ବଲାଙ୍ଗୀର ପାଟଣାଗଡରେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ରୋଗୀ ସମେତ ୩ ମୃତ

ବଲାଙ୍ଗିର – ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଝୁଲେନବର ନିକଟରେ ସଡକ ଦୁର୍ଘଟଣାରେ ୩ ଜଣ ପ୍ରାଣ ହରାଇଛନ୍ତି । ଏକ ଆମ୍ବୁଲାନ୍ସ ଗଛରେ ପିଟି ହୋଇଯିବାରୁ ରୋଗୀ ଓ ତାଙ୍କ ସଂପର୍କୀୟ ପ୍ରାଣ ହରାଇଛନ୍ତି । ଆମ୍ବୁଲାନ୍ସ ଡ୍ରାଇଭର ଫେରାର ହୋଇଯାଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ପଦ୍ମପୁର ପଟୁ ରୋଗୀଙ୍କୁ ନେଇ ପାଟଣାଗଡ ଆସୁଥିଲା ଆମ୍ବୁଲାନ୍ସ ।

Comments are closed.