ଗୀତା ଉପଦେଶ: କାମନା ରୂପକ ଚିରନ୍ତନ ଶତ୍ରୁଦ୍ୱାରା ସୁକ୍ଷ୍ମ ବିଚାରବନ୍ତ ବ୍ୟକ୍ତିଙ୍କର ବୁଦ୍ଧି ମଧ୍ୟ ଆଚ୍ଛନ୍ନ ହୋଇଯାଏ

ओडिया समाचारଗୀତା ଉପଦେଶ: କାମନା ରୂପକ ଚିରନ୍ତନ ଶତ୍ରୁଦ୍ୱାରା ସୁକ୍ଷ୍ମ ବିଚାରବନ୍ତ ବ୍ୟକ୍ତିଙ୍କର ବୁଦ୍ଧି ମଧ୍ୟ ଆଚ୍ଛନ୍ନ ହୋଇଯାଏ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମ ସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : ଧୂମେନାବ୍ରିୟତେ ବହ୍ନିର୍ଯଥାଦର୍ଶୋ ମଳେନ ଚ।ଯଥୋଲ୍ୱେନାବୃତୋ ଗର୍ଭସ୍ତଥା ତେନେଦମାବୃତମ୍।ଆବୃତଂ ଜ୍ଞାନମେତେନ ଜ୍ଞାନିନୋ ନିତ୍ୟବୈରିଣା। କାମରୂପେଣ କୈନ୍ତେୟ ଦୁଷ୍ଟୂରେଣାନଲେନ ଚ। ଅର୍ଥାତ:- ଯେପରି ଧୂମ ଦ୍ୱାରା ବହ୍ନି ଆବୃତ୍ତ ରହିଥାଏ, ଧୂଳିଦ୍ୱାରା ଦର୍ପଣ ଅସ୍ପଷ୍ଟ ହୋଇଥାଏ, ଜରାୟୁ ଦ୍ୱାରା ଭୃଣ ଲୁକ୍କାୟୀତ ରହିଥାଏ,ସେହି ପରି କାମନା ଦ୍ୱାରା ମନୁଷ୍ୟର ଜ୍ଞାନ ଆବୃତ ହୋଇଥାଏ ।ହେ କୁନ୍ତିପୁତ୍ର,ଏହି ଅଗ୍ନି ପରି ପ୍ରଜ୍ୱଳିତ,ସର୍ବଦା ଅତୃପ୍ତ କାମନା ରୂପକ [...]
ମୋଦି ମନ୍ତ୍ରିମଣ୍ଡଳ : କାହାକୁ କେଉଁ ବିଭାଗ

ओडिया समाचारମୋଦି ମନ୍ତ୍ରିମଣ୍ଡଳ : କାହାକୁ କେଉଁ ବିଭାଗ
ମୋଦି ମନ୍ତ୍ରିମଣ୍ଡଳ : କାହାକୁ କେଉଁ ବିଭାଗ ରାଜନାଥ ସିଂହ – ପ୍ରତିରକ୍ଷା ମନ୍ତ୍ରୀ ଅମିତ ଶାହା – ଗୃହ ଓ ସମବାୟ ମନ୍ତ୍ରୀ ନୀତିନ ଗଡକରୀ – ସଡକ ଓ ପରିବହନ ମନ୍ତ୍ରୀ ଜେପି ନଡ୍ଡା – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ସାର ଓ ରସାୟନ ବିଭାଗ ମନ୍ତ୍ରୀ ଶିବରାଜ ସିଂହ ଚୌହାନ – କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ, ଗ୍ରାମ ଉନ୍ନୟନ ବିଭାଗ ମନ୍ତ୍ରୀ ନିର୍ମଳା ସୀତାରମଣ – ଅର୍ଥ [...]
ओडिया समाचारମୋଦି ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ, ପୂର୍ବ ବିଭାଗ ବଜାୟ ରଖିଲେ ଓଡ଼ିଶାର ତିନି ମନ୍ତ୍ରୀ
ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଓଡ଼ିଶାରୁ ତିନି ମନ୍ତ୍ରୀ ସେମାନଙ୍କ ପୂର୍ବ ବିଭାଗ ବଜାୟ ରଖିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରାଳୟ, ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରାଳୟ ଓ ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ମିଳିଛି | ଅଟଳ ବିହାରୀ ବାଜପେୟୀଙ୍କ ସରକାର ଓ ନରେନ୍ଦ୍ର ମୋଦିଙ୍କ ସରକାରର ପ୍ରଥମ ପାଳିରେ ମନ୍ତ୍ରୀ ହୋଇଥିବା ଜୁଏଲ ଓରାମଙ୍କୁ ଦୁଇ ଥର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଦାୟିତ୍ବ ହିଁ [...]
ओडिया समाचारଗ୍ରୀଷ୍ମପ୍ରବାହ ଜାରି : ୧୮ ସହରରେ ପାରଦ ୪୦ ଡିଗ୍ରୀ ଉପରେ, ନୂଆପଡ଼ାରେ ସର୍ବାଧିକ ୪୪
ଭୁବନେଶ୍ୱର – ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ମୋୖସୁମୀ ସାରାରାଜ୍ୟରେ ଅଗ୍ରସର ହୋଇପାରିନାହିଁ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ଭୀଷଣ ତାତି ଅନୁଭୂତ ହେଉଥିବା ବେଳେ ଉପକୂଳରେ ଗୁଳୁଗୁଳି ହେଉଛି । ଆଜି ୪୦ ଡିଗ୍ରୀ ସେଲସିୟସ ଉପରେ ୧୮ ସହରର ତାପମାତ୍ରା ଥିଲା । ୪୪ ଡିଗ୍ରୀ ସହ ନୂଆପଡ଼ା ସବୁଠୁ ଉତ୍ତପ୍ତ ସହର ହୋଇଛି। ବୌଦ୍ଧରେ ତାପମାତ୍ରା ୪୨.୮, ପାରଳାଖେମୁଣ୍ଡିରେ ତାପମାତ୍ରା ୪୨.୪, ବଲାଙ୍ଗିରେ ୪୨.୨, ବାରିପଦାରେ ୪୨, ନୟାଗଡ଼ରେ ୪୧.୭, ଝାରସୁଗୁଡ଼ା, [...]
ମୌସୁମୀ ଆଗକୁ ବଢ଼ିବା ନେଇ ସ୍ଥିତି ଅନୁକୂଳ ନାହିଁ

ओडिया समाचारମୌସୁମୀ ଆଗକୁ ବଢ଼ିବା ନେଇ ସ୍ଥିତି ଅନୁକୂଳ ନାହିଁ
ଭୁବନେଶ୍ୱର – ରାଜ୍ୟରେ ମୌସୁମୀ ବାୟୁ ଆଗକୁ ବଢ଼ିବା ଲାଗି ବର୍ତ୍ତମାନ ସ୍ଥିତି ଅନୁକୂଳ ନାହିଁ । ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ମୌସୁମୀ ବାୟୁ ଅଗ୍ରସର ହୋଇନପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ମୌସୁମୀ ସକ୍ରିୟ ହେଉନଥିବାରୁ ଉତ୍ତର ପଶ୍ଚିମ ଦିଗରୁ ପବନ ପ୍ରବେଶ କରୁଛି । ଉତ୍ତର ପଶ୍ଚିମରୁ ପବନ ପ୍ରବେଶ କାରଣରୁ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏଥିସହ ପ୍ରବଳ ଗୁଳୁଗୁଳି ମଧ୍ୟ ଅନୁଭୂତ [...]
ରାଜ୍ୟରେ ହିଟୱେଭ ଜନିତ ମୃତ୍ୟୁ ୪୧କୁ ବୃଦ୍ଧି

ओडिया समाचारରାଜ୍ୟରେ ହିଟୱେଭ ଜନିତ ମୃତ୍ୟୁ ୪୧କୁ ବୃଦ୍ଧି
ଭୁବନେଶ୍ୱର – ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ୪୧ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ଏହି ସୂଚନା ଦେଇଛନ୍ତି। ଏସଆରସିଙ୍କ ରିପୋର୍ଟ ଅନୁସାରେ ୪୧ ଜଣଙ୍କ ମୃତ୍ୟୁ ଗ୍ରୀଷ୍ମତାପ ଜନିତ । ହିଟ୍ଓ୍ବେଭ୍ ଅଭିଯୋଗ ଥିବା ୭୩ଟି ମୃତ୍ୟୁ ମାମଲାର ତଦନ୍ତ ଚାଲିଛି । କିଛି ମୃତଦେହର ପୋଷ୍ଟମର୍ଟମ ନକରି ପରିବାରଲୋକ ନେଇ ଯାଇଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ରବିବାର ୧୬ଟି ହିଟ୍ଓ୍ବେଭ୍ ମାମଲା ଆସିଛି । ଚଳିତ [...]
ओडिया समाचारକଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଭକ୍ତ ଦାସଙ୍କ ଇସ୍ତଫା
ଭୁବନେଶ୍ୱର – ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଭକ୍ତଚରଣ ଦାସ । ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନର କାରଣ ଦର୍ଶାଇ କଂଗ୍ରେସ ଅଧ୍ୟକ୍ଷଙ୍କୁ ଚିଠି ଲେଖି ପଦ ଛାଡିଛନ୍ତି ଭକ୍ତଚରଣ ଦାସ। ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ତାଙ୍କ ସ୍ଥାନରେ ଭକ୍ତ ଦାସଙ୍କୁ ନିଯୁକ୍ତ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।
ସୋରଡ଼ାର ପ୍ରୟାସୀ: ମାଟ୍ରିକ୍ ମାର୍କ ଯେତିକି ଗଛ ଲଗାଇବେ ସେତିକି
ଭଞ୍ଜନଗର: ମାଟ୍ରିକ ପରୀକ୍ଷାରେ ସେ ହାସଲ କରିଛନ୍ତି ଏ-୧ ଗ୍ରେଡ୍। ୫୪୮ ମାର୍କ ରଖି ନିଜ ଗାଁ ଓ ବିଦ୍ୟାଳୟର ସୁନାମ ରଖିଛନ୍ତି। ଏଥିପାଇଁ ତ ସମସ୍ତେ ତାଙ୍କୁ ଓ ତାଙ୍କ ପିତାମାତାଙ୍କୁ ପ୍ରଶଂସା ତ କରୁଛନ୍ତି। ତେବେ ବର୍ତ୍ତମାନ ଆଉ ଏକ କାରଣ ପାଇଁ ସମସ୍ତେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ କୁଲାଙ୍ଗି ହାଇସ୍କୁଲର ଛାତ୍ରୀ ପ୍ରୟାସୀ ପ୍ରଜ୍ଞା ଲେଙ୍କାଙ୍କୁ ସାବାସୀ ଦେଉଛନ୍ତି। କାରଣ ସେ ନିଷ୍ପତ୍ତି ନେଇଛନ୍ତି ଯେ ସେ ମାଟ୍ରିକ୍ ବା ଦଶମ [...]
ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ओडिया समाचारପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ
ଭୁବନେଶ୍ୱର – ଲଗାତର ତୃତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ ତୃତୀୟ ପାଳି ସଫଳ ହେବା ସହ ତାଙ୍କ ସରକାର ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବେ ବୋଲି ବିଜେଡି ସଭାପତି ଆଶା ପ୍ରକାଶ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଭାରତ ବିକାଶର ନୂଆ ସୋପାନରେ ପହଞ୍ଚୁ ବୋଲି ନବୀନ କହିଛନ୍ତି।
ओडिया समाचारଆଭ୍ୟନ୍ତରୀଣ ଓ ପଶ୍ଚିମରେ ଗ୍ରୀଷ୍ମ ପ୍ରବାହ ଜାରି, ରହିଛି ପକୂଳରେ ଗୁଳୁଗୁଳି
ଭୁବନେଶ୍ୱର – ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ମୋୖସୁମୀ ସକ୍ରିୟ ରହିଥିଲେ ମଧ୍ୟ ରାଜ୍ୟରେ ବାକି ଅଞ୍ଚଳରେ ପାଗ ଅପରିବର୍ତ୍ତିତ ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରବିବାର ୧୬ ସହରରେ ଦିନ ତାପମାତ୍ରା ୪୦ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ, ଶନିବାର ଅପେକ୍ଷା ରବିବାର ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଥିବାବେଳେ ଆସନ୍ତା ୩ଦିନ ମଧ୍ୟରେ କିଛି ଅଞ୍ଚଳରେ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ [...]
