ଶ୍ରୀକ୍ଷେତ୍ରେରେ ପଞ୍ଚ ମହାଦେବଙ୍କ ଶୀତଳ ଷଷ୍ଠୀ ଯାତ୍ରା

ओडिया समाचारଶ୍ରୀକ୍ଷେତ୍ରେରେ ପଞ୍ଚ ମହାଦେବଙ୍କ ଶୀତଳ ଷଷ୍ଠୀ ଯାତ୍ରା
ଶ୍ରୀକ୍ଷେତ୍ରେରେ ପଞ୍ଚ ମହାଦେବଙ୍କ ଶୀତଳ ଷଷ୍ଠୀ ଯାତ୍ରା ଓଡ଼ିଶାର ଅନ୍ୟ ସ୍ଥାନ ମାନଙ୍କରେ ହେଉଥିବା ଶୀତଳ ଷଷ୍ଠୀ ଯାତ୍ରା ଠାରୁ ସ୍ୱତନ୍ତ୍ର ଓ ଅନନ୍ୟ।ଶୀତଳ ଷଷ୍ଠୀ ପୂର୍ବ ରାତ୍ରରେ ଏଠାରେ କନ୍ୟାଚୋରି ନୀତି ସମ୍ପାଦିତ ହୋଇଥାଏ। ଶୀତଳ ଷଷ୍ଠୀ ସନ୍ଧ୍ୟାରେ ପଞ୍ଚ ମହାଦେବ ନିଜ ସ୍ଵ ସ୍ଵ ଦେଉଳରେ ନିଜ ପାର୍ବତୀଙ୍କ ସହ ପାଣିଗ୍ରହଣ କରି ସ୍ୱତନ୍ତ୍ର ବେଶ ହୋଇଥାନ୍ତି । ତତ୍ପରେ ଜମେଶ୍ଵର ନିଜ ଦିଗବିଜୟ ରଥରେ ବିରାଜମାନ ହୋଇ ଗୁଆଲୀରେ ବାହାରନ୍ତି । ଜମ୍ବେଶ୍ୱର [...]
ଜାତୀୟ ରାଙ୍କିଂ ସନ୍ତରଣ ପ୍ରତିଯୋଗିତାରେ ଓଡିଶାର ମନ୍ନତା ମିଶ୍ରଙ୍କୁ ସ୍ୱର୍ଣ୍ଣ
ଭୁବନେଶ୍ୱର – ଜାତୀୟ ରାଙ୍କିଂ ସନ୍ତରଣ ପ୍ରତିଯୋଗିତାରେ ଚମକିଛନ୍ତି ଓଡ଼ିଶାର ଉଦୀୟମାନ ପ୍ରତିଭା ମନ୍ନତା ମିଶ୍ର । ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ମନ୍ନତା । ପ୍ରତିଯୋଗିତାରେ ଏହା ହେଉଛି ମନ୍ନତାଙ୍କ ଦ୍ୱିତୀୟ ପଦକ । ପୂର୍ବରୁ ସେ ୫୦ ମିଟର ଇଭେଣ୍ଟରେ ରୋୖପ୍ୟ ପଦକ ହାସଲ କରିଥିଲେ। ଚଳିତ ପ୍ରତିଯୋଗିତାରେ ମନ୍ନତାଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ଗତ ବର୍ଷକ ମଧ୍ୟରେ ମନ୍ନତା ରାଜ୍ୟର ଜଣେ [...]
ମୋହନ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ओडिया समाचारମୋହନ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ମୋହନ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ନୂଆ ବିଜେପି ସରକାରର ସେ ନେତୃତ୍ବ ନେବେ । ଆଜି ଭୁବନେଶ୍ୱରରେ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକରେ ମୋହନ ମାଝୀଙ୍କୁ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ କରାଯାଇଥିଲା । ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ ଉପସ୍ଥିତ ଥିଲେ । ଆସନ୍ତାକାଲି ମୋହନ ମାଝୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କେନ୍ଦୁଝର ସଦର [...]
ଜୁନ୍ ୩୦ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ

ओडिया समाचारଜୁନ୍ ୩୦ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ
ଭୁବନେଶ୍ବର – ଚଳିତ ମାସ ୩୦ ତାରିଖ ଯାଏଁ ରାଜ୍ୟରେ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି। ଏ ସମ୍ପର୍କରେ ସମସ୍ତ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚିତ କରାଯାଇଛି । ୩୦ ଜୁନ୍ ପର୍ଯ୍ୟନ୍ତ କାହାରିକୁ ଛୁଟି ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଛୁଟି ଦିନରେ ବି ଅନୁପସ୍ଥିତ ନ ରହିବାକୁ କୁହାଯିବା ସହ ହେଡ୍କ୍ବାର୍ଟର ନ ଛାଡ଼ିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ରାଜ୍ୟରେ ନୂଆ ସରକାର ନେବ। [...]
ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିବ ଗୋପାଳପୁର ଜେଡ୍ଏସ୍ଆଇ ମ୍ୟୁଜିୟମ୍
ବ୍ରହ୍ମପୁର: ମାଛ, ସାପ, ଶାମୁକା, ଡଲଫିନ୍, ମହାବଳ ବାଘ, ଭାଲୁ, ପାଟମୂଷା, ପାଣି ଲୁଧିଆ, କଙ୍ଗାରୁ, ଗିବନ୍, କଇଁଛ, ବଣ ବିଲେଇ, ବିଭିନ୍ନ ରକମର ପ୍ରଜାପତି, ଝିଣ୍ଟିକା, ବିଛା, ବେଙ୍ଗ, ଭଳିକି ଭଳି ପକ୍ଷୀ ଆଦି ପ୍ରାୟ ୬୦୦ କିସମର ଜୀବଜନ୍ତୁଙ୍କ ମଡେଲ୍, କଙ୍କାଳ ଦେଖିବାକୁ ପାଇବେ ପର୍ଯ୍ୟଟକ, ଜୀବ ବିଜ୍ଞାନୀ ଗବେଷକ, ବୈଜ୍ଞାନିକ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଆଦି। କାରଣ ଶୀଘ୍ର ଗୋପାଳପୁରରେ ଥିବା ଭାରତୀୟ ପ୍ରାଣୀ ସର୍ବେକ୍ଷଣ ବା ଜୁଲୋଜିକାଲ ସର୍ଭେ ଅଫ୍ [...]
ओडिया समाचारନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ଭୁବନେଶ୍ୱର କଡ଼ା ସୁରକ୍ଷା ସହ ଟ୍ରାଫିକ କଟକଣା ଜାରି
ଭୁବନେଶ୍ୱର – ଆସନ୍ତାକାଲି ଶପଥ ନେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ଜନତା ମଇଦାନରେ ହେବ ଶପଥ ଗ୍ରହଣ ସମାରୋହ । ଏଥିରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସମେତ ବହୁ ଭିଭିଆଇପି ଯୋଗ ଦେବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଜାରି ହୋଇଛି ଟ୍ରାଫିକ କଟକଣା । ଆସନ୍ତାକାଲି ଅପରାହ୍ନ ୨ଟାରୁ ରାତି ୭ଟା କିମ୍ବା ଶପଥ ଗ୍ରହଣ ସମାରୋହ ସରିବା ଯାଏ ଜୟଦେବ ବିହାରରୁ ନାଲକୋ ଛକ ରାସ୍ତାରେ ଗାଡ଼ି [...]
ओडिया समाचारନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ନବୀନଙ୍କୁ ନିମନ୍ତ୍ରଣ କଲା ବିଜେପି
ଭୁବନେଶ୍ୱର – ଆସନ୍ତାକାଲି ଶପଥ ଗ୍ରହଣ କରିବେ ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଗଠନ ହେବ ବିଜେପି ସରକାର । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ବିଜେପି ପକ୍ଷରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ନବୀନ ନିବାସ ଯାଇ ବିଜେଡି ସଭାପତିଙ୍କୁ ନିମନ୍ତ୍ରଣ କରିଛନ୍ତି । ଆସନ୍ତାକାଲି ଜନତା [...]
ଆଇସିସିର ଏହି ନିୟମ ଯୋଗୁଁ ହାରିଲା ବାଂଲାଦେଶ !

ओडिया समाचारଆଇସିସିର ଏହି ନିୟମ ଯୋଗୁଁ ହାରିଲା ବାଂଲାଦେଶ !
ନ୍ୟୁୟର୍କ: ଚଳିତ ଟି-୨୦ ବିଶ୍ୱକପରେ ସୋମବାର ଏକ ରୋମାଞ୍ଚକର ଲୋସ୍କୋରିଂ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଠାରୁ ୪ ରନରେ ହାରିଯାଇଛି ବାଂଲାଦେଶ। ଦଳ ଆଗରେ ମାତ୍ର ୧୧୪ ରନର ଟାର୍ଗେଟ ଥିଲା । ହେଲେ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ କେବଳ ୧୦୯ ରନ୍ କରିବାକୁ ସମର୍ଥ ହୋଇଥିଲା। ଆଇସିସିର ଏକ ନିୟମ ଯୋଗୁଁ ବାଂଲାଦେଶ ହାତରୁ ମ୍ୟାଚ୍ ଖସି ଯାଇଥିଲା । ଏହି ନିୟମ ଅନୁଯାୟୀ ଅମ୍ପାୟାର ବାଂଲାଦେଶ ଦଳକୁ ୪ [...]
ଶୀତଳଷଷ୍ଠୀ ସମ୍ପୂର୍ଣ୍ଣ ଲୋକାଚାରରେ ଶିବ ଓ ସତୀଙ୍କ ବିବାହୋତ୍ସବ, ଆମ ଉତ୍କଳୀୟ ପରମ୍ପରାର ବାର୍ତ୍ତା ବହନ କରେ

ओडिया समाचारଶୀତଳଷଷ୍ଠୀ ସମ୍ପୂର୍ଣ୍ଣ ଲୋକାଚାରରେ ଶିବ ଓ ସତୀଙ୍କ ବିବାହୋତ୍ସବ, ଆମ ଉତ୍କଳୀୟ ପରମ୍ପରାର ବାର୍ତ୍ତା ବହନ କରେ
ଶିବ ଓ ପାର୍ବତୀ ଶ୍ରଦ୍ଧା ଓ ବିଶ୍ୱାସ ର ପ୍ରତୀକ।ପକ୍ଷାନ୍ତରେ ଏମାନେ ଶାନ୍ତିର ବାର୍ତ୍ତାବହ । ଗ୍ରୀଷ୍ମଋତୁ ପୃଥିବୀ ପୃଷ୍ଠରୁ ବିଦାୟ ନେଉଥାଏ, ବର୍ଷାଋତୁର ଆଗମନ ସମୟରେ ମହାଦେବ ଶିବ ଓ ସତୀଙ୍କ ବିବାହୋତ୍ସବକୁ ନେଇ ଅନୁଷ୍ଠିତ ହୁଏ ଶୀତଳଷଷ୍ଠୀ । ମହାପ୍ରଭୁଙ୍କର ଚନ୍ଦନ ଯାତ୍ରାର ପରିସମାପ୍ତି ପରେ ପରେ ଶୀତଳଷଷ୍ଠୀ ବେଳକୁ ମେଘମେଦୁର ଆକାଶର ଅପରୂପ ସୌନ୍ଦର୍ଯ୍ୟ ବେଶ ଚିତାକର୍ଷକ ହେବା ସାଙ୍ଗକୁ ନବବାରି ପରିପ୍ଳୁତ ଧରାପୃଷ୍ଠ ଶୀତଳ ପରିବେଶ ସୃଷ୍ଟିକରେ । ଶୀତଳଷଷ୍ଠୀ ପୌରାଣିକ [...]
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
ସୁନୁ ଗିରିଜା ହରିଚରିତ ସୁହାଏ । ବିପୁଲ ବିସଦ ନିଗମାଗମ ଗାଏ ॥ ହରି ଅବତାର ହେତୁ ଜେହି ହୋଈ । ଇଦମିତ୍ଥଂ କହି ଜାଇ ନ ସୋଈ ॥ ଭାବାର୍ଥ :- ଶ୍ରୀଶିବ କହିଲେ, ହେ ପାର୍ବତୀ ! ଶୁଣ, ସମସ୍ତ ବେଦ ଶାସ୍ତ୍ରାଦିରେ ଶ୍ରୀହରିଙ୍କର ସୁନ୍ଦର ରୂପେ ବିସ୍ତ୍ରୁତ ନିର୍ମଳ ଚରିତ୍ରର ଗାନ କରାଯାଇଛି । ଶ୍ରୀହରି ଙ୍କର ଅବତାର ଯେଉଁ କାରଣରୁ ହୋଇଥାଉ ନା କାହିଁକି, ତାହାକୁ ସଠିକ୍ ରୂପେ କୁହାଯାଇ ପରିବ [...]
