ଓଡ଼ିଆଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ ଆଜି
ଆଷାଢ଼ ମାସ ଶୁକ୍ଳପକ୍ଷ ନବମୀ ତିଥୀର ସନ୍ଧ୍ୟାରେ ଆଡ଼ପ ମଣ୍ଡପ ଅର୍ଥାତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଯେଉଁ ଦର୍ଶନ ହୁଏ, ତାକୁ ସନ୍ଧ୍ୟା ଦର୍ଶନ କୁହାଯାଏ। ଆଷାଢ଼ ଶୁକ୍ଳପକ୍ଷ ସପ୍ତମୀ ଓ ଅଷ୍ଟମୀ ତିଥିରେ ତିନିରଥର ଦକ୍ଷିଣୀ ମୋଡ଼ ପରେ ନବମୀ ତିଥିର ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରରେ ଶେଷ ଗୁପ୍ତରାସ ପାଳିତ ହୋଇଥାଏ। ଏହିଦିନ ପ୍ରଭାତରୁ ଇନ୍ଦ୍ରଦ୍ୟୁମ୍ନ ସରୋବର ରେ ସ୍ନାନ ସାରି ସନ୍ଧ୍ୟାରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଦର୍ଶନ କରିବାର ବିଧାନ ରହିଛି।କାରଣ ଶାସ୍ତ୍ରରେ ଉଲ୍ଲେଖ ରହିଛି [...]
ଓଡ଼ିଆଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ନିରଖି ସୈଲ ସରି ବିପିନ ବିଭାଗା । ଭୟଉ ରମାପତି ପଦ ଅନୁରାଗା ॥ ସୁମିରତ ହରିହି ଶ୍ରାପ ଗତି ବାଧୀ । ସହଜ ବିମଲ ମନ ଲାଗି ସମାଧି ॥ ଭାବାର୍ଥ :- ଗଙ୍ଗା ମାତାଙ୍କ କୁଳରେ ସୁନ୍ଦର ପର୍ବତ, ସୁନ୍ଦର ଜଙ୍ଗଲ ଆଉ ବହୁତ ସୁନ୍ଦର ପଶୁପକ୍ଷୀ ଆଦି ଦେଖି ନାରଦ ମୁନିଙ୍କର ମନ ଭଗବାନ ଶ୍ରୀଲକ୍ଷ୍ମୀକାନ୍ତଙ୍କ ପବିତ୍ର ଶ୍ରୀଚରଣରେ ପ୍ରେମ ହୋଇଗଲା । ଭଗବାନ ବିଷ୍ଣୁ ଙ୍କୁ [...]
ଓଡ଼ିଆଗୀତା ଉପଦେଶ:- ସମଦର୍ଶୀ ଯୋଗୀ ମୋତେ ସର୍ବତ୍ର ଅନୁଭବ କରିବା ସହିତ ଅଚିରେ ମୋ ସଙ୍ଗ ଲାଭ କରିଥାଏ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଧ୍ଯାନଯୋଗ ସମ୍ଭନ୍ଧ ରେ ବୁଝାଇ କହୁଛନ୍ତି:- ସର୍ବଭୂତସ୍ଥମାତ୍ମାନଂ ସର୍ବଭୂତାନି ଚାତ୍ମନି। ଇକ୍ଷତେ ଯୋଗଯୁକ୍ତାତ୍ମା ସର୍ବତ୍ର ସମଦର୍ଶନଃ ॥ ଭଗବାନ କହୁଛନ୍ତି :- ଧ୍ଯାନଯୋଗରେ ଯୁକ୍ତ ଯୋଗୀ ନିଜ ସ୍ବରୂପକୁ ସମସ୍ତଙ୍କଠାରେ ଏବଂ ସମସ୍ତଙ୍କୁ ନିଜ ସ୍ବରୂପରେ ଦେଖିଥାନ୍ତି । ପକ୍ଷାନ୍ତରେ ତାଙ୍କୁ ସମଦର୍ଶୀ ଯୋଗୀ କୁହାଯାଇଥାଏ।
ଭାରତ ସିରିଜ୍ ବିଜୟୀ

ଓଡ଼ିଆଭାରତ ସିରିଜ୍ ବିଜୟୀ
ହରାରେ: ଚତୁର୍ଥ ଟି-୨୦ ମ୍ୟାଚରେ ଜିମ୍ବାୱେକୁ ୧୦ ୱିକେଟରେ ହରାଇ ଭାରତ ସିରିଜ କବଜା କରିଛି। ଜିମ୍ବାୱେ ପ୍ରଦତ୍ତ ୧୫୩ ରନର ବିଜୟ ଲକ୍ଷ୍ୟକୁ ଭାରତ ବିନା କୌଣସି ଓ୍ବିକେଟ୍ ହରାଇ ମାତ୍ର ୧୫.୨ ଓଭରରେ ହାସଲ କରିନେଇଥିଲା। ଜୈସୱାଲ ଅପରାଜିତ ୯୩ ରନ୍ ଏବଂ ଶୁଭମାନ ଗିଲ୍ ୫୮ ରନ୍ କରି ନଟ୍ ଆଉଟ୍ ରହିଥିଲେ।
ଓଡ଼ିଆକନ୍ଧମାଳ: ସ୍ବର୍ଗତ ବୀରେନ୍ଦ୍ର କୁମାର ଦାସଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି
କନ୍ଧମାଳ: ଜିଲ୍ଲା ଲେଖକ ସାମ୍ମୁଖ୍ୟ, ଫୁଲବାଣୀ ଆନୁକୂଲ୍ୟରେ ସ୍ବର୍ଗତ ବୀରେନ୍ଦ୍ର ଦାସ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି | ସଭାପତି ଶ୍ରୀ ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ଦିବଂଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ଅମର ଆତ୍ମାର ସଦଗତି କାମନା କରିଥିଲେ | ମୁଖ୍ୟବକ୍ତା ଏମ କେ ଏସ ପି ର ସଭାପତି ଶ୍ରୀ [...]
ଓଡ଼ିଆଆହୁରି ଦାଉ ସାଧିବ କଲମା, ନିର୍ମାଣ ହେଉଛି ୨୦ଜଳଯୋଗାଣ ପ୍ରକଳ୍ପ
ସମ୍ବଲପୁର : ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ବ ହେଲା ଛତିଶଗଡ ସରକାର ମହାନଦୀର ତଣ୍ଟି ଚିପି ଆସିଛନ୍ତି। କଲମାରେ ବ୍ୟାରେଜ କରି ଓଡିଶାକୁ କଲବଲ କରି ଆସିଛନ୍ତି। ଖରା ଦିନରେ ଓଡିଶା ଟୋପାଏ ପାଣି ପାଉନି। ଏହାର ପ୍ରତିବାଦରେ ତତ୍କାଳୀନ ନବୀନ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଟ୍ରିବ୍ୟୁନାଲରେ ଏହାର ବିଚାର ଚାଲିଛି। ଏଭଳି ସ୍ଥିତିରେ ଆଗକୁ ଆହୁରି ଓଡିଶାକୁ ଦାଉ ସାଧିବାକୁ ଯାଉଛି କଲମା ବ୍ୟାରେଜ। କାରଣ ବ୍ୟାରେଜକୁ ଲାଗି ଏହାର ଜଳଭଣ୍ଡାରରେ ପ୍ରାୟ [...]
ଓଡ଼ିଆଶରଧାବାଲିରେ ତିନି ରଥର ଦକ୍ଷିଣୀ ମୋଡ଼ ପାଇଁ ଆଜ୍ଞାମାଳ ବିଜେ
ଗୁଣ୍ଡିଚା ମନ୍ଦିର ସମ୍ମୁଖ ସିଂହଦ୍ଵାର ରୁ ରଥ ତ୍ରୟ ଦକ୍ଷିଣୀ ମୋଡ଼ ହୋଇ ନାକଚଣା ଦ୍ୱାର ରେ ଲାଗିବ। ଗତକାଲି ଠାରୁ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥକୁ ଆଜ୍ଞାମାଳ ବିଜେ ହୋଇଥିଲା। ପରମ୍ପରା ଅନୁଯାୟୀ ସର୍ବପ୍ରଥମେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣୀ ମୋଡ଼ ହୋଇ ନାକଚଣା ଦ୍ୱାର ରେ ଲାଗିଥିଲ। ଏହାପରେ ବଡ଼ଭାଇ ବଳଭଦ୍ର ଙ୍କ ରଥ ର ଦକ୍ଷିଣୀ ମୋଡ଼ ହୋଇଥିଲା ।ପର୍ଯ୍ୟାୟ କ୍ରମେ ନନ୍ଦିଘୋଷ [...]
ଓଡ଼ିଆଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ନିରଖି ସୈଲ ସରି ବିପିନ ବିଭାଗା । ଭୟଉ ରମାପତି ପଦ ଅନୁରାଗା ॥ ସୁମିରତ ହରିହି ଶ୍ରାପ ଗତି ବାଧୀ । ସହଜ ବିମଲ ମନ ଲାଗି ସମାଧି ॥ ଭାବାର୍ଥ :- ଗଙ୍ଗା ମାତାଙ୍କ କୁଳରେ ସୁନ୍ଦର ପର୍ବତ, ସୁନ୍ଦର ଜଙ୍ଗଲ ଆଉ ବହୁତ ସୁନ୍ଦର ପଶୁପକ୍ଷୀ ଆଦି ଦେଖି ନାରଦ ମୁନିଙ୍କର ମନ ଭଗବାନ ଶ୍ରୀଲକ୍ଷ୍ମୀକାନ୍ତଙ୍କ ପବିତ୍ର ଶ୍ରୀଚରଣରେ ପ୍ରେମ ହୋଇଗଲା । ଭଗବାନ ବିଷ୍ଣୁ ଙ୍କୁ [...]
ଓଡ଼ିଆଗୀତା ଉପଦେଶ: ଆତ୍ମଶୁଦ୍ଧି ପାଇଁ ତପସ୍ୟା ଏକ ଶକ୍ତିଶାଳୀ ମାଧ୍ୟମ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜର ଆତ୍ମଶୁଦ୍ଧି ପାଇଁ ଉପାୟ ବତାଇବାକୁ ଯାଇ କହୁଛନ୍ତି:– ସତ୍କାରମାନପୂଜାର୍ଥଂ ତପୋ ଦମ୍ଭେନ ଚୈବ ଯତ୍। କ୍ରିୟତେ ତଦିହ ପ୍ରୋକ୍ତଂ ରାଜସଂ ଚଳମଧ୍ରୁବମ୍। ଅର୍ଥାତ୍ : ଆତ୍ମଶୁଦ୍ଧି ପାଇଁ ତପସ୍ୟା ଏକ ଶକ୍ତିଶାଳୀ ମାଧ୍ୟମ ହୋଇଥିଲେ ମଧ୍ୟ ସମସ୍ତେ ଏହାକୁ ମହତ ଉଦ୍ଦେଶ୍ୟରେ ଉପଯୋଗ କରନ୍ତି ନାହିଁ । ଜଣେ ରାଜନୀତିଜ୍ଞ ଅକ୍ଲାନ୍ତ ପରିଶ୍ରମ କରି ଦିନକରେ ଅନେକ ସ୍ଥାନରେ ଭାଷଣ ଦେଇଥାନ୍ତି । ଏହା ଏକ ତପସ୍ୟା ହେଲେ ସୁଦ୍ଧା ଏହାର [...]
ଓଡ଼ିଆନାଗରିକ ସମାଜ, ବିଶେଷଜ୍ଞ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରାକ୍ ବଜେଟ୍ ଆଲୋଚନା
ଭୁବନେଶ୍ୱର: ଆମର ବଜେଟ୍ ଟି ଯେପରି ବାସ୍ତବରେ ‘ଲୋକଙ୍କ ବଜେଟ୍’ ଭାବରେ ସମସ୍ତଙ୍କ ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିବ, ସେଥିପାଇଁ ଆମର ଉଦ୍ୟମ ଜାରି ରହିଛି। ସେଥିପାଇଁ ସମାଜର ସବୁ ବର୍ଗଙ୍କ ମତାମତ ଆମେ ଗ୍ରହଣ କରୁଛୁ। ଲୋକଙ୍କ ସରକାର ଭାବରେ ସାଧାରଣ ଜନତାଙ୍କ ମତାମତକୁ ଗୁରୁତ୍ୱ ଦେବାର ଆମର ପରମ୍ପରା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ଲୋକସେବା ଭବନର କନ୍ଭେନ୍ସନ୍ ହଲ୍ ଠାରେ ଆୟୋଜିତ ପ୍ରାକ୍ ବଜେଟ୍ ଆଲୋଚନାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ [...]
