗଳବାର ବର୍ଷର ଶ୍ରେଷ୍ଠ ଦିନିକିଆ ଦଳ ଘୋଷଣା କରିଛି । ରୋହିତ ଶର୍ମାଙ୍କୁ ଏହି ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି । ଏହାଛଡ଼ା ଆଇସିସିର ଦିନିକିଆ ଦଳରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି, ପେସ୍ ଯୋଡ଼ି ସାମି ଓ ସିରାଜଙ୍କ ସହ ଭାରତର ସର୍ବାଧିକ ୫ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଆଇସିସି ଜାରି କରିଥିବା ବିବୃତ୍ତି ଅନୁଯାୟୀ, ଏହି ଦଳରେ ସାମିଲ ଅଧିକାଂଶ ଖେଳାଳି ଭାରତ (ରନର୍ସ ଅପ୍) ଏବଂ ଅଷ୍ଟ୍ରେଲିଆ [...]
ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ ଆସାମ ମୁଖ୍ୟମନ୍ତ୍ରୀ

ओडिया समाचारରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ ଆସାମ ମୁଖ୍ୟମନ୍ତ୍ରୀ
ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଆସାମ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶୃଙ୍ଖଳା ସୃଷ୍ଟି କରିବାକୁ ଭିଡ଼କୁ ଉସୁକାଇଥିବା ଅଭିଯୋଗ କରି ସେ ଏହି ଆଦେଶ ଦେଇଛନ୍ତି। ସର୍ମା ‘ଏକ୍ସ’ରେ ଲେଖିଛନ୍ତି – “ଏମାନେ ଆସାମ ସଂସ୍କୃତିର ଅଂଶ ନୁହଁନ୍ତି। ଆମେ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ। ଏଭଳି ନକ୍ସଲ କୌଶଳ ଆମ ସଂସ୍କୃତିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଭିଡ଼କୁ ଉସୁକାଇବା ପାଇଁ ମୁଁ ରାହୁଲ [...]
ओडिया समाचारଓଡ଼ିଶାରେ ପ୍ରଥମ ଥର ପାଇଁ ଡ୍ରୋନ୍ ସେବା ଆରମ୍ଭ କଲା ଭୁବନେଶ୍ବର ଏମସ
ଭୁବନେଶ୍ୱର -ଭୁବନେଶ୍ୱର ଏମସରୁ ପରୀକ୍ଷାମୂଳକ ଭାବେ ଡ୍ରୋନ୍ ଯୋଗେ ସେବା ଯୋଗାଣ ଆରମ୍ଭ ହୋଇଛି। ଏମ୍ସରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡ୍ରୋନ ଯୋଗେ ଗୁରୁତର ରୋଗୀଙ୍କୁ ରକ୍ତ ଯୋଗାଣ ସହ ରକ୍ତ ନମୁନା ସଂଗ୍ରହ କରି ଅଣାଯାଇଛି। ଡ୍ରୋନ୍ ଯୋଗେ ଅତି ଜରୁରୀ ଇଞ୍ଜେକ୍ସନ ଏବଂ ଔଷଧ ଯୋଗାଣ ପ୍ରକ୍ରିୟା ମଧ୍ୟ ଭୁବନେଶ୍ୱର ଏମ୍ସ ପକ୍ଷରୁ ଆରମ୍ଭ ହୋଇଛି । ଏମ୍ସ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଡ୍ରୋନ ସେବା ଆରମ୍ଭ [...]
ओडिया समाचार୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗଜପତି ଜିଲ୍ଲା ଗସ୍ତ
ପାରଳାଖେମୁଣ୍ଡି: ଛାତ୍ରଛାତ୍ରୀମାନେ ଯେପରି ଉନ୍ନତ ସୁବିଧା ସୁଯୋଗ ପାଇପାରିବେ, ଶିକ୍ଷାନୁଷ୍ଠାନ ପରିସର ଯୁଗପଯୋଗୀ ଭାବେ ବିକଶିତ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ୍ ଯତ୍ନ ନେଉଛନ୍ତି। ସେଥିପାଇଁ ସ୍କୁଲ କଲେଜକୁ ବହୁଳ ଅନୁଦାନ ମଞ୍ଜୁର କରାଯାଇଛି। ସେଥିରେ ଶିକ୍ଷାନୁଷ୍ଠାନ ବିକଶିତ ହେବା ସହ ଛାତ୍ରଛାତ୍ରୀମାନେ ଏହାର ଲାଭ ନେଇ ନିଜ କ୍ୟାରିୟରକୁ ଉନ୍ନତ କରି ଗଢି ଉଠନ୍ତୁ। ରାଜ୍ୟ ଓ ଜାତିର ସୁନାମ ରଖନ୍ତୁ ବୋଲି କହିଛନ୍ତି ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ [...]
ମୋକିମ ଓ ଚିରଞ୍ଜୀବଙ୍କ ଉପରୁ ନିଲମ୍ବନ ହଟାଇଲା କଂଗ୍ରେସ

ओडिया समाचारମୋକିମ ଓ ଚିରଞ୍ଜୀବଙ୍କ ଉପରୁ ନିଲମ୍ବନ ହଟାଇଲା କଂଗ୍ରେସ
ଭୁବନେଶ୍ବର – ତିନି ବରିଷ୍ଠ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି କଂଗ୍ରେସ। ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ବାଳ ଓ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଛି। ଗତବର୍ଷ ଜୁଲାଇରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳ ନିଲମ୍ବନ କରିଥିଲା।ସୂଚନାଯୋଗ୍ୟ,ଗତବର୍ଷ ମେ’ ୮ ତାରିଖରେ ଭୁବନେଶ୍ୱରରେ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଦୁଇ ନେତା ବିବାଦୀୟ ବୟାନ ଦେଇଥିଲେ। ଏଥିପାଇଁ ଏଆଇସିସି ଶୃଙ୍ଖଳା [...]
କୁନୋରେ ତିନି ଶାବକଙ୍କୁ ଜନ୍ମ ଦେଲା ଚିତା ‘ଜ୍ୱାଲା’

ओडिया समाचारକୁନୋରେ ତିନି ଶାବକଙ୍କୁ ଜନ୍ମ ଦେଲା ଚିତା ‘ଜ୍ୱାଲା’
ଭୋପାଳ: କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟାରୁ ଅଣାଯାଇଥିବା ଏକ ଚିତା ‘ଜ୍ବାଲା’ ତିନୋଟି ଛୁଆ ଜନ୍ମ କରିଛି । ଏହା ପୂର୍ବରୁ ଜାନୁଆରୀ ୩ରେ ଚିତା ‘ଆଶା’ ତିନିଟି ଛୁଆ ଜନ୍ମ କରିଥିଲା । ବର୍ତ୍ତମାନ କୁନୋ ଜାତୀୟ ଉଦ୍ୟାନରେ ଚିତା ଶାବକ ସଂଖ୍ୟା ୬କୁ ବୃଦ୍ଧି ପାଇଛି । କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇ କହିଛନ୍ତି, କୁନୋରେ ନୂଆ ଶାବକ । ‘ଜ୍ବାଲା’ ନାମକ ନାମିବ୍ୟା [...]
ओडिया समाचारବୌଦ୍ଧ -କନ୍ଧମାଳ ସୀମାନ୍ତ ଜଙ୍ଗଲରେ ପୋଲିସ -ମାଓବାଦୀ ଗୁଳି ବିନିମୟ
ବୌଦ୍ଧ – ବୌଦ୍ଧ -କନ୍ଧମାଳ ଜିଲ୍ଲା ସୀମାନ୍ତ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ ହୋଇଛି। ନଳିକୁମ୍ପା ଜଙ୍ଗଲରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ପୋଲିସର ସର୍ଚ୍ଚ ଅପରେସନ ଚାଲିଥିବାବେଳେ ମାଓବାଦୀମାନେ ଗୁଳି ଚାଳନା କରିଥିଲେ । ପୋଲିସର ପାଲଟା ଗୁଳି ଚାଳନାରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ। ୨୫ରୁ ୩୦ ମାଓବାଦୀ ପୋଲିସ ସହ ସଂଘର୍ଷ କରିଥିଲେ । ଜବାବୀ ଗୁଳିଚାଳନା ପରେ ସେମାନେ ଶିବିର [...]
ओडिया समाचारଆଜିଠୁ ରାମଲାଲାଙ୍କ ସର୍ବସାଧାରଣ ଦର୍ଶନ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
ଅଯୋଧ୍ୟା: ପ୍ରାଣ ପ୍ରତିଷ୍ଠାର ଦିନକ ପରେ ମଙ୍ଗଳବାର ଠାରୁ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଆଜି ସକାଳୁ ହିଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ରାମଲାଲାଙ୍କ ଦର୍ଶନ ପାଇଁ ମନ୍ଦିର ନଗରୀ ଅଯୋଧ୍ୟାକୁ ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି। ଆଜିଠୁ ପ୍ରତିଦିନ ସକାଳ ୭ଟାରୁ ରାତି ୧୦ଟା ଯାଏଁ ରାମ ଲଲାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ନୀତିକାନ୍ତି ପାଇଁ ଦିନ ସାଢେ ୧୧ଟାରୁ [...]
ଆଜି ଅପରାହ୍ନରେ ପୁରୀ ଯିବେ ମୁଖ୍ୟମନ୍ତ୍ରୀ

ओडिया समाचारଆଜି ଅପରାହ୍ନରେ ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେଲା ପରେ ପ୍ରଥମ ଥର ପାଇଁ ଆଜି ପୁରୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବା ସହ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ତିନିରଥ ଆଦିକୁ ନେଇ ଚାଲିଥିବା ପ୍ରଦର୍ଶନୀ ଦେଖିବେ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନ ୪ଟା ୪୫ ମିନିଟରେ ମାଟିତୋଟା ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ସେଠାରୁ [...]
ନେତାଜୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ओडिया समाचारନେତାଜୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର – ଆଜି ଜାନୁଆରୀ ୨୩ ତାରିଖ । ଆଜି ସାରାଦେଶରେ ପାଳନ ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ମହାନ କ୍ରାନ୍ତିବୀର ତଥା ପରାକ୍ରମୀ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶର ସ୍ବାଧୀନତା ଓ ଅଖଣ୍ଡତା ବଜାୟ ରଖିବା କ୍ଷେତ୍ରରେ ନିଜ ଜୀବନବ୍ୟାପୀ ତ୍ୟାଗ ଏବଂ ବଳିଦାନ ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଚିର ଆଦର୍ଶ ହୋଇ [...]
