ଆଜି ଚାଷୀଙ୍କୁ ‘କାଳିଆ’ ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଅକ୍ଷୟ ତୃତୀୟା ଓ କୃଷକ ଦିବସର ଅବ୍ୟବହିତ ପୂର୍ବରୁ ଆଜି ଚାଷୀଙ୍କୁ ମିଳିବ ‘କାଳିଆ’ ଟଙ୍କା । ଆଜି ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରିବେ । ଭୂମିହୀନଙ୍କୁ ୨୫୦୦, କ୍ଷୁଦ୍ର ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ମିଳିବ । ୩୬ ଲକ୍ଷ ଚାଷୀଙ୍କ ଆକାଂଉଟକୁ ଯିବ ପ୍ରାୟ ୯ ଶହ କୋଟି ଟଙ୍କା ।

Comments are closed.