ओडिया समाचारମହାନଦୀ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀଙ୍କ ବକ୍ତବ୍ୟ ଦୁର୍ଭାଗ୍ୟଜନକ ଓ ବିଭ୍ରାନ୍ତିକର : ବିଜେଡି
ଭୁବନେଶ୍ୱର – ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦେଇଥିବା ବକ୍ତବ୍ୟ ବିଭ୍ରାନ୍ତିକର ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର। ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀରେ ଦେବୀ ପ୍ରସାଦ ମିଶ୍ର କହିଛରି ଯେ, ମହାନଦୀ ଓଡିଶାର ୧୬ ଜିଲ୍ଲାର ଲୋକଙ୍କ ଜୀବନଧାରା। ହେଲେ ଏହା ଉପରେ ଛତିଶଗଡ ମନମାନି କରିଆସୁଛି । ହୀରାକୁଦର ଉପମୁଣ୍ଡରେ ଛତିଶଗଡ ସରକାର ଓ [...]
ପାନୀୟ ଜଳ ସମ୍ପର୍କରେ ସମୀକ୍ଷା

ओडिया समाचारପାନୀୟ ଜଳ ସମ୍ପର୍କରେ ସମୀକ୍ଷା
ଭୁବନେଶ୍ୱର -ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ତଥା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମନ୍ତ୍ରୀ ଡାଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର ବାସୁଆଘାଇ ସ୍ଥିତ ଓଡ଼ିଶା ଅର୍ବାନ ଏକାଡ଼େମୀ ପରିସରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଶାରେ ପାନୀୟ ଜଳ ଏବଂ ବର୍ଜ୍ୟ ଜଳ ନିଷ୍କାସନର ସ୍ଥିତି ଏବଂ ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅତିରକ୍ତ ଶାସନ ସଚିବ ଜି. ମାଥି ଭାଥନନ ମନ୍ତ୍ରୀଙ୍କ ସମ୍ମୁଖରେ ଓଡ଼ିଶାରେ ଜଳର [...]
ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ

ओडिया समाचारଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ
ଭୁବନେଶ୍ୱର – ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ଓସ୍କାନ୍ ହଲ୍ରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବିଭାଗୀୟ ସଚିବ ରାଜ୍ୟର ସମସ୍ତ ଗ୍ରାମ୍ୟ ଉନ୍ନୟନ ଡିଭିଜନ୍ର କାର୍ଯ୍ୟର ସମୀକ୍ଷା କରିଥିଲେ । ସମସ୍ତ ସର୍କଲ ଓ ଡିଭିଜନ୍ର ବିଭାଗୀୟ ଅଧିକାରୀମାନେ ଆଭାସି ମାଧ୍ୟମରେ ଏହି ସମୀକ୍ଷା ବୈଠକରେ ସାମିଲ ହୋଇ ନିର୍ମାଣାଧୀନ ସମସ୍ତ [...]
ଟି-୨୦ ବିଶ୍ୱକପ: ଆଜି ଭାରତ-ଇଂଲଣ୍ଡ ସେମିଫାଇନାଲ

ओडिया समाचारଟି-୨୦ ବିଶ୍ୱକପ: ଆଜି ଭାରତ-ଇଂଲଣ୍ଡ ସେମିଫାଇନାଲ
ଜର୍ଜଟାଉନ୍: ଟି-୨୦ ବିଶ୍ୱକପର ଦ୍ବିତୀୟ ସେମିଫାଇନାଲରେ ଗୁରୁବାର ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହେବେ । କ୍ରମାଗତ ଦ୍ବିତୀୟ ଥର ଦୁଇ ଦଳ ସେମିଫାଇନାଲରେ ପରସ୍ପରକୁ ଭେଟିବେ। ଅଷ୍ଟ୍ରେଲିଆରେ ଅନୁଷ୍ଠିତ ୨୦୨୨ ଟି-୨୦ ବିଶ୍ୱକପରେ ମଧ୍ୟ ଉଭୟ ଟିମ୍ ସେମିରେ ଲଢ଼ିଥିଲେ । ଭାରତକୁ ହରାଇ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଥିଲା ଏବଂ ଚାମ୍ପିୟନ ମଧ୍ଯ ହୋଇଥିଲା। ଆଜି ସେହି ପରାଜୟର ପ୍ରତିଶୋଧ ନେବାକୁ ଭାରତ ପାଖରେ ସୁଯୋଗ ରହିଛି । ଭାରତ ଚଳିତ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ [...]
ओडिया समाचारଟି-୨୦ ବିଶ୍ୱକପ: ଆଫଗାନିସ୍ତାନକୁ ହରାଇ ପ୍ରଥମ ଥର ଫାଇନାଲରେ ଦକ୍ଷିଣ ଆଫ୍ରିକା
ତରୌବା: ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଟି-୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଛି। ସେମିଫାଇନାଲରେ ଆଫଗାନିସ୍ତାନକୁ ଏକତରଫା ଭାବେ ୯ ଓ୍ବିକେଟରେ ହରାଇ ଫାଇନାଲକୁ ଉନ୍ନୀତ ହୋଇଛି ଦକ୍ଷିଣ ଆଫ୍ରିକା। ଚଳିତ ଟି-୨୦ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରିଥିବା ଆଫଗାନିସ୍ତାନ ସେମିଫାଇନାଲରେ ମଧ୍ୟ ଦକ୍ଷିଣ ଆଫ୍ରିକାକୁ କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଥିଲା । ହେଲେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୧୧.୫ ଓଭରରେ ମାତ୍ର ୫୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ [...]
ओडिया समाचारପ୍ୟାରିସ ଅଲିମ୍ପିକ୍ସ ପାଇଁ ଘୋଷିତ ୧୬ ଜଣିଆ ଭାରତୀୟ ହକି ଦଳରେ ଓଡ଼ିଶାର ଅମିତ ରୋହିଦାସ
ଭୁବନେଶ୍ୱର – ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳ ଘୋଷଣା କରାଯାଇଛି। ଘୋଷିତ ୧୬ ଜଣିଆ ଦଳର ନେତୃତ୍ଵ ନେବେ ହରମନପ୍ରୀତ ସିଂହ। ହାର୍ଦ୍ଦିକ ସିଂହ ଦଳର ଉପଅଧିନାୟକ ଅଛନ୍ତି। ଦଳରେ ୫ ଜଣ ନବାଗତଙ୍କୁ ସ୍ଥାନ ଦିଆଯାଇଥିବା ବେଳେ ଗତଥରର ଅଲିମ୍ପିକ୍ସରେ ଭାଗ ନେଇଥିବା ଦଳର କିଛି ବରିଷ୍ଠ ଖେଳାଳିଙ୍କୁ ମଧ୍ୟ ଏଥର ଦଳରେ ସାମିଲ କରାଯାଇଛି । ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ଅମିତ ରୋହିଦାସ ଦଳରେ ସ୍ଥାନ ପାଇଛନ୍ତି। ୨୦୨୦ ଟୋକିଓ [...]
ନିଶା ଦ୍ରବ୍ୟକୁ ନାଁ, ସୁସ୍ଥ ଜୀବନକୁ ହଁ

ओडिया समाचारନିଶା ଦ୍ରବ୍ୟକୁ ନାଁ, ସୁସ୍ଥ ଜୀବନକୁ ହଁ
ଛତ୍ରପୁର: ମଦ୍ୟପାନ, ଗଞ୍ଜେଇ ଓ ଡ୍ରଗ୍ସ ସେବନ, ସିଗାରେଟ୍ ପାନ, ଅନ୍ୟାନ୍ୟ ନିଶାଦ୍ରବ୍ୟ ବ୍ୟବହାରରୁ ଦୂରେଇ ରହିଲେ ଜଣେ ବ୍ୟକ୍ତି ସୁସ୍ଥ ଜୀବନ ଯାପନ କରିବ। ଏହା ଫଳରେ ସୁଖ ଓ ଶାନ୍ତ ବାତାବରଣ ସୃଷ୍ଟି ହେବ। ଡ୍ରଗ୍ସ ଅପବ୍ୟବହାର ଓ ଅବୈଧ କାରବାର ରୋକିବା ପାଇଁ ଯୁବ ସମାଜକୁ ସଚେତନ କରାଇ ନିଶା ସେବନ ଦ୍ବାରା କେଉଁ ସବୁ କ୍ଷତି ହୁଏ ତାହା ଅବଗତ କରାଇ ପାରିଲେ ମାନବ ସମାଜର ବିଶେଷ ହିତସାଧନ ହୋଇପାରିବ ବୋଲି [...]
ପୁରୀ ରଥଖଳାରୁ:- ତିନିରଥ ମହାରଣା ସେବକ ଏବଂ ଭୋଇ ସେବକ ସହୋଯୋଗରେ ତିନି ରଥର ତୃତୀୟ ଭୂଇଁ ପ୍ରସ୍ତୁତ କରାଯାଇଛି

ओडिया समाचारପୁରୀ ରଥଖଳାରୁ:- ତିନିରଥ ମହାରଣା ସେବକ ଏବଂ ଭୋଇ ସେବକ ସହୋଯୋଗରେ ତିନି ରଥର ତୃତୀୟ ଭୂଇଁ ପ୍ରସ୍ତୁତ କରାଯାଇଛି
ମହାପ୍ରଭୁଙ୍କ ରଥ ନିର୍ମାଣ ଆଗେଇ ଚାଲିଛି। ରଥ ନିର୍ମାଣର ଆଜି ୪୬ ତମ ଦିବସ। ଗତକାଲି ତିନି ରଥ ତୃତୀୟ ଭୂଇଁ ଫ୍ରେମ ଉଠି ମଝି ଭୂଇଁ ଉପରେ ସଂଯୋଗ ସହ ତୃତୀୟ ଭୂଇଁ ଉପରେ ଚାରି ଗୋଟି ପୋଟଳ ଖମ୍ବି ଏବଂ ଦୁଇଗୋଟି ପୋଟଳ ଶେଣୀ ସଂଯୋଗ ହୋଇଥିଲା। ଆଜି ତିନି ରଥରେ ମୂଳ କଇଞ୍ଚି ପଡ଼ି ତିନି ରଥକୁ ବଡଧରା ପୋଟଳ ଉଠିଲା। ଆଜି ପୂର୍ବାହ୍ନରେ ତିନିରଥ ମହାରଣା ସେବକ ଏବଂ ଭୋଇ ସେବକ [...]
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଭୟଉ ନ ନାରଦ ମନ କଛୁ ରୋଷା। କହି ପ୍ରିୟ ବଚନ କାମ ପରିତୋଷା ॥ ନାଇ ଚରନ ସିରୁ ଆୟସୁ ପାଈ। ଗୟଉ ମଦନ ତବ ସହିତ ସହାଈ ॥ ଭାବାର୍ଥ :- ନାରଦଙ୍କର ମନରେ କୌଣସି ଆକ୍ରୋଷ ନଥିଲା, ଏଣୁ ସେ କାମଦେବଙ୍କୁ ମଧୁର ବଚନ କହି ଶୁଭାଶିଷ ଦେଇ ସମାଧାନ ଦେଲେ । କାମଦେବ ମହର୍ଷି ନାରଦଙ୍କ ପାଦ ତଳେ ମତାନତ କରି ତାଙ୍କ ଠାରୁ ଆଜ୍ଞା [...]
ଗୀତା ଉପଦେଶ: ତପସ୍ୱୀମାନେ ଆତ୍ମ-ଶୁଦ୍ଧି ନିମନ୍ତେ ସ୍ୱେଚ୍ଛାରେ ଶାରୀରିକ ସୁଖତ୍ୟାଗ କରି, ସଂଯମ ଆଚରଣ କରିଥାଆନ୍ତି

ओडिया समाचारଗୀତା ଉପଦେଶ: ତପସ୍ୱୀମାନେ ଆତ୍ମ-ଶୁଦ୍ଧି ନିମନ୍ତେ ସ୍ୱେଚ୍ଛାରେ ଶାରୀରିକ ସୁଖତ୍ୟାଗ କରି, ସଂଯମ ଆଚରଣ କରିଥାଆନ୍ତି
ପୁଣ୍ୟୋ ଗନ୍ଧଃ ପୃଥିବ୍ୟାଂ ଚ ତେଜଶ୍ଚାସ୍ମି ବିଭାବସୌ। ଜୀବନଂ ସର୍ବଭୂତେଷୁ ତପଶ୍ଚାସ୍ମି ତପସ୍ୱିଷୁ । ଭଗବାନ ଶ୍ରୀକୃଷ୍ଣ ନିଜର ବିଭୁତି ବିଷୟରେ କହିବାକୁ ଅର୍ଜୁନଙ୍କୁ କହୁଛନ୍ତି – ମୁଁ ପୃଥିବୀର ବିଶୁଦ୍ଧ ସୁଗନ୍ଧ ଏବଂ ଅଗ୍ନିର ଉଜ୍ଜ୍ୱଳତା ଅଟେ । ମୁଁ ସମସ୍ତ ପ୍ରାଣୀଙ୍କର ଜୀବନ ଶକ୍ତି ଏବଂ ତପସ୍ୱୀଙ୍କର ସାଧନା ଅଟେ। ଅର୍ଥାତ ସେ କିପରି ସମସ୍ତ ବସ୍ତୁର ମୌଳିକ ଗୁଣ ଅଟନ୍ତି, ଶ୍ରୀକୃଷ୍ଣ ତାହାର ବର୍ଣ୍ଣନା ଅବ୍ୟାହତ ରଖିଛନ୍ତି । ତପସ୍ୱୀମାନେ ଆତ୍ମ-ଶୁଦ୍ଧି ନିମନ୍ତେ [...]
