ଦୁବାଇରୁ ଓଡ଼ିଶାକୁ ପୁଞ୍ଜି ନିବେଶର ସୁଅ, ବିଭିନ୍ନ କ୍ଷେତ୍ରରେ ନିବେଶ ହେବ ୨୧ ହଜାର କୋଟି
ଭୁବନେଶ୍ବର - ଦୁବାଇ ଇନଭେଷ୍ଟର୍ସ ମିଟ୍ରୁ ଓଡ଼ିଶାକୁ ଛୁଟିଲା ବିଦେଶୀ ପୁଞ୍ଜିର ସୁଅ। ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନିବେଶ କରିବେ ଦୁବାଇର ଅନେକ ପ୍ରତିଷ୍ଠିତ କମ୍ପାନୀ । ରାଜ୍ୟରେ ପ୍ରାୟ ୨୧ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ମଧ୍ୟପ୍ରାଚ୍ୟର ପ୍ରମୁଖ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଦୁବାଇ ଇନଭେଷ୍ଟର୍ସ ମିଟ୍ରେ ମିଳିଥିବା ପ୍ରତିଶ୍ରୁତି ମୁତାବକ ୨୧ ହଜାର କୋଟିର ପୁଞ୍ଜି ନିବେଶ…
Read More...